Browsing Tag

chatisgada news

କରେଗୁଟ୍ଟା ପାହାଡ଼ରେ ମାଓ ବିରୋଧୀ ଅପରେସନ : ୨୦ରୁ ଅଧିକ ନକ୍ସଲ ନିପାତ

ଛତିଶଗଡ : ଛତିଶଗଡ ତେଲେଙ୍ଗାନା ସୀମାନ୍ତ କରେଗୁଟ୍ଟା ପାହାଡ଼ରେ ଚାଲିଥିବା ଦେଶର ସବୁଠାରୁ ବଡ ମାଓ ବିରୋଧୀ ଅପରେସନରେ ସୁରକ୍ଷା ବାହିନୀକୁ ମିଳିଲା ବଡ଼ ସଫଳତା । ବୁଧବାର ସକାଳେ ଆରମ୍ଭ ହୋଇଥିବା ନକ୍ସଲ ଏନକାଉଣ୍ଟରରେ ବର୍ତ୍ତମାନ ସୁଦ୍ଧା ୨୦ରୁ ୨୨ ନକ୍ସଲ ପନ୍ଥିଙ୍କୁ ନିପାତ କରିବାରେ ସଫଳ
Read More...