Browsing Tag

delanga news

୬୬୨ ବର୍ଗ ମହାବିଦ୍ୟାଳୟର ଗ୍ରନ୍ଥାଗାର ସହାୟକଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ ସଂଘର ବିଷୋଦ୍‌ଗାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନିଖିଳ ଓଡ଼ିଶା ୬୬୨ ବର୍ଗ ମହାବିଦ୍ୟାଳୟର ଗ୍ରନ୍ଥାଗାର ସହାୟକଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ତଥା ପକ୍ଷପାତିତା ନୀତି ବିରୋଧରେ ରାଜ୍ୟସଂଘ ବିଷୋଦ୍‌ଗାର କରିବା ସହ ଦାବୀ ପୂରଣ ନ ହେଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ
Read More...

ଡେଲାଙ୍ଗରେ ପରିବା, ମାଛ, ମାଂସ, ଅଣ୍ଡା, ଚିକେନ ଆକାଶ ଛୁଆଁ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଘୋରଡିଆ ବଜାର, କଲ୍ୟାଣପୁର, ଡେଲାଙ୍ଗ ହାଟ ବଜାର, ଇଂଦିପୁର ବଜାର, ଡେଲାଙ୍ଗ ଷ୍ଟେସନ ବଜାର, ଅରିଷଲ ବଜାର, ରେଙ୍ଗଳ ବଜାରରେ ପନିପରିବା, ମାଛ, ମାଂସ, ଅଣ୍ଡା, ଚିକେନ ଦର ଆକାଶ ଛୁଆଁ । ଅଚାନକ ଦର ବୃଦ୍ଧି ଯୋଗୁଁ
Read More...

ଆରଏସ୍‌ଏସ୍‌ର ବିଜୟା ଦଶମୀ ଉତ୍ସବ ପାଳିତ

ଡେଲାଙ୍ଗ, ( ଦିଲ୍ଲୀପ କୁମାର ଧାଉଡିଆ) : ରାଷ୍ଟୀୟ ସ୍ୱୟଂ ସେବକ ସଂଘ, ଡେଲାଙ୍ଗ ଖଣ୍ଡ ପକ୍ଷରୁ ବିଜୟା ଦଶମୀ ଉତ୍ସବ ଡେଲାଙ୍ଗ ହାଟ ବଜାର ମେଳଣ ପଡ଼ିଆରେ ମହାସମାରୋହରେ ଅନୁଷ୍ଟିତ ହୋଇଯାଇଛି । ଉକ୍ତ ଉତ୍ସବରେ ଡେଲାଙ୍ଗ ଖଣ୍ଡର ସମସ୍ତ ପଞ୍ଚାୟତରୁ ଦେଢ଼ ଶହରୁ ଅଧିକ ସ୍ୱୟଂ ସେବକମାନେ ଅଂଶ ଗ୍ରହଣ
Read More...

କ୍ଲିନ ଇଣ୍ଡିଆ ପ୍ଲାଷ୍ଟିକ ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଳୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଘୋରଡିଆ ଗାମରେ ଗତକାଲି ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଇଣ୍ଟେଲେକ୍‌ଚୁଆଲ କ୍ଲବ ଓ ନେହୁର ଯୁବ କେନ୍ଦ୍ର, ପୁରୀ ମଳିତ ଆନୁକୂଲ୍ୟରେ କ୍ଲିନ ଇଣ୍ଡିଆ ପ୍ଲାଷ୍ଟିକ ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

କରୋନା କଟକଣା ପାଇଁ ଶାରଦୀୟ ଦୁର୍ଗାପୂଜା ଫିକା ପଡ଼ିଲା

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ପାର୍ବଣ ଋତୁରେ ଚଳିତ ବର୍ଷ କୋଭିଡ କଟକଣା ଲାଗୁ ହୋଇଥିବାରୁ ଡେଲାଙ୍ଗ ବ୍ଲକର ବିଭିନ୍ନ ପୂଜା ମଣ୍ଡପରେ ସେଭଳି ଲୋକଙ୍କ ସମାଗମ ପରିଲକ୍ଷିତ ହେଉନାହିଁ । ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ବଜାର ଓ ପୁରପଲ୍ଲୀରେ ଲୋକଙ୍କ ଭିଡ଼ ଜମିବା ସହ ଚିତ୍ତାକର୍ଷକ
Read More...

୩ଟି ପଞ୍ଚାୟତ ବୁଲି ବିଜୁସ୍ୱାସ୍ଥ୍ୟ ବୀମା କାର୍ଡ ବାଣ୍ଟିଲେ ରୁଦ୍ରପ୍ରତାପ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଖେଲାଉର, ଅରିଶଲ ଓ ସୁଜନପୁର ଆଦି ୩ଟି ପଞ୍ଚାୟତ ଗସ୍ତ କରି ସୋମବାର ଦିନ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ହିତାଧିକାରୀମାନଙ୍କୁ ବିଜୁସ୍ୱାସ୍ଥ୍ୟ ବୀମାକାର୍ଡ ବିତରଣ କରିଛନ୍ତି । ସମସ୍ତଙ୍କୁ ସ୍ୱାସ୍ଥ୍ୟ ବୀମା ସେବା
Read More...

ଆଞ୍ଚଳିକ ଶାନ୍ତି ଓ ଉନ୍ନୟନ ପରିଷଦର ୨ୟ ଅଧିବେଶନ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଞ୍ଚଳିକ ଏକତା, ଶାନ୍ତି, ମୈତ୍ରୀ ସଦ୍‌ଭାବ ଓ ବିକାଶର ଧାରା ପୁନଃପ୍ରତିଷ୍ଠା ଲକ୍ଷ୍ୟ ନେଇ ଆଞ୍ଚଳିକ ଶାନ୍ତି ଓ ଉନ୍ନୟନ ପରିଷଦ, ଘୋରଡିଆର ୨ୟ ଅଧିବେଶନ ବୈଠକ ଗତକାଲି ରାଧା ମୋହନ ଦେବ ଉଚ୍ଚ ବିଦ୍ୟାପୀଠ, ଗଙ୍ଗପୁରପାଟ୍ଟଣା, ଘୋରଡିଆ ପରିସରରେ
Read More...

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗରେ ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ, କ୍ଲବ, ମହିଳା ସମିତି ଓ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳିତ ହୋଇଯାଇଛି । ଗଡମୋଟରୀ ପଞ୍ଚାୟତର ବିଶ୍ୱନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ ପରସରରେ ଡେଲାଙ୍ଗ ଶିଶୁ
Read More...

୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଜୀବେଦୟା ଓ ପ୍ରକୃତି ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ହୃଷୀକେଶ ପାଢୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବୋଳକଣାଗ୍ରାମର ସବୁଜ ଡେଲାଙ୍ଗ ଟ୍ରଷ୍ଟର ପ୍ରତିଷ୍ଠାତା ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢୀ ଜୀବେଦୟା ଓ ପ୍ରକୃତି ସୁରକ୍ଷା ବାର୍ତ୍ତା ବାଣ୍ଟିଛନ୍ତି ।
Read More...

ଡେଲାଙ୍ଗରେ ନୂଆ ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନର ଶୁଭାରମ୍ଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୁରୀ ଜିଲ୍ଲା ବ୍ରହ୍ମଗିରିଠାରେ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ନୂଆ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ଶୁଭାରମ୍ଭ କରିଛନ୍ତି । ଏହି ପରିପେକ୍ଷୀରେ ଡେଲାଙ୍ଗ ବ୍ଲକ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ପରିସରରେ
Read More...