Browsing Tag

bramhapur news

ଗଞ୍ଜାମ ଜିଲ୍ଳାର ୪୯୩ଟି ଗ୍ରାମପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ୪୯୩ଟି ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ମହାତ୍ମାଗାନ୍ଧୀଙ୍କ ଗ୍ରାମ ସ୍ୱରାଜର ସ୍ୱପ୍ନକୁ ସାକାର କରିବା ସହ ଗ୍ରାମୀଣ ବିକାଶ ପ୍ରକ୍ରିୟାରେ ସାଧାରଣ ଲୋକଙ୍କ ଭାଗିଦାରୀ ବଢ଼ାଇବା ଏହି ସ୍ୱତନ୍ତ୍ର…
Read More...

ଟାଉନ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଟାଉନ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ୧୬ଟି ମାମଲାରେ ଜଡିତ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ । ବ୍ରହ୍ମପୁର ଟାଉନ ଥାନା ପୋଲିସ ଏକ ପୁରୁଣା ଚୋରି ମାମଲାର ଫେରାର ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ୧୬ଟି ଚୋରି ମାମଲାରେ ସମ୍ପୃକ୍ତ…
Read More...

ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଶୁକ୍ରବାର ସକାଳେ ଛତ୍ରପୁର ରିଜର୍ଭ ପୋଲିସ ପ୍ୟାରେଡ୍ ପଡ଼ିଆ ସମ୍ମୁଖସ୍ଥ ଶିଶୁ ଉଦ୍ୟାନରେ ‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି…
Read More...

ଶିଶୁ ବିଦ୍ୟାମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ଶ୍ରୀରାମନଗରରେ ଅବସ୍ଥାପିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅତି ଉତ୍ସାହର ଉଦ୍ଦୀପନା…
Read More...

ଛତ୍ରପୁର ମେଇନ୍ ରୋଡ଼ ରାଜସ୍ଥାନ ମିଠା ଦୋକାନରେ ଅଗ୍ନିକାଣ୍ଡ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମେଇନ୍ ରୋଡ଼ ମୁଖ୍ୟବଜାରରେ ଏକ ଭୟାଭୟ ଅଗ୍ନିକାଣ୍ଡ ଘଟି ପ୍ରାୟ ୮ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି । ଘଟଣାଟି ଏକ ପ୍ରସିଦ୍ଧ ରାଜସ୍ଥାନ ସ୍ୱିଟ୍-କମ୍ ବେକରୀ ଦୋକାନରେ ନିଆଁ ଲାଗି ଯାଇଥିଲା । ସର୍ଟ-ସର୍କିଟ…
Read More...

ବନ୍ୟପ୍ରାଣୀ ସପ୍ତାହ ସମ୍ମିଳନୀ : ୪ ଜିଲ୍ଲାରୁ ୭ ଜଣଙ୍କୁ ମୁଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନ

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ୭୨ତମ ବନ୍ୟପ୍ରାଣୀ ସପ୍ତାହ - ୨୦୨୬ ପାଳନ ଅବସରରେ ସପ୍ତାହବ୍ୟାପୀ ବନ ମଣ୍ଡଳ ସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଏହି କ୍ରମରେ ପରିବେଶବିତ୍, ପ୍ରକୃତିପ୍ରେମୀ, ପକ୍ଷୀ ଗବେଷକ, ସବୁଜ ବାହିନୀ, ସମ୍ମାନସ୍ପଦ ବ୍ୟକ୍ତିବିଶେଷ,…
Read More...

ଛତ୍ରପୁର ବାଇପାସ୍‌ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୩ ଗୁରୁତର

ନିଶାଶକ୍ତ ଟ୍ରକ୍ ଚାଳକ ଗିରଫ୍ : ଟ୍ରକ୍ ଜବତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ସର୍ଭିସ୍ ରୋଡରେ ବସ୍‌କୁ ପିଟିଲା ଟ୍ରକ୍, ବସ୍ ଯାଇ ଠିଆ ହୋଇଥିବା ଲୋକ ଓ ବାଇକ୍ ଆରୋହୀଙ୍କୁ ଧକ୍କା ଦେବା ଫଳରେ ୩ ଜଣ ଲୋକ…
Read More...

ଛତ୍ରପୁରରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବରିଷ୍ଠ ନାଗରିକଙ୍କୁ ସମ୍ମାନ ଓ ସୁରକ୍ଷା ଏକ ସୁସ୍ଥ ଓ ସଶକ୍ତ ସମାଜର ପରିଚୟ । ସେମାନଙ୍କ ପ୍ରତି ସମ୍ମାନ ଓ ସମ୍ବେଦନଶୀଳତା କେବଳ ପରିବାରର ନୁହେଁ, ସମଗ୍