Browsing Tag

bramhapur news

କିଡ଼ନୀ ରୋଗରେ ଆକ୍ରାନ୍ତ ଅନୁଷ୍କାଙ୍କୁ, ସହାୟତାର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆମ ଦେଶରେ କନ୍ୟା ଭୂର୍ଣ ହତ୍ୟାକୁ ରୋକିବା ପାଇଁ ନାନା ପଦକ୍ଷେପ ସରକାର ନେଇଛନ୍ତି । କନ୍ୟା ସନ୍ତାନକୁ ବୋଝ ଭାବି ଦୁନିଆ ଦେଖିବା ପୁର୍ବରୁ ହତ୍ୟା କରାଯାଉଥିବା ଅନେକ ଘଟଣା ନଜର ରହିଛି । କିନ୍ତୁ ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି
Read More...

ନିର୍ବାଚନ ପ୍ରକ୍ରିୟା ହେବ ମଜବୁତ, ଆଇନଗତ ଢାଞ୍ଚାରେ ନିର୍ବାଚନ ପ୍ରକ୍ରିୟା ସୁଦୃଢ କରିବା ଲକ୍ଷ୍ୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ନିର୍ବାଚନ କମିଶନ ସମସ୍ତ ଜାତୀୟ ଏବଂ ରାଜ୍ୟସ୍ତରୀୟ ରାଜନୈତିକ ଦଳଙ୍କ ଠାରୁ ୩୦ ଏପ୍ରିଲ ୨୦୨୫ ସୁଦ୍ଧା ଜିଲ୍ଲା କିମ୍ବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସ୍ତରରେ ସମାଧାନ ହୋଇନଥିବା ଯେ' କୌଣସି ସମସ୍ୟାର ସମାଧାନ ପାଇଁ ପରାମର୍ଶ ଆମନ୍ତ୍ରଣ
Read More...

କୁଶପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ, ନାଚ ଗୀତରେ ଝୁମିଲେ ଦର୍ଶକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କଳାକାରଙ୍କ ଗାଁ ରୂପେ ସ୍ୱତନ୍ତ୍ର ଖ୍ୟାତି ରହିଥିବା କୁଶପଡ଼ା ଗ୍ରାମଟି ଦିନେ ସୁଖ୍ୟାତି ଅର୍ଜନ କରିଆସିଥିଲା । କୃଷ୍ଣଙ୍କ ଲୀଳା ପାଇଁ ପ୍ରସିଦ୍ଧି ଥିବା ଏହି ଗାଁରେ ଭାରତଲୀଳା ସମେତ ଅନେକ ପୁରାଣ ପ୍ରସିଦ୍ଧ ଅଟେ । ନାଟକ ଗାଁର କଳାକାରମାନେ ଗାଁ
Read More...

ମାଛ ଓ ଚିଙ୍ଗୁଡ଼ି ଚାଷରେ ସ୍ୱାବଲମ୍ବୀ, ଉଦ୍ୟୋଗୀ ହେବାପାଇଁ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାଛ ଓ ଚିଙ୍ଗୁଡ଼ି ଚାଷରେ ସ୍ମାର୍ଟ୍ ହେବା ସମୟ ଆସିଯାଇଛି । ମାଛ ଓ ଚିଙ୍ଗୁଡ଼ି ଚାଷ କରି ସ୍ୱାବଲମ୍ବୀ ହୋଇପାରିବେ ଏଵଂ ଜଣେ ଜଣେ ସଫଳ ଉଦ୍ୟୋଗୀ ହେବାପାଇଁ ମେଗା କର୍ମଶାଳାରେ ପରାମର୍ଶ ଦିଆଯାଇଛି । ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡା ଠାରେ
Read More...

