Browsing Tag

chhatrapur news

ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ନାଗରିକ ସମ୍ବର୍ଦ୍ଧନା

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶିଷ୍ଟ ସାହିତ୍ୟିକ ସମାଲୋଚକ, ପ୍ରାବନ୍ଧିକ, ଉତ୍କଳ ସମ୍ମିଳନୀର ରାଜ୍ୟ ଉପ-ସଭାପତି, ଉତ୍କଳ ହିତୈଷିଣୀ ସମାଜର ସମ୍ପାଦକ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଛତ୍ରପୁରରେ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସେ ଜଣେ ଦକ୍ଷିଣ
Read More...

ଚୋରା ମଦ ଜବତ, ଜଣେ ଗିରଫ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଥାନା ଅନ୍ତର୍ଗତ ବଡ଼ମାଧପୁର ଗ୍ରାମରେ ମଦ ଧରପଗଡ଼ରେ ଛତ୍ରପୁର ଥାନା ପୋଲିସକୁ ମିଳିଛି ଏକ ସଫଳତା । ୫୪ ଲିଟର ଫରେନ ଲିକ୍‌କ୍ୱିଡ଼, ୨୨ଲିଟର ଦେଶୀ ମଦ ଜବତ କରିବା ସାଂଗକୁ ଏଥିରେ ୫୦ବର୍ଷର ଜଣେ ସମ୍ପୃକ୍ତ ବ୍ୟକ୍ତି ଦୁର୍ଯ୍ୟୋଧନ ସାହୁଙ୍କୁ
Read More...

ଛତ୍ରପୁର ସହରରେ ଧୂମ୍‌ଧାମ୍‌ରେ ଇଦ୍ ପର୍ବ ପାଳିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମଙ୍ଗଳବାର ମୁସଲମାନ ଭାଇମାନଙ୍କ ପବିତ୍ର ରାମଜାନ ମାସର ଶେଷ ଦିବସ ଅବସରରେ ଖୁବ ଧୁମ୍‌ଧାମ୍‌ରେ ଛତ୍ରପୁରରେ ପବିତ୍ର ଇଦ୍-ପର୍ବ ପାଳିତ ହୋଇଯାଇଛି । ସ୍ଥାନୀୟ ପୁତିଗୋପାଳପୁର ମସ୍‌ଜିଦ୍‌ରେ ଧର୍ମଗରୁ ହାଫିସ୍ ମହମ୍ମଦ ଜମିର୍‌ଉଦ୍ଦିନଙ୍କ
Read More...

ଛତ୍ରପୁରରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଯାତ୍ରା ଉଦ୍‌ଯାପିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ପୁରୁଣା ରିଜର୍ଭ ପୋଲିସ ଲାଇନରେ ପରମ୍ପରା କ୍ରମେ ସମାହିତ ହୋଇଆସୁଥିବା ସପ୍ତାହବ୍ୟାପୀ ପାଳିତ ମା'କୁଲାଡ଼ ବ୍ୟାଘ୍ରଦେବୀଙ୍କ ଯାତ୍ରା ମଙ୍ଗଳବାର ମଧ୍ୟରାତ୍ରିରେ ଉଦ୍‌ଯାପିତ ହୋଇଯାଇଛି । ମଙ୍ଗଳବାର ମା'ଙ୍କ ଅନ୍ତିମ ଘଟଯାତ୍ରା ବାହାରିଥିବା
Read More...

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ସ୍ୱଚ୍ଛତାପକ୍ଷ ପାଳିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ସ୍ୱଚ୍ଛତା ପକ୍ଷ ପାଳନ ହୋଇଯାଇଛି । ରୋଗୀ କଲ୍ୟାଣ ସମିତିର ସଦସ୍ୟା ତଥା ଛତ୍ରପୁର ରୋଟାରୀ କ୍ଲବ ସଭାନେତ୍ରୀ ଏସ. ରେଖା ମହାନ୍ତିଙ୍କ ନେତୃତ୍ବରେ ସମସ୍ତ ସଦସ୍ୟ ବୃନ୍ଦ ହସ୍‌ପିଟାଲ ପରିସରରେ ସଫେଇ କରିବା ସହ ସମସ୍ତ
Read More...

