Browsing Tag

delanga news

ମୋଟର ଚାଳକଙ୍କ ସାମଜିକ ସୁରକ୍ଷା ନେଇ ଦାବୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ମୋଟର ଚାଳକ ସଂଘର ଡେଲାଙ୍ଗ ଶାଖା ପକ୍ଷରୁ ମୋଟର ଚାଳକଙ୍କ ସାମାଜିକ ସୁରକ୍ଷା ପାଇଁ ବାବା ବଣୀବକ୍ରେଶ୍ୱେର ପୀଠସ୍ଥଳୀ କୁଆପଦା ଠାରେ ସ୍ଥାନୀୟ ସଭାପତି ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଉପଦେଷ୍ଟା
Read More...

ପୁରୀ ଏସ୍‌ପିଙ୍କ ଡେଲାଙ୍ଗ ଥାନରେ ନିର୍ବାଚନ ସମୀକ୍ଷା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ପୁରୀ ଜିଲ୍ଲା ଏସ୍‌ପି ଡକ୍ଟର କେ. ବିଶାଲ ସିଂ, ଆଇପିଏସ୍‌ ଡେଲାଙ୍ଗ ଥାନା ପରିଦର୍ଶନ କରି ନିର୍ବାଚନ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ପିପିଲି ଏସ୍‌ଡିପିଓ, ଡେଲାଙ୍ଗ ତହସିଲଦାର, ବିଡିଓ, ଡେଲାଙ୍ଗ ଥାନା ଅଧିକାରୀ ଓ ସମସ୍ତ ପୋଲିସ
Read More...

ଦୟା ଓ ଲୁଣା ନଦୀରେ ଜଳ ସ୍ତର ବଢୁଛି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଲଘୁଚାପଜନିତ ପ୍ରବଳ ବର୍ଷା ଫଳରେ ଡେଲାଙ୍ଗ ବ୍ଲକରେ ପ୍ରବାହିତ ଦୟା ଓ ଲୁଣା ନଦୀରେ ଜଳ ସ୍ତର ବଢ଼ୁଛି । ସୂଚନା ଅନୁସାରେ ନଦୀ ପାଖ କଢିଆ ଜମିରେ ପନିପରିବା ଫସଲ ବୁଡ଼ିଯାଇ ନଷ୍ଟ ହୋଇଯାଇଛି । ତେବେ ନଦୀ ପାଖ ଗ୍ରାମବାସୀ ଭୟ କରିବାର କୌଣସି କାରଣ ନାଁହି
Read More...

ଲଗାଣ ବର୍ଷାରେ ଚାଷଜମି ଜଳବନ୍ଦୀ : ହତାଶରେ ଚାଷୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଲଘୁଚାପ ଜନିତ ତୁହାକୁ ତୁହା ଲଗାଣ ବର୍ଷାରେ ଡେଲାଙ୍ଗ ବ୍ଲକର ସାଉରିଆ,ଘନିପୁର, କଲ୍ୟାଣପୁର, ମୁନିନ୍ଦା, ଧାନକେରା, ଡେଲାଙ୍ଗ କୋଠବାଡ, ଗୁଆଳିପଡା, ଅଭୟମୁଖୀ, ଶ୍ରୀପୁରୁଷୋତମପୁର, ବେରବୋଇ ଆଦି ଗ୍ରାମ ପଂଚାୟତର ବ୍ୟାପକ ଚାଷ ଜମି ଜଳାର୍ଣ୍ଣବ ହେତୁ
Read More...

ଡ୍ରେନଜ୍‌ ବ୍ୟବସ୍ଥା ନଥିବାରୁ ବର୍ଷା ଜଳରେ ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜଲ୍ଲା ଡେଲାଙ୍ଗ ବ୍ଲକର ସର୍ବ ବୃହତମ ଗ୍ରାମ ଘୋରଡିଆର ମୁଖ୍ୟ ରାସ୍ତା ଜଳାର୍ଣ୍ଣବ ହୋଇ ପଡିଛି । ଅସରାଏ ବର୍ଷା ହେଲେ ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚରେ ପାଣି ଲହଡି ମାରେ, ଯାହାଫଳରେ ଅଞ୍ଚଳବାସୀ ଯାତାୟତରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ
Read More...

