Browsing Tag

delanga news

ରାକ୍ଷୀ ବନ୍ଧନ ଉତ୍ସବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗର ପୁରପଲ୍ଲୀରେ ଆନନ୍ଦ, ଉଲ୍ଲାସ ଓ ଆଗ୍ରହ ସହ ଲୋକମାନେ ଗହ୍ମା ପୂର୍ଣ୍ଣିମା ଓ ରାକ୍ଷୀ ବନ୍ଧନ ଉତ୍ସବ ପାଳନ କରିଛନ୍ତି । କୋଭିଡ କଟକଣା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଗହ୍ମା ଡିଆଁ ଫିକା ପଡିଛି । ଘରେ ଘରେ ପିଠାପଣା ହେବା ସହ ପ୍ରଭୁ
Read More...

୨୦୦୨ ମସିହା ମାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଘୋରଡିଆ ନୋଡାଲ ହାଇ ସ୍କୁଲର ୨୦୦୨ ମସିହା ମାଟ୍ରିକ ବ୍ୟାଚ୍‌ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରବିବାର ପବିତ୍ର ରକ୍ଷା ବନ୍ଧନ ଦିବସରେ ଏକ ବନ୍ଧୁମିଳନ ଉତ୍ସବ କଅଁଳପଡାର ମା’ ବରାହୀ (ଖଣ୍ଡୁଆଳ) ପିଠସ୍ଥଳୀରେ
Read More...

ଡେଲାଙ୍ଗରେ କରୋନା, ଡେଙ୍ଗୁ, ଡାଇରିଆ ସଚେତନତା କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ମହାମାରୀ କରୋନା ଭୁତାଣୁ ସମଗ୍ର ବିଶ୍ୱକୁ କବଳିତ କରିଥିବା ବେଳେ କରୋନାର ପ୍ରଥମ ଏବଂ ଦ୍ୱିତୀୟ ଲହରୀରେ ବହୁ ଧନ ଜୀବନ କ୍ଷୟକ୍ଷତି କରିବା ସହ ଲୋକଙ୍କ ଜୀବନ ଜୀବିକା ବିକାଶ ଧାରାରେ ଘୋର ବ୍ୟାଘତ ସୃଷ୍ଟି କରିଛି । କରୋନାର ତୃତୀୟ ଲହରୀ ଓ
Read More...

୩୦ରେ ଘୋରଡିଆ ନୋଡାଲ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ସାଉରିଆ ପଞ୍ଚାୟତର ସର୍ବ ପୁରାତନ ଘୋରଡିଆ ନୋଡାଲ ହାଇସ୍କୁଲର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ଆସନ୍ତା ଅଗଷ୍ଟ ୩୦ରେ ପାଳିତ ହେବ ବୋଲି ଶୁକ୍ରବାର ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସ୍ଥିର କରାଯାଇଛି । ଉକ୍ତ ବୈଠକରେ
Read More...

ଯୁବକଙ୍କ ଅକାଳ ବିୟୋଗରେ ଶୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ(ଘୋରଡିଆ) ଗ୍ରାମର ଧରଣୀଧର ପରିଡା(ଟୁବା) ୪୪ ବର୍ଷ ବୟସରେ ମୃତ୍ୟୁୁ ବରଣ କରିଛନ୍ତି । ସେ ଦୀର୍ଘ ଦିନ ହେଲା କିଡିନି ଜନିତ ରୋଗରେ ପୀଡିତ ଥିଲେ । ଅତି ଦୁଃଖର ବିଷୟ ଦୁଇ ବର୍ଷ ମଧ୍ୟରେ ଗୋଟିଏ ପରିବାରର ତିନି
Read More...

ଘୋରଡିଆ ନୋଡାଲ ହାଇ ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗବ୍ଲକର ସର୍ବ ପୁରାତନ ଘୋରଡିଆ ସରକାରୀ ନୋଡାଲ ହାଇ ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଆସନ୍ତା ଅଗଷ୍ଟ ୨୦ରେ ଅନୁଷ୍ଠିତ ହେବ । ୧୯୬୮ ମସିହାରେ ସ୍ଥାପିତ ଘେରଡିଆ ସରକାରୀ ନୋଡାଲ ହାଇ ସ୍କୁଲର ସୁବର୍ଣ୍ଣ
Read More...

ଡେଲାଙ୍ଗରେ ୭୫ତମ ସ୍ୱାଧୀନତା ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ମହିଳା ସମିତି, କ୍ଲବ, ପାଠାଗାର, ମିଡିଆ ପରିବାର, ବିଭିନ୍ନ ବଜାରରେ ଥିବା ବ୍ୟବସାୟୀ ସଂଘ ପକ୍ଷରୁ ରବିବାର ୭୫ ତମ ସ୍ୱାଧୀନତା ଦିବସ କୋଭିଡ କଟକଣା
Read More...

ସବୁଜ ଡେଲାଙ୍ଗର ବନ ମହୋତ୍ସବ ଅଭିଯାନରେ ପରିବେଶ ପାଇଁ ଗଛଟିଏ ଆହ୍ଵାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ବୋଳକଣାଗ୍ରାମର ସବୁଜ ଡେଲାଙ୍ଗ ଟ୍ରଷ୍ଟର ବନ ମହୋତ୍ସବ ଅଭିଯାନ ବ୍ୟାନରକୁ ମୁଖ୍ୟ ଅତିଥି ସତ୍ୟବାଦୀ ଇତିହାସ ଓ ସତ୍ୟବାଦୀ ସଂସ୍କୃତି ପୁସ୍ତକର
Read More...

ମାଙ୍କଡା ପଥର ଗାଡି ଜବତ : ୨୪ ହଜାର ଫାଇନ୍‌ ଆଦାୟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ତହସିଲ ଅର୍ନ୍ତଗତ କଲ୍ୟାଣପୁର ପଂଚାୟତ ଶିଶୁଆପଡାଛକ ନିକଟରୁ ବିଳିମ୍ବିତ ରାତିରେ ବେଆଇନ ପଥର ଚାଳଣ ବେଳେ ଡେଲାଙ୍ଗ ତହସିଲ ପକ୍ଷରୁ ଚଢାଉ କରାଯାଇଥିବା ସୂଚନା ମିଳିଛି । ସେଠାରୁ ପଥର ବୋଝେଇ ଦୁଇଟି ଗାଡି ଜବତ କରିବା ସହ ୨୪ ହଜାର ଟଙ୍କା
Read More...

ଦୟା ସେତୁ ନିର୍ମାଣରେ ଅହେତୁକ ବିଳମ୍ବ ନେଇ ଜୋର୍‌ ଧରିଛି ଜନ ଅସନ୍ତୋଷ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଘୋରଡିଆ ଗ୍ରାମର ପଶ୍ଚିମ ପାଶ୍ୱର୍ରେ ପ୍ରବାହିତ ଦୟାନଦୀର ଗୋପଘାଟ ଠାରେ ହେବାକୁଥିବା ବହୁ ପ୍ରତିକ୍ଷତ ଘୋରଡିଆ-ଯୋରକଣୀ ରାସ୍ତାକୁ ସଂଯୋଗ କରୁଥିବା ଦୟା ସେତୁ ନିର୍ମାଣରେ ବିଳମ୍ବ ଯୋଗୁଁ ସ୍ଥାନୀୟ
Read More...