Browsing Tag

delanga news

ମାନବିକତା ଦେଖାଇଲେ ବିଧାୟକ ଧୃବ ସାହୁ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧଉଡ଼ିଆ) : ମାନବିକତା ଦେଖାଇଲେ ରାଜନଗର ବିଧାୟକ ଧୃବ ସାହୁ । ଗତକାଲି ଡେଲାଙ୍ଗ ମୋଟରୀ ରାସ୍ତାର ମୋଟରୀ ଠାରେ ଆଙ୍କୋଇ ଗ୍ରାମର ହାଡୁ କାଣ୍ଡି ଏକ ଅଜଣା ଗାଡି ଧକ୍କାରେ ଆହାତ ହୋଇ ରାସ୍ତାରେ ପଡିଥିବାର ଦେଖି ତାଙ୍କୁ ଡେଲାଙ୍ଗ ମେଡିକାଲକୁ ନିଜ ଗାଡିରେ ଆଣି
Read More...

ବିଶିଷ୍ଟ ସାହିତ୍ୟକ ଲକ୍ଷ୍ମୀଧର ଦଳେଇଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମୋହନପୁର ଗ୍ରାମର ବିଶିଷ୍ଟ ସାରସ୍ୱତ ଲକ୍ଷ୍ମୀଧର ଦଳେଇ ଓରଫ ଗୁଜୁରୀ ଭାଇ(୭୧)ଙ୍କ ପରଲୋକ ଘଟିଛି । ଡେଲାଙ୍ଗ ସାହିତ୍ୟ ସଂସଦର ପ୍ରତିଷ୍ଟତା ଓ ସଭାପତି ଥ୍ରଲେ । ସେ ପ୍ରତିବର୍ଷ କବି ସମ୍ମିଳନୀ ଆୟୋଜନ କରି
Read More...

‘ମନ ମୟୁରୀ’ ପୁସ୍ତକର କବି ଲକ୍ଷ୍ମୀଧର ଦଳାଇଙ୍କ ବିୟୋଗରେ ନୀଳଚକ୍ର ପ୍ରକାଶନ ଓ ସବୁଜ ଡେଲାଙ୍ଗ ଟ୍ରଷ୍ଟର…

ଡେଲାଙ୍ଗ, (ଦିଲ୍ଲୀପକୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମୋହନପୁର ଗ୍ରାମର ବର୍ଷିୟାନ ପଲ୍ଲୀକବି ତଥା 'ମନ ମୟୁରୀ' ପୁସ୍ତକର ସ୍ରଷ୍ଟା ଲକ୍ଷ୍ମୀଧର ଦଳାଇ (ଗୁଜୁରୀ ଭାଇ)ଙ୍କର ତା ୨୧/୦୯/୨୦୨୧ରିଖ ରାତ୍ର ୯.୩୦ମି.ସମୟେ ପରଲୋକ ଗମନ ହୋଇଯାଇ ଅଛି । ମୃତ୍ୟୁ ବେଳକୁ
Read More...

ସବୁଜ ଡେଲାଙ୍ଗ ଟ୍ରଷ୍ଟର ବିଶ୍ୱ ଆଲ୍ ଜାଇମର୍ସ ଦିବସ ପାଳିତ

ଡେଲାଙ୍ଗ : (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବୋଳକଣାଗ୍ରାମର ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ଆଲ୍‌ ଜାଇମର୍ସ ଦିବସ ଗତକାଲି ପାଳନ କରାଯାଇଛି । ଏହି ରୋଗ ସ୍ମରଣଶକ୍ତି ହ୍ରାସ କରିବା ସହ ମଣିଷର ଚିନ୍ତାଶକ୍ତିକୁ ଏପରି ପ୍ରଭାବିତ କରିଥାଏ ଯେ,
Read More...

