Browsing Tag

bramhapur news

୧୩ ମାସ ହେଲା ଅଙ୍ଗନୱାଡି କେନ୍ଦ୍ର ବନ୍ଦ, ସମାଧାନ ନ ହେଲେ ଆନ୍ଦୋଳନ କରିବାକୁ ଗଞ୍ଜାମ ବ୍ଲକ କୁଜିଢେପା ଗ୍ରାମବାସୀଙ୍କର…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କୁଜିଢେପା ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ର ୧୩ ମାସ ହେଲା ବନ୍ଦ ରହିଛି । ଫଳରେ ଗର୍ଭବତୀ, ଶିଶୁମାନେ ବିଶେଷ ପ୍ରଭାବିତ ହୋଇଛନ୍ତି । ଖାଦ୍ୟ ଯୋଗାଣ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପରୀକ୍ଷା, ଔଷଧ ବଣ୍ଟନ, ପାଠପଢ଼ା ଓ
Read More...

ଭାରତର ସାମୁଦ୍ରିକ ମତ୍ସ୍ୟ ଓ ଚିଙ୍ଗୁଡ଼ି ରପ୍ତାନୀରେ ଓଡ଼ିଶାର ସ୍ଥାନ ଶୀର୍ଷରେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତର ସାମୁଦ୍ରିକ ମତ୍ସ୍ୟ ଓ ଚିଙ୍ଗୁଡ଼ି ରପ୍ତାନୀରେ ଓଡ଼ିଶାର ସ୍ଥାନ ଶୀର୍ଷରେ ରହିଛି, ଯାହା ଏ ଦିଗରେ ଓଡ଼ିଶାର ମତ୍ସ୍ୟଜିଵୀ ମାନଙ୍କର ଭୂମିକା ଏକ ସ୍ୱତନ୍ତ୍ର ସ୍ଥାନ ଭାବେ ପରିଚୟ ସୃଷ୍ଟି କରିଛି ବୋଲି ରାଜ୍ୟ ସାମୁଦ୍ରିକ ଦ୍ରବ୍ୟ ରପ୍ତାନୀ
Read More...

ସଫଳତା ବଖାଣିଲେ କୃତି ନ୍ୟାୟିକ ଅଧିକାରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତବର୍ଷ ମାର୍ଚ୍ଚ ୧୩ ତାରିଖରେ ଓଡିଶା ଜୁଡିସିଆଲ ସର୍ଭିସ (ଓଜେଏସ), ୨୦୨୩ର ଫଳାଫଳ ପ୍ରକାଶ ପାଇଛି ଓ ୩୩ଜଣ ଛାତ୍ରଛାତ୍ରୀ ନ୍ୟାୟିକ ଅଧିକାରୀ ଭାବେ ସଫଳତା ପାଇଛନ୍ତି । ଆଜି ଏହି କୃତି ଛାତ୍ରଛାତ୍ରୀମାନଙ୍କୁ ଭୁବନେଶ୍ୱର ସ୍ଥିତ ପ୍ରମୁଖ ଆଇନ
Read More...

ପୂର୍ବତନ ସରପଞ୍ଚ କେ ହରିବନ୍ଧୁ ରେଡ୍ଡିଙ୍କ ଉପରେ ଆକ୍ରମଣ

ବ୍ରହ୍ମପୁର : ସାଂସଦ ପ୍ରତିନିଧି ତଥା ଗଡଗୋବିନ୍ଦପୁର ପୂର୍ବତନ ସରପଞ୍ଚ କେ ହରିବନ୍ଧୁ ରେଡ୍ଡୀଙ୍କୁ ଦିଗପହଣ୍ଡିରେ ଆକ୍ରମଣ । ମନରେଗା କାମକୁ ନେଇ ଆକ୍ରମଣ ହୋଇଥିବା ଅଭିଯୋଗ । ଗୁରୁତର ଅବସ୍ଥାରେ ହରିବନ୍ଧୁ ରେଡ୍ଡୀଙ୍କୁ ପ୍ରଥମେ ଚିକିଟି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ
Read More...