ପ୍ରଶାସନ ଶୁଣିଲାନି : ଗ୍ରାମବାସୀ ରାସ୍ତା ନିର୍ମାଣ କଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ ଗ୍ରାମ ପଚାଂୟତର କୁଆପଦା ଗାଁ ଠାରୁ ଶ୍ରୀଶ୍ରୀ ବାବା ବଣିକ୍ରେଶ୍ୱର ଦେବ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୧କିମି. ରାସ୍ତା ବହୁବର୍ଷ ଧରି ଖାଲଢିପ, ଆବଡା ଖବଡା ହୋଇ ପଡିଥିଲା । ଲୋକେମାନେ ଯାତାୟତରେ ନାହିଁନଥିବା
Read More...

ଡେଲାଙ୍ଗରେ ବିଘ୍ନ ବିନାଶକ ଶ୍ରୀ ଗଣେଶ ପୂଜା ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ବିଭିନ୍ନ ଗ୍ରାମରେ ଆଜି ଗଣେଶ ଚତୁର୍ଥୀ ଅବସରରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟ ପ୍ରତିଷ୍ଠାନ, କ୍ଲବ, ଯୁବକ ସଂଘ, ମହିଳା ସମିତିଗୁଡିକରେ କୋଭିଡ କଟାକଣା ମଧ୍ୟରେ ଆଜି ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ
Read More...

ଅକ୍ଟୋବର ୨ ପବିତ୍ର ଗାନ୍ଧୀ ଜୟନ୍ତୀରେ ଡେଲାଙ୍ଗ ଅଂଚଳକୁ ସମ୍ପୂର୍ଣ୍ଣ ମଦମୁକ୍ତ ଅଚଂଳ ଘୋଷଣା ହେଉ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଅଚଂଳରେ ଅବାଧ ମଦ ବେପାର ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇାରେ ଲାଗିଛି । କୋଭିଡ ସମୟରେ ଚୋରା ମଦ କରାବାର ଓ ନିଶା ସେବନକାରୀ ବହୁ ସଂଖ୍ୟାରେ ବୃଦ୍ଧି ପାଉଛନ୍ତି । ବର୍ତମାନ ଡେଲାଙ୍ଗରେ ସାଉରିଆ କଲ୍ୟାଣପୁର, ମୁନିନ୍ଦା,
Read More...

ଘରଛାତ ଉପରେ ଫୁଟିଲା ୬ ଗୋଟି ପବିତ୍ର ବ୍ରହ୍ମ କମଳ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଡେଲାଙ୍ଗ ଷ୍ଟେସନ ବଜାର ନିବାସୀ ଶ୍ରୀମତୀ କୁମୁଦିନୀ ସ୍ୱାଇଁଙ୍କ ଘରଛାତ ଉପରେ ୬ ଗୋଟି ପବିତ୍ର ବ୍ରହ୍ମ କମଳ ଫୁଟିଥିବା ସୂଚନା ମିଳିଛି । ସୂଚନା ମୁତାବକ ଗତ ରାତି ୮ଟାରୁ ୧୦ଟା ଭିତରେ ୬ଟି ଫୁଲ ସମ୍ପୂର୍ଣ ଭାବେ ଫୁଟି
Read More...

ଗଛ ଲଗାନ୍ତୁ, ଧୂଆଁ ବିହୀନ ଯାନ ବ୍ୟବହାର କରି ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ବାୟୁ ପାଆନ୍ତୁ : ହୃଷୀକେଶ ପାଢୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବୋଳକଣା ଗ୍ରାମର ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ତା୦୭/୦୯/୨୦୨୧ରିଖ ଦିନ ଆନ୍ତର୍ଜାତୀୟ ''ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ବାୟୁ'' ଦିବସ ପାଳନ କରାଯାଇଛି । ଟ୍ରଷ୍ଟର ପ୍ରତିଷ୍ଠାତା ପ୍ରକୃତିବନ୍ଧୁ ଆଇନଜୀବୀ
Read More...