କଂଗ୍ରେସର ମଣ୍ଡଳସ୍ତରୀୟ କର୍ମୀ ସମ୍ମିଳନୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ରାମଚନ୍ଦ୍ରପୁରଠାରେ କଂଗ୍ରେସର ମଣ୍ଡଳସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପିପିଲି ଉପନିର୍ବାଚନ ବୈତରଣୀ ପାରି ହେବା ପାଇଁ କଂଗ୍ରେସ ମୁଖିଆଙ୍କ ସମେତ ଦଳର ହେଭିେଓଟ୍‌ ନେତା ବୈଠକରେ ଯୋଗଦେଇ
Read More...

ଲଘୁଚାପଜନିତ ଲଗାଣ ବର୍ଷାରେ କ୍ଷତି ହୋଇଥିବା ଫସଲର କ୍ଷତିପୂରଣ ଦାବୀରେ ଏଆଇକେକେଏମଏସର ବିକ୍ଷୋଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ବର୍ଷ ହୋଇଥିବା ଲଗାଣ ବର୍ଷାରେ ଖରିଫ ଫସଲ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, ୧୯୮୦ ମସିହାଠାରୁ ଡେଲାଙ୍ଗ, କଣାଶ, ସତ୍ୟବାଦୀ, ପୁରିସଦର ଓ ବ୍ରହ୍ମଗିରି ବ୍ଲକର ହଜାର ହଜାର ଏକର ଧାନ ଜମି ଉପଯୁକ୍ତ ପାଟଣାଳୀ ଅଭାବରୁ ଜମିର
Read More...

ପଂଚାୟତ ସ୍ତରୀୟ ବିଜେଡି କାର୍ଯ୍ୟକାରିଣୀ ବୈଠକ : ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନା ହିଁ ବିଜେଡି ପ୍ରାର୍ଥୀକୁ ବିଜୟ…

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସିଂହବ୍ରହ୍ମପୁର ଗ୍ରାମ ପଂଚାୟତ କଲ୍ୟାଣମଣ୍ଡପ ଠାରେ ଆଜି ବିଜୁ ଜନତା ଦଳର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସିଂହବ୍ରହ୍ମପୁର ପଂଚାୟତ ପର୍ଯ୍ୟବେକ୍ଷକ ସନ୍ତୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆତ୍ମା କମିଟି
Read More...

ବିଜେଡିର ସାଉରିଆ ପଞ୍ଚାୟତ କର୍ମୀ ସମ୍ମିଳନୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେଲା ପରେ ଏହି ନିର୍ବାଚନ ମଣ୍ଡଳୀରେ ସବୁ ରାଜନୈତିକ ଉଷ୍ମତା ଦେଖାଦେଇଛି । ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥିକୁ ବିପୁଳ ସଂଖ୍ୟାରେ ଭୋଟ ବ୍ୟବଧାନରେ
Read More...

ପୋଖରୀରେ ବୁଡି ଦୁଇ ଶିଶୁପୁତ୍ରଙ୍କ ମୃତ୍ୟୁ, ନାଗଣ ଗ୍ରାମରେ ଶୋକାକୁଳ ପରିବେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଧାନକେରା ଗ୍ରାମପଚାଂୟତ ନାଗଣ ଗ୍ରାମରେ ଶୁକ୍ରବାର ଦୁଇଜଣ ଶିଶୁପୁତ୍ର (ଦୁଇ ଭାଇ) ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ଖବର ମିଳିଛି । ମୃତ ଦୁଇ ଶିଶୁ ଜଣକ ହେଲେ ନାଗଣ ଗ୍ରାମର ସଦାଶିବ ପ୍ରଧାନଙ୍କ ଦୁଇ
Read More...

ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ପ୍ରତିବର୍ଷ ଚାଷୀ ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସଦ୍ୟ ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଡେଲାଙ୍ଗ ଅଞ୍ଚଳର ଚାଷଜମି ଜଳାର୍ଣ୍ଣବ ଓ ବର୍ଷାଜଳ ନିଷ୍କାସନ ହୋଇନପାରି ହଜାର ହଜାର ଏକର ଚାଷଜମି ଜଳବନ୍ଦୀ ଅବସ୍ଥାରେ ଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଡେଲାଙ୍ଗ-କଣାସ ମୁଖ୍ୟ ରାସ୍ତାର ଲୁଣା ନଦୀକୁ
Read More...