ରାମଚଣ୍ଡୀ ନାଟ୍ୟ ସଂସଦ ଆନୁକୂଲ୍ୟରେ : ସାମାଜିକ ନାଟକ ହାଃ କୃଷ୍ଣ ବୋଲି ଯାଉ ଜୀବ ମଞ୍ଚସ୍ଥ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ଆଲ୍ୟାବାଦ ଗ୍ରାମରେ ପବିତ୍ର ଦୋଳ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଭୁ ଗୋପୀନାଥ ମନ୍ଦିର ପ୍ରାଙ୍ଗଣରେ ମାଁ ରାମଚଣ୍ଡୀ ନାଟ୍ୟ ସଂସଦ ଆନୁକୂଲ୍ୟରେ ପରିବେଷିତ ସାମାଜିକ
Read More...

ମଦ ପିଇବାକୁ ନ ଦେବାରୁ ଯୁବକ ଛୁରୀ ଭୂଷି ହତ୍ୟା

ବ୍ରହ୍ମପୁର : ଛୁରା ମାଡ଼ରେ ଯୁବକର ମୃତ୍ୟୁ । ଏଭଳି ଏକ ଘଟଣା ଘଟିଛି ଲାଞ୍ଜିପଲ୍ଲୀ ଚାଣକ୍ୟ ନଗର ଅଞ୍ଚଳରେ । ମୃତକ ହେଲେ କଣ୍ଟ୍ରାକ୍ଟର ଟି.ରାମଚନ୍ଦ୍ର ପାତ୍ର । ପପୁନ ନାମକ ଜଣେ ଯୁବକ ତାଙ୍କୁ ଛୁରୀ ଭୂଷି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପ୍ରକାଶ ଯୋଗ୍ୟ ଯେ, ହୋଲି ଖେଳିବା ପରେ ରାମ ନିଜ
Read More...

ଭୁବନେଶ୍ୱର ଗସ୍ତରେ ହ୍ୟାଣ୍ଡବଲ ପୁରୁଷ ଦଳ

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ଆଜି ପୁରୁଷ ହ୍ୟାଣ୍ଡବଲ୍ ଦଳ ଭୁବନେଶ୍ୱର ଗସ୍ତ କରିଛନ୍ତି । ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ଵବିଦ୍ୟାଳୟଠାରେ ଚଳିତ ମାସ ୧୬ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପୂର୍ବାଞ୍ଚଳ ଅନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତାରେ
Read More...

ବେଲଗୁଣ୍ଠା ସବ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟର ବରିଷ୍ଠ କିରାଣୀ, ଶ୍ରୀକାନ୍ତ ଡାକୁଆକୁ ଧରିଲା ଭିଜିଲାନ୍ସ ଟିମ୍

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସବ-ଡିଭିଜନ ଅନ୍ତର୍ଗତ ବେଲଗୁଣ୍ଠା ସବ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ବରିଷ୍ଠ କିରାଣୀ ଶ୍ରୀକାନ୍ତ ଡାକୁଆକୁ ଧରିଲା ଭିଜିଲାନ୍ସ ଟିମ୍ । ଗତକାଲି ଅର୍ଥାତ ୧୩ ତାରିଖ ସନ୍ଧ୍ୟା ୫ଘଣ୍ଟା ୩୦ ମିନଟ ସମୟରେ
Read More...

ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା, ସ୍ଥାପନ ହେଲା ଶୁଭଖୁଣ୍ଟି

ବ୍ରହ୍ମପୁର : ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା । ବୁଧବାର ବିଳମ୍ବିତ ରାତିରେ ସ୍ଥାପନ ହୋଇଛି ଶୁଭଖୁଣ୍ଟି । ଦେଶିବେହେରାଙ୍କ ଘର ନିକଟରେ ସ୍ଥାପନ ହୋଇଛି ଶୁଭଖୁଣ୍ଟି । ଏପ୍ରିଲ ମାସ ୩ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଯାତ୍ରା ଅନୁଷ୍ଠିତ ହେବ । ବୁଧବାର ଯାତ୍ରା ସମୟ
Read More...

ଧାନର ପୋଷକତତ୍ତ୍ୱ ଦକ୍ଷତା ବୃଦ୍ଧି ନିମନ୍ତେ ସୂତ୍ର ତାଲିମ ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାରେ କୃଷି ସମ୍ପ୍ରଦାୟ ପାଇଁ କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ ତରଫରୁ ଧାନର ପୋଷକ ଲତ୍ୱ ଦକ୍ଷତା ବୃଦ୍ଧି ପାଇଁ ଏକ ତାଲିମ ଶିବିର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପାଲ୍ଲୀ ଅମା ଗ୍ରାମରେ ଇ ଚାଷୀ ପ୍ରକଳ୍ପ ଅଧୀନରେ ମୁଖ୍ୟ
Read More...