Browsing Tag

delanga news

ନବ ନିର୍ବାଚିତ ବିଧାୟକଙ୍କୁ ସ୍ୱାଗତ ଜଣାଇଲେ ଶିକ୍ଷକ ସଂଘ ଓ ବିଭିନ୍ନ ଅନୁଷ୍ଠାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ଯୁବ ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଡେଲାଙ୍ଗ ମଣ୍ଡଳର କାର୍ଯ୍ୟକର୍ତା ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଭେଟି ପୁଷ୍ପଗୁଛ ଓ ଉତରୀୟ ଦେଇ ସ୍ୱାଗତ
Read More...

ସବୁଜ ଡେଲାଙ୍ଗ ଟ୍ରଷ୍ଟର ସ୍ୱଚ୍ଛତା ଓ ବୃକ୍ଷରୋପଣ ଅଭିଯାନରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ), ବିଶ୍ୱ ଅହିଂସା ଦିବସ ପାଳନ ତଥା ମହାତ୍ମାଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ପୂଣ୍ୟ ଜନ୍ମତିଥି ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ବେରବୋଇ ଗାନ୍ଧୀପୀଠ ଠାରୁ ' ସ୍ୱଚ୍ଛତା ଓ ବୃକ୍ଷରୋପଣ ଅଭିଯାନ ପ୍ରକୃତିପ୍ରେମୀ
Read More...

ନିଁପୁର ଗାଁ ଦାଣ୍ଡରେ ଆଁଣ୍ଠୁଏ ପାଣି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବର୍ଷାଜଳରେ ଡେଲାଙ୍ଗ ବ୍ଲକ ସିଂହବ୍ରହ୍ମପୁର ପଞ୍ଚାୟତର ନିଁପୁର ଗାଁର ମୁଖ୍ୟ ରାସ୍ତା ଜଳାର୍ଣ୍ଣବ ହୋଇପଡିଛି । ଅସରାଏ ବର୍ଷା ହେଲେ ଗାଁ ଦାଣ୍ଡରେ ଆଁଣ୍ଠୁଏ ଉଚ୍ଚରେ ପାଣି ଲହଡି ମାରେ, ଯାହାଫଳରେ ଅଞ୍ଚଳବାସୀ ଯାତାୟତରେ ନାହିଁ ନଥିବା ଅସୁବିଧା
Read More...

ଏକାଦଶାହ ଉପଲକ୍ଷେ ସାମ୍ବାଦିକ ଓ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବୋଳକଣା ଗ୍ରାମସ୍ଥିତ ସେଭ ଦି ଆର୍ଥ ଫାଉଣ୍ଡେସନ୍‌ ଏବଂ ଡେଲାଙ୍ଗ ଅଗ୍ନିଶମ ସେବାକେନ୍ଦ୍ର ଆନୁକୂଲ୍ୟରେ ଆଜି ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସ ଓ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ଏକାଦଶାହ ଉପଲକ୍ଷେ ଅଶୃଳ ଶ୍ରଦ୍ଧାଞ୍ଜଳି ତଥା ବୃକ୍ଷ ରୋପଣ
Read More...

ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକ ପାଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମୁନିଦା ଗ୍ରାମପଞ୍ଚାୟତର ଡାକପଡ଼ା ଗ୍ରାମରେ ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକ ପାଳନ ହୋଇଯାଇଛି । ଡାକପଡ଼ା ଗ୍ରାମରେ ନାମ ସଂକିଂର୍ତନ ସହିତ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କର ବିୟୋଗରେ ଅଞ୍ଚଳ ମର୍ମାହତ ବୋଲି ଏକ ଆଲୋଚନା
Read More...

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ସକାଳ ୯ ଟା ସମୟରେ ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଚାଁଇପୁର ଗ୍ରାମ ପଞ୍ଚାୟତର ଦୁଇଟି ସ୍ଥାନ ଯଥାକ୍ରମେ ସଡାଙ୍ଗୋଇ ଏମ୍.ଇ.ସ୍କୁଲ୍ ଏବଂ ପଞ୍ଚାୟତର ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା
Read More...

ଡେଲାଙ୍ଗରେ ବିଜେଡି କର୍ମୀଙ୍କ ଖୁସିର ଲହରୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି ଡେଲାଙ୍ଗବାସୀ ଏକ ବର୍ଷ ପରେ ତାଙ୍କର ନୁଆ ବିଧାୟକ ଆଜି ପାଇଥିବାରୁ ଅଞ୍ଚଳବାସୀ ଓ ବିଜେଡି କର୍ମୀ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି । ସୂଚନା ଥାଉକି ଗତ ବର୍ଷ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥୀ ଅକାଳ ବିୟୋଗ ଘଟିଥିଲା ।
Read More...

ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ପକ୍ଷରୁ ପରିଚାଳନା ନିଦ୍ଦେର୍ଶକ ତଥା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ ପ୍ରଥମେ ବେରବୋଇ ଗାନ୍ଧୀ ସ୍ମୃତି ପୀଠସ୍ଥ ମାହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଉତ୍ତରୀୟ ଓ ପୁଷ୍ପ ମାଲ୍ୟାର୍ପଣ କରି
Read More...

ଶାରିରୀକ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ଡେଲାଙ୍ଗ, (ଦିଲ୍ଳୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସାଉରିଆ ଗ୍ରାମ ପଞ୍ଚାୟତ ଅର୍ନ୍ତଗତ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠ, ଗଙ୍ଗପୁରପାଟ୍ଟଣା ଘୋରଡିଆର ଶାରିରୀକ ଶିକ୍ଷକ ଆର୍ତ୍ତତ୍ରାଣ ମାହାନ୍ତିଙ୍କୁ ବିଦ୍ୟାଳୟ ଓ ପୁରାତନ ଛାତ୍ର ସଂସଦ ତରଫରୁ ଅବସର କାଳୀନ ବିଦାୟୀ
Read More...

ନିଶାମୁକ୍ତ ପୁରୀ ଦାବୀରେ ଜନ ସତ୍ୟାଗ୍ରହ ଯାତ୍ରା ଓ ଗାନ୍ଧୀ ଜୟନ୍ତୀ ପାଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଳକ୍ ଅନ୍ତର୍ଗତ ବେରବୋଇ ଗାନ୍ଧୀପୀଠ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ, କ୍ଲବ, ବେସରକାରୀ ପ୍ରତିଷ୍ଠାନରେ ଆଜି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ଳକ୍ କଂଗ୍ରେସ କମିଟି ପକ୍ଷରୁ ସଭାପତି ରବୀନ୍ଦ୍ର କୁମାର
Read More...