Browsing Tag

bramhapur news

ଗଞ୍ଜାମ ଜିଲ୍ଲାସ୍ତରୀୟ ମାନବାଧିକାର ପ୍ରଶିକ୍ଷଣ ଶିବିର ଓ କର୍ମଶାଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଗୋଶାଣୀ ନୂଆଗାଁ  ଚାଚା ନେହେରୁ ବ୍ୟାୟାମ କେନ୍ଦ୍ରର ପରିସରରେ ଥିବା ସମ୍ମିଳନୀ କକ୍ଷରେ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଏଣ୍ଡିଆ ପକ୍ଷରୁ ଜିଲ୍ଲା ସ୍ଥରୀୟ ମାନବାଧିକାର ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ଜିଲ୍ଲା ସଂଯୋଜିକା ଡ଼ଃ. ମିନାକ୍ଷୀ…
Read More...

ବ୍ରହ୍ମପୁର ସହରକୁ ରିଙ୍ଗ୍ ରୋଡ୍ ସଂଯୋଗ ସକାଶେ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ

ରିଙ୍ଗରୋଡ଼ ନିମନ୍ତେ ୨୦.୭୧ କୋଟି ଟଙ୍କା ଅନୁଦାନଟ୍ରାଫିକ୍ ସମସ୍ୟାରେ ଅନେକ ସୁଧାର ଆସିବ - ଗଞ୍ଜାମ ଜିଲ୍ଲାପାଳ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହରର ଚତୁଃପାର୍ଶ୍ବରେ ରିଙ୍ଗ୍ ରୋଡ୍ ନିର୍ମାଣ ସକାଶେ ସହରବାସୀଙ୍କର ଅନେକଦିନର ଦାବୀ ପୂରଣ ହେବାକୁ ଯାଉଛି, ବୋଲି…
Read More...

ଛତ୍ରପୁର ଶବ୍ଦାଲୋକ ମାଲିକ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶବ୍ଦାଲୋକ ତଥା ଲାଇଟ ଆଣ୍ଡ ସାଉଣ୍ଡ ମାଲିକ ସଂଘ ପକ୍ଷରୁ ସଂଘୀୟ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ପୂର୍ବାହ୍ନରେ ଲାଇଟ ଆଣ୍ଡ ସାଉଣ୍ଡ ମାଲିକମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଛତ୍ରପୁର…
Read More...

ମମିତା ମେହର ହତ୍ୟାକାଣ୍ଡ ଘଟଣାରେ ବିଜେପି ପକ୍ଷରୁ ବ୍ଳକ୍ ଘେରାଉ : ରାଜ୍ୟରେ ୩୧୪ଟି ବ୍ଲକ ଅଫିସରେ ବିକ୍ଷୋଭ

ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବହୁ ଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗଠାରେ ଥିବା ସନ୍‌ସାଇନ ପବ୍ଲିକ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ…
Read More...

ଶିଖ ଧର୍ମଗୁରୁ ନାନକଙ୍କ ଓଡ଼ିଶା ଆଗମନ ସମ୍ପର୍କରେ ଆଲୋଚନାଚକ୍ର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ସୋମବାର ଇତିହାସ ବିଭାଗର ଏକ ସେମିନାର ତଥା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର କୁମାର ଦାସଙ୍କ…
Read More...

ଗଞ୍ଜାମ ଜିଲ୍ଲାର ଲୋକକଳା ରଣପାନୃତ୍ୟକୁ ଜାତୀୟାଭିମୁଖୀ କରିବା ଲକ୍ଷ୍ୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଲୋକନୃତ୍ୟ ରଣପାନୃତ୍ୟକୁ ଲୋକାଭିମୁଖୀ କରାଇବା ସହ ଜାତୀୟସ୍ତରରେ ସୁନାମ ଆଣିବାର ପ୍ରୟାସ ଜାରି ରଖିବା ନିମନ୍ତେ ଉଦ୍ୟମ ଜାରି ରଖିବାକୁ ଛତ୍ରପୁରଠାରେ ଅନୁଷ୍ଠିତ ଏକ ସମାବେଶରେ ଆହ୍ୱାନ ଦିଆଯାଇଛି । ଛତ୍ରପୁର ସ୍ଥିତ ରାମନଗର ନିକଟ…
Read More...

ଗୃହମନ୍ତ୍ରୀ ଦିବ୍ୟାଶଙ୍କର ମିଶ୍ରଙ୍କୁ ଗିରଫ ଦାବୀ ନେଇ ଭାଜପା ପକ୍ଷରୁ ବିକ୍ଷୋଭ ଏବଂ ଥାନାରେ ଏତଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାଜପା ନଗର କାର୍ଯ୍ୟାଳୟ ଛତ୍ରପୁର ପକ୍ଷରୁ ଶନିବାର ବିଶାଳ ଶୋଭାଯାତ୍ରା ବାହାରିଥିଲା । ରାଜ୍ୟ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି ଛତ୍ରପୁର ଥାନା ଆଗରେ ପହଞ୍ଚି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ନେତା ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀର ନେତା…
Read More...

ଛତ୍ରପୁରରୁ ବାହାରିଲା କୃଷି ରଥ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସ୍ଥ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରୁ ବାହାରିଛି ଏକ ସଚେତନତା କୃଷି ରଥ । ଏହି ରଥ ଗ୍ରାମ ଗ୍ରାମ ବୁଲି କୃଷି ଉପରେ ବିଭିନ୍ନ ସଚେତନତା କରିବ, ଏନେଇ ଶୁକ୍ରବାର ପୂର୍ବାହ୍ନରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର…
Read More...

ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଜୋରଦାର କଲା ବିଜେଡି ସାଙ୍ଗଠନିକ ସଭା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ବିଜୁ ଜନତାଦଳ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସକ୍ରୀୟ ହୋଇ ଉଠିଲା । ଶୁକ୍ରବାର ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମ ସ୍ଥ ସୁନ୍ଦେରେଶ୍ୱର ମନ୍ଦିର ପରିସରସ୍ଥ ହାଟପଦାରେ ବିଜେଡି ସମାବେଶ ଅନୁଷ୍ଠିତ ହୋଇଯାଇଛି ।…
Read More...

ଗୋଚର ଜମିରେ ବେଆଇନ ବର୍ଜ୍ୟବସ୍ତୁ ପ୍ଳାଣ୍ଟ ନିର୍ମାଣ ବନ୍ଦ ପାଇଁ ଜିଲାପାଳଙ୍କଠାରେ ଦାବୀ କଲା ଚାଷୀ ସୁରକ୍ଷା ଅଭିଯାନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗୋ ବଂଶର ସମୃଦ୍ଧି ନିମନ୍ତେ ଆବହମାନ କାଳରୁ ସବୁ ଗ୍ରାମମାନଙ୍କରେ ଗୋଚର ଜମି ରହିଆସିଛି । ଅପରପକ୍ଷରେ ହିଞ୍ଜିଳି ବ୍ଳକ ଅନ୍ତର୍ଗତ ଗଣ୍ଡଳା ପଞ୍ଚାୟତର ପଳାସି ଗ୍ରାମରେ ଥିବା ଗୋଚର ଜମିରେ ବ୍ଲକ ପ୍ରଶାସନ ପକ୍ଷରୁ ବେଆଇନ ଭାବେ ଏକ ବର୍ଜ୍ୟବସ୍ତୁ ପ୍ଲାଣ୍ଟ…
Read More...