Browsing Tag

bramhapur news

ଫେବୃଆରୀ ୩ରୁ ୫ ତାରିଖ ଯାଏଁ ଚାଲିବ ସୁନାପୁର ବେଳାଭୂମି ମହୋତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚିକିଟି ନିର୍ବାଚନ ମଣ୍ଡଳୀର ହୃତ ଗୌରବକୁ ଫେରେଇ ଆଣିବା ଉଦ୍ଦେଶ୍ୟରେ ଚଳିତବର୍ଷ ଫେବୃଆରୀ ୦୩ ତାରିଖ ରୁ ୫ ତାରିଖ ଯାଏଁ ବର୍ଣ୍ଣାଢ଼୍ୟ ଉତ୍ସବରେ ସୁନାପୁର ବେଳାଭୂମି ମହୋତ୍ସବ ଆୟୋଜିତ ହେବାକୁ ଯାଉଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଶନିବାର
Read More...

ଗଞ୍ଜାମ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି

୪୯୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପ ଘୋଷଣା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ମହୋତ୍ସବ ହେଉଛି ଇତିହାସ, ପରମ୍ପରା, ସଂସ୍କୃତି ଓ ପ୍ରକୃତିର ଏକ ସୁନ୍ଦର ସମନ୍ୱୟ । ଏହି ମହୋତ୍ସବ ମାଧ୍ୟମରେ ଆମେ ଓଡ଼ିଶାର ଅନନ୍ୟତା, ଗଞ୍ଜାମର ଗରିମା ଓ ଆମ ସଂସ୍କୃତିର
Read More...

୩୭ତମ ପ୍ରାଦେଶିକ ଖେଳକୁଦ ସମାରୋହ ଉଦଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ଶିକ୍ଷା ବିକାଶ ସମିତି ଏବଂ ବିଦ୍ୟା ଭାରତୀ ସୌଜନ୍ୟରେ ଛତ୍ରପୁରର ଅଗ୍ରଣୀ ସଂଗଠନ ଯାହା ଶ୍ରୀରାମ ନଗରରେ ଅବସ୍ଥାପିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୁଲ୍ୟରେ ଛତ୍ରପୁର ଷ୍ଟାଡିୟମରେ ୩୭ତମ ପ୍ରାଦେଶିକ ଖେଳକୁଦ ସମାରୋହ ଶୁକ୍ରବାର
Read More...

ଗୋପାଳପୁର ବେଳାଭୂମି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

ଆଗମୀ ଦିନରେ ଗୋପାଳପୁର ଭାରତୀୟ ସେନାର ଏକ ସ୍ପର୍ଶକାତର ସ୍ଥାନରେ ପରିଗଣିତ ହେବ: ରାଜସ୍ୱ ମନ୍ତ୍ରୀ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଗମୀ ଦିନରେ ବେଳାଭୂମିର ସହର ଗୋପାଳପୁର ଭାରତୀୟ ସେନାର ଏକ ସ୍ପର୍ଶକାତର ସ୍ଥାନରେ ପରିଗଣିତ ହେବ ବୋଲି ରାଜସ୍ୱ ବିପର୍ଯ୍ୟୟ ପ୍ରଶମନ
Read More...

ଐତିହାସିକ ପରମ୍ପରା ସହିତ ଗୋପାଳପୁର ବେଳାଭୂମି ବର୍ତ୍ତମାନ ଯୁଗରେ ପ୍ରଗତି ସହିତ ହାତ ମିଳାଇଛି : ରାଜ୍ୟପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର କେବଳ ଏକ ଆକର୍ଷଣୀୟ ବେଳାଭୂମି ଗନ୍ତବ୍ୟସ୍ଥଳ ନୁହେଁ, ଏହା ଏପରି ଏକ ସ୍ଥାନ ଯେଉଁଠାରେ ଏହା ଐତିହାସିକ ପରମ୍ପରା ସହିତ ଗୋପାଳପୁର ବେଳାଭୂମି ବର୍ତ୍ତମାନ ଯୁଗରେ ପ୍ରଗତି ସହିତ ହାତ ମିଳାଇଛି ବୋଲି ମହାମହିମ ଓଡ଼ିଶାର ରାଜ୍ୟପାଳ ଡ.
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ରିଜର୍ଭ ପୋଲିସ୍ ପ୍ୟାରେଡ଼ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଜାତୀୟ ଦିବସରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍
Read More...

ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଜନରାଜ୍ୟ ଦିବସ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତ ବର୍ଷର ୭୭ତମ ସାଧାରଣ ତନ୍ତ୍ର ଦିବସ ପାଳନ ଅବସରରେ ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଜନରାଜ୍ୟ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ମଞ୍ଚର ସଭାପତି ନରହରି ପ୍ରଧାନ
Read More...

ଅନସ୍ଲୋ ଶିକ୍ଷାନୁଷ୍ଠାନର ୧୯୭୭ ମସିହା ବ୍ୟାଚ୍ ଛାତ୍ରଙ୍କ ବନ୍ଧୁ ମିଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ଖ୍ୟାତି ଅର୍ଜନ କରିଥିବା ୧୮୫୫ ମସିହାରେ ସ୍ଥାପିତ ଗଞ୍ଜାମ ଜିଲ୍ଲାର ବହୁ ପୁରାତନ ପ୍ରତିଷ୍ଠିତ ସରକାରୀ ହାଇସ୍କୁଲ୍ ଅନସ୍ଲୋ ଶିକ୍ଷାନୁଷ୍ଠାନର ସ୍ମୃତିକୁ ଆଦରି ନେଇଥିବା ୧୯୭୭ ମସିହା ବ୍ୟାଚ୍ ଏକାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ପୂର୍ବତନ
Read More...

ଗଞ୍ଜାମ ଜିଲ୍ଲାର ପ୍ରାୟ ୧୯.୨ କିଲୋମିଟର ବିଶାଳ ବେଳାଭୂମି ସଫେଇ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବେଳାଭୂମି ମହୋତ୍ସବ ଆସନ୍ତା ଜାନୁଆରୀ ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ହେତୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ତଟକୂଳ ଗୁଡ଼ିକର ସଫେଇ ଅଭିଯାନ ଆରମ୍ଭ କରିଛନ୍ତି । "ସ୍ୱଚ୍ଛ ବେଳାଭୂମି, ସୁନ୍ଦର ଓଡିଶା" ନାମେ
Read More...

ଦକ୍ଷିଣାଞ୍ଚଳ ଦଳିତ, ଆଦିବାସୀ, ପଛୁଆବର୍ଗ, ବିକାଶ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାରଙ୍କ ଦଳିତ, ଆଦିବାସୀ, ପଛୁଆ ବର୍ଗ ଓ ଶ୍ରମିକଙ୍କ ଅଧିକାରକୁ ପ୍ରାଥମିକତା ଦେବା ଦାବିରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜନପ୍ରତିବାଦ ନାମରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗଣ
Read More...