Browsing Tag

delanga news

ଡେଲାଙ୍ଗରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦୁର୍ନୀତି ନିବାରଣ ସପ୍ତାହ ଅକ୍ଟୋବର ୨୬ରୁ ନଭେମ୍ବର ୧ ତାରିଖ ଯାଏଁ ପାଳନ ଅବସରରେ ମେକ ଇନ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର, ଡେଲାଙ୍ଗ ପକ୍ଷରୁ ରବିବାର ଘୋରଡିଆଠାରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
Read More...

ଘୋରଡିଆ ହାଟ ବଜାରର ଶାନ୍ତିଶୃଙ୍ଖଳା ରକ୍ଷା, ସୌନ୍ଦର୍ଯ୍ୟକରଣ, ସୁରକ୍ଷ। ଓ ବିକାଶ ନେଇ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଘୋରଡିଆ ହାଟ ବଜାରର ଶାନ୍ତିଶୃଙ୍ଖଳା ରକ୍ଷା, ସୌନ୍ଦର୍ଯ୍ୟକରଣ, ସୁରକ୍ଷ।, ଜଳ, ପରିମଳ ଓ ବିକାଶ ନେଇ ଆଚଂଳିକ ଶାନ୍ତି ଓ ଉନ୍ନୟନ ପରିଷଦ ଓ ରାଧାମୋହନ ଦେବ ବ୍ୟବସାୟୀ ସଂଘ ଘୋରଡିଆର ସମନ୍ୱୟ ବୈଠକ ରବିବାର ରାତ୍ର ୮ଟାରେ ଘୋରଡିଆ ବଜାର ପରିସରରେ
Read More...

ବିଜେଡି ମହିଳା ମୋର୍ଚ୍ଚା ତରଫରୁ ଦରଦାମ ବୃଦ୍ଧି ବିରୋଧରେ ରାଷ୍ଟ୍ରପତିଙ୍କ ଉଦ୍ଦେଶରେ ସ୍ମାରକ ପତ୍ର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କେନ୍ଦ୍ରରେ ମୋଦି ସରକାରଙ୍କ ଦୈନଦିନ ବ୍ୟବହୃତ ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ଖାଇବା ତେଲ ଭଳି ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ବିରୋଧରେ ଡେଲାଙ୍ଗ ମହିଳା ବିଜେଡି ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ନାରାବାଜି ଦେଇ ଡେଲାଙ୍ଗ ମହତାବ ଉଚ୍ଚ ବିଦ୍ୟାଳୟ
Read More...

ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଶପଥ ପାଠ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦୁର୍ନୀତି ନିବାରଣ ସପ୍ତାହ ଅକ୍ଟୋବର ୨୬ରୁ ନଭେମ୍ବର ୧ ତାରିଖ ଯାଏଁ ପାଳନ ଅବସରରେ ମେକ ଇନ୍‌ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର, ଡେଲାଙ୍ଗ ପକ୍ଷରୁ ରବିବାର ଘୋରଡିଆଠାରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
Read More...

ଘୋରଡିଆ ନୋଡାଲ ହାଇସ୍କୁଲର ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ନୋଡାଲ ହାଇସ୍କୁଲର ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠିତ ହୋଇଯାଇଛି । ସୂଚନା ଅନୁଯାୟୀ ଘୋରଡିଆ ନୋଡାଲ ହାଇସ୍କୁଲର ପରିଚାଳନା କମିଟି ସଦସ୍ୟଙ୍କ କାର୍ଯ୍ୟକାଳ ପୂରିଯାଇଥିବା ନେଇ ସ୍କୁଲରେ ପାଠ
Read More...

ବ୍ରହ୍ମାକୁମାରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ, ଡେଲାଙ୍ଗ ଶାଖାର ପ୍ରମୁଖ କର୍ମକର୍ତ୍ତା ବ୍ରହ୍ମାକୁମାର ସୁକାନ୍ତ ବେହେରା(୫୫)ଙ୍କ ଅକାଳ ବିୟୋଗରେ ଆଜି ରେଞ୍ଚସ୍ଥିତ ଶାଖା କାର୍ଯ୍ୟାଳୟରେ ଦିବଂଗତ ଆତ୍ମାର ସଦଗତି ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
Read More...

ସ୍ୱଚ୍ଛ ଭାରତ ଓ ପ୍ଲାଷ୍ଟିକ ମୁକ୍ତ ଭାରତ ଅଭିଯାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ବିଭିନ୍ନ ଅଚଂଳରେ ଭାରତ ସରକାରଙ୍କ ଯୁବ ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ନେହୁରୁ ଯୁବ କେନ୍ଦ୍ର, ପୁରୀ ଓ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଇଣ୍ଟେଲେକ୍‌ଚୁଆଲ କ୍ଲବ, ଘୋରଡିଆ ମଳିତ ଆନୁକୂଲ୍ୟରେ କ୍ଲିନ ଇଣ୍ଡିଆ
Read More...

ଯୁବ ବ୍ୟାପାର ଓ କ୍ରୀଡା ବିଭାଗ ଦ୍ୱାରା ହେବ ପ୍ରତିଯୋଗିତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନେହେରୁ ଯୁବ କେନ୍ଦ୍ର ସଂଗଠନ ମାଧ୍ୟମରେ ଦେଶପ୍ରେମ ଓ ରାଷ୍ଟ୍ର ନିର୍ମାଣ ସମ୍ବନ୍ଧରେ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି । ଏହାର ଉଦ୍ଦେଶ୍ୟ ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱ।ସ, ସବକା ପୟାସ (ଆମେ ଏକାଠି
Read More...

ଇ-ଶ୍ରମ ଓ ଆୟୁୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ପଞ୍ଜିକରଣ ପାଇଁ ଲୋକଙ୍କ ଭିଡ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗରେ କିଛି ଦିନ ଧରି ଇ-ଶ୍ରମ ଓ ଆୟୁୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ପଞ୍ଜିକରଣ ପାଇଁ ଅନେକ ଜନସେବା କେନ୍ଦ୍ର, କମ୍ପୁଟର କେନ୍ଦ୍ରରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ସରକାରଙ୍କ ପକ୍ଷରୁ ଅନଲାଇନରେ ଇ-ଶ୍ରମ ଓ ଆୟୁୁଷ୍ମାନ ଭାରତ
Read More...

ଡେଲାଙ୍ଗରେ କୁମାର ପୂର୍ଣ୍ଣିମା ଓ ଲକ୍ଷ୍ମୀପୂଜା ପର୍ବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗର ବିଭିନ୍ନ ପୁରପଲ୍ଲୀରେ କୁମାରୀମାନେ ଖୁବ ଉତ୍ସାହ ଓ ଆନନ୍ଦ ସହକାରେ କୁମାର ପୂର୍ଣ୍ଣିମା ପାଳନ କରିଛନ୍ତି । ପ୍ରଭାତରେ କୁମାରୀମାନେ ନୂତନ ବସ୍ତ୍ର ପରିଧାନ ସହ ଗାଁ ବୃନ୍ଦାବତୀ ନିକଟରେ ଆଞ୍ଜୁଳି ଟେକିଥାନ୍ତି । ପରମ୍ପରା ଅନୁଯାୟୀ
Read More...