Browsing Tag

delanga news

ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ପିପିଲି ଉପନିର୍ବାଚନ : ଅକ୍ଟୋବର ୩ରେ ଭୋଟ ଗଣତି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଭୋଟ ଗ୍ରହଣ ଗତକାଲି ଦିନ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି । ଦଶ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍‌ ମେସିନରେ ସିଲ ହୋଇ ରହିଛି । ପିପିଲି ବିଧାନସଭା
Read More...

ବିଶ୍ୱ ହୃଦୟ ଦିବସରେ ବୃକ୍ଷ ରୋପଣ କରି ହୃଦୟ ଜିତିଲେ ହୃଷୀକେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ହୃଦୟ ଦିବସ ପାଳନ ଅବସରରେ ପ୍ରକୃତିବନ୍ଧୁ ଆଇନଜୀବୀ ହୃଷୀକେଶ ପାଢୀ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ନିଜ ଗ୍ରାମ ବୋଳକଣାରେ ବୃକ୍ଷ ରୋପଣ କରି ଜନସାଧାରଣଙ୍କ ହୃଦୟ ଜିତିଛନ୍ତି । ଏହି ଅବସରରେ ସେ ବୃକ୍ଷର ହୃଦୟ ଉପରେ ଗୁରୁତ୍ଵାରୋପକରି
Read More...

ଓଡ଼ିଶୀ ସଂକୀର୍ତ୍ତନ ଗୁରୁଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଗଡ଼ମୋଟରୀ ପଞ୍ଚାୟତ ଅନ୍ତର୍ଗତ କୁମୁଣ୍ଡାଳ ଗ୍ରାମର ସୁପୁତ୍ର ତଥା ସ୍ୱନାମଧନ୍ୟ ଓଡ଼ିଶୀ ସଂକୀର୍ତ୍ତନ ଗାୟକ ଦିବଂଗତ ସନାତନ ବେହେରାଙ୍କ ଚତୁର୍ଦ୍ଦଶ ଦିବସ ଉପଲକ୍ଷେ ତାଙ୍କ ନିଜସ୍ୱ ବାସଭବନ ପରିସରରେ ସ୍ୱର୍ଗୀୟ ଆତ୍ମାର ସଦ୍‌ଗତି
Read More...

କରୋନା ପାଇଁ ଡେଲାଙ୍ଗରେ ଅଧିକ ୩୦ଟି ଅତିରିକ୍ତ ବୁଥ କେନ୍ଦ୍ର : ସମ୍ବେଦନଶୀଳ ଓ ଜଟିଳ ବୁଥ କେନ୍ଦ୍ରରେ ସିିସି କ୍ୟାମରା…

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୂର୍ବରୁ ଡେଲାଙ୍ଗରେ ୧୧୯ଟି ବୁଥ କେନ୍ଦ୍ର ରହିଥିଲା, ଚଳିତ ଉପନିର୍ବାଚନରେ କରୋନା ପାଇଁ ଅଧିକ ୩୦ଟି ଅତିରିକ୍ତ ବୁଥ କେନ୍ଦ୍ର କରାଯାଇଛି । ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ସ୍ୱଛ କରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବୁଥ କେନ୍ଦ୍ରକୁ ୩ଟି
Read More...

ବିଶ୍ୱ ପର୍ଯ୍ୟଟନ ଦିବସରେ ସବୁଜ ଡେଲାଙ୍ଗ ଟ୍ରଷ୍ଟର ସ୍ୱଚ୍ଛତା ବାର୍ତ୍ତା ପ୍ରଚାର କଲେ ହୃଷୀକେଶ ପାଢୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବୋଳକଣାଗ୍ରାମର ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷ ଆଇନଜୀବୀ ତଥା ପରିବେଶ ପ୍ରେମୀ ହୃଷୀକେଶ ପାଢୀ, ସଂପାଦକ
Read More...

ଡେଲାଙ୍ଗରେ ବିଜେପିର ଜୋରଦାର ପ୍ରଚାର : କେନ୍ଦ୍ରମନ୍ତ୍ରୀଙ୍କ ରୋଡଶୋରେ ବିପୁଳ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି ପ୍ରଚାର ଆଉ ଦୁଇ ଦିନ ବାକିଥିବା ବେଳେ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୋଡଶୋ କରି ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପିପିଲି-ଡେଲାଙ୍ଗରେ ଭୋଟ ପ୍ରଚାର କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ
Read More...

ପାଖେଇ ଆସୁଛି ଉପନିର୍ବାଚନ : ଡେଲାଙ୍ଗରେ ଜମୁଛି ପ୍ରଚାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ବିଭିନ୍ନ ପଂଚାୟତରେ ବିଜେଡି, ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ନିର୍ବାଚନ ପ୍ରଚାର ସରଗରମ ହେଉଥିବା ଦେଖାଦେଇଛି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥି ଡେଲାଙ୍ଗ ବ୍ଲକର ସାଉରିଆ, ଘନିପୁର, ମୁନିନ୍ଦା, ଶ୍ରୀପୁରୁଷତମପୁର ଓ
Read More...

ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଜଂଳି ଜ୍ଞାପନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହାନଦୀ ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ଟିମ୍‌ର ବୋଟ ଦୁର୍ଘଟଣାରେ ଓଟିଭିର କାର୍ଯ୍ୟରତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ଘଟିଛି । ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡିଆ ପରିବାରର ଏମ୍‌ଡି ତଥା
Read More...

କୋଭିଡ କଟକଣା ପାଳନ ଉପରେ କଡାକଡି ଯାଂଚ : ଗାଇଡଲାଇନ ଉଲଘଂନ ନେଇ ଫାଇନ୍‌ ଆଦାୟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରେଞ୍ଚ ପଞ୍ଚାୟତରେ ବିଜେଡିର ଡୋର କ୍ୟାମ୍ପାନିଙ୍ଗ ଚାଲୁଥିବା ବେଳେ ବିଜେଡି କର୍ମୀମାନେ କୋଭିଡ ଗାଇଡଲାଇନ ଉଲଘଂନ କରିଥିବା ଖବର ପାଇ ଘଟଣାସ୍ଥଳରେ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର ବଢେଇଙ୍କ ତତ୍ୱାବଧାନରେ ଅତିରିକ୍ତ ତହସିଲଦାର ରଞ୍ଜନ କୁମାର ନାୟକ
Read More...

ଡେଲାଙ୍ଗରେ ପ୍ରଚାର ଜମୁଛି : ପଂଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଓ ଘରକୁ ଘର ବୁଲି ପ୍ରାର୍ଥୀଙ୍କ ଭୋଟଭିକ୍ଷା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ବିଜେଡି ଦଳର ବିଧାୟକ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥିଙ୍କ ପାଇଁ ହେଭିୱେଟ ନେତା ଓ ମନ୍ତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେଡି ଦଳର ବିଧାୟକ ପ୍ରାର୍ଥୀଙ୍କ
Read More...