ଆଷ୍ଟ୍ରୋହବ ଜ୍ୟୋତିଷ ଗବେଷଣା କେନ୍ଦ୍ରର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର କୋର୍ଟ ଷ୍ଟେସନସାହି ସ୍ଥିତ ଆଷ୍ଟ୍ରୋହବ ଜ୍ୟୋତିଷ ଗବେଷଣା କେନ୍ଦ୍ରର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବ ରବିବାର ପବିତ୍ର ରାମନବମୀ ତିଥୀରେ ଭେଙ୍କଟ ମହାଲକ୍ଷ୍ମୀ କୋଠଘର ପରିସରରେ ଅନୁଷ୍ଠିତ ହୋଇଯାଇଛି । କେ.ପି. ଜ୍ୟୋତିଷ ଶାସ୍ତ୍ରଜ୍ଞ ଦୀପକ
Read More...

ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଉତ୍କଳ ଦିବସ ସାମାରୋହ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଉତ୍କଳ ଦିବସ ସାମାରୋହ ପାଳିତ ହୋଇଥିଲା । ଏହି ଅବସରରେ ବିଭିନ୍ନ ସ୍କୁଲ ପିଲାମାନଙ୍କୁ ନେଇ ପ୍ରଭାତଫେରି ଏବଂ ଏସ୍‌.ଏଚ୍‌. ଜି. ମହିଳା ମାନଙ୍କୁ ନେଇ ରଙ୍ଗୋଲି ଚିତା ଝୋଟି ଆଦି ଆସର ଅନୁଷ୍ଠିତ ହୋଇଥିଲା ।
Read More...

ଛତ୍ରପୁର ଆଠ ନମ୍ବର ୱାର୍ଡର ନବନିର୍ବାଚିତ କାଉନ୍‌ସିଲର ସମାଜସେବୀ କେ.ରମେଶଙ୍କୁ ସମ୍ବର୍ଦ୍ଧନା

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଜ୍ଞାପିତ ଅଞ୍ଚଳ ପରିଷଦ ଛତ୍ରପୁର ସହରର ମେନରୋଡ଼, କପିଳି ସାହି, ପାତ୍ରସାହି, ନୀଳକଣ୍ଠେଶ୍ୱର ସାହି ଆଦିକୁ ନେଇ ଗଠିତ ଆଠ ନମ୍ବର ୱାର୍ଡର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସ୍ଥାନୀୟ ଜନସାଧାରଣ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଠ ନମ୍ବର
Read More...

ରେଡ୍ଡୀସମାଜ ସଂଘ ପକ୍ଷରୁ କାଉନ୍‌ସିଲରଙ୍କୁ ସମ୍ବର୍ଦ୍ଧନା

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧ ନମ୍ବର ୱାର୍ଡର ନବନିର୍ବାଚିତ କାଉନ୍ସିଲର ଟି.ଗଣେଶ ରେଡ୍ଡୀଙ୍କୁ ତେରସ୍ଥାନ ପ୍ରଗଣା ଛତ୍ରପୁର ତାଲୁକା ରେଡ୍ଡୀ ସମାଜ ସଂଘଭବନରେ ପବିତ୍ର ଉତ୍କଳ ଦିବସ ଅବସରରେ ଅନୁଷ୍ଠିତ ଏକ ଅଧିବେଶନରେ ଉପଢୌକନ ସହ
Read More...

କାଉନ୍‌ସିଲର ପ୍ରୀତିଚ୍ଛନ୍ଦା ସାମଲଙ୍କ ଅଙ୍ଗନାବାଡ଼ି କେନ୍ଦ୍ର ପରିଦର୍ଶନ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୯ ନମ୍ବର ୱାର୍ଡ କଲେଜଛକ ନିକଟ ନୂଆସାହିରେ ଅବସ୍ଥିତ ଅଙ୍ଗନାବାଡ଼ି କେନ୍ଦ୍ରକୁ କାଉନ୍ସିଲର ପ୍ରୀତିଚ୍ଛନ୍ଦା ସାମଲ ପରିଦର୍ଶନ କରିଛନ୍ତି । ଉକ୍ତ ଅଙ୍ଗନାବାଡ଼ି କେନ୍ଦ୍ରର ସ୍ଥିତି ଓ ଅବସ୍ଥିତି ଏବଂ
Read More...