ମହିଳାଙ୍କ ତ୍ୟାଗ ଓ ସ୍ୱୀକୃତିକୁ ସମ୍ମାନ, କ୍ରାନ୍ତି ପାଳନ କଲା ଆନ୍ତର୍ଜାତୀୟ ମହିଳା ଦିବସ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ମହିଳାମାନଙ୍କର ତ୍ୟାଗ, ସେବା ଓ ବଳିଦାନର ଦିବସ । ମହିଳାଙ୍କ ତ୍ୟାଗ ଓ ସ୍ୱୀକୃତିକୁ ସମ୍ମାନ ଜଣାଇ ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଇଥାଏ । ପୁରା ବିଶ୍ୱରେ ମହିଳା ମାନଙ୍କର ଜୀବନରେ ସୁଧାର ଆଣିବା ପାଇଁ ଓ
Read More...

ଜାତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଯୁବ-ମହୋତ୍ସବରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୃତିତ୍ୱ ହାସଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଉତ୍ତର ପ୍ରଦେଶର ନୋଇଡାସ୍ଥିତ ଆମିଟି ବିଶ୍ୱବିଦ୍ୟାଳୟରେ ଗତ ୩ ଠାରୁ ୭ ମାର୍ଚ୍ଚରେ ଆୟୋଜିତ ଜାତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାଂସ୍କୃତିକ ଦଳ ପୁରସ୍କୃତ ହୋଇ ସର୍ବଭାରତୀୟ ସ୍ତରରେ କୃତିତ୍ୱ ଅର୍ଜନ
Read More...

ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟରେ ଦକ୍ଷତା ଭିତ୍ତିକ ଦୁଇଦିନିଆ କର୍ମଶାଳା ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ (ଓ.ୟୁ.ଏ.ଟି.) ଆନୁକୂଲ୍ୟରେ କଲେଜର ଓଡିଟୋରିୟମ୍ ହଲରେ ଏକ ଦକ୍ଷତା ଭିତ୍ତିକ ଦୁଇଦିନିଆ କର୍ମଶାଳା ଶୁକ୍ରବାର ଉଦୟଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସଵରେ ଚେନ୍ନାଇର ପ୍ରମୁଖ
Read More...

ଦିଗପହଣ୍ଡି କୁଶପଡା ଗ୍ରାମ ପଞ୍ଚାୟତର ପତାଣ୍ଡ ଭାଗବତ ଭବ୍ୟମନ୍ଦିର ପ୍ରତିଷ୍ଠାରମ୍ଭ

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କୁଶପଡା ଗ୍ରାମ ପଞ୍ଚାୟତର ପତାଣ୍ଡ ଠାରେ ଭାଗବତ ମନ୍ଦିର ପ୍ରତିଷ୍ଠା ଶୁଭାରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ଶିକ୍ଷାଗ୍ରହଣ ସହ ଜଳଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟାରେ ଅଙ୍କୁରାରୋପଣ ଅଧିବାସ ଅନୁଷ୍ଠିତ
Read More...

ଛତ୍ରପୁର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ, ଗଞ୍ଜାମରେ ଜିଲ୍ଲାସ୍ତରୀୟ ଜୟନ୍ତୀ ସମାରୋହ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୯ ତମ ଜୟନ୍ତୀ ସମାରୋହ ଗଞ୍ଜାମ ଜିଲ୍ଲାସ୍ତରରେ ବର୍ଣ୍ଣାଢ଼୍ୟ ସମାରୋହରେ ବୁଧବାର ପାଳିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାସଦର ମହକୁମା ଛତ୍ରପୁର ସ୍ଥିତ
Read More...

ଅଭିରାମ ପରମହଂସ ଦେବଙ୍କ ଆଶ୍ରମର ଅଷ୍ଟମ ବାର୍ଷିକ ଉତ୍ସବ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ପ୍ରବର୍ତ୍ତିତ ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଡ଼ରାମପଲ୍ଲୀରେ ପ୍ରତିଷ୍ଠିତ ଆଶ୍ରମର ଅଷ୍ଟମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ମୁଖ୍ୟ ପ୍ରତିଷ୍ଠାକେନ୍ଦ୍ର କରମଳା
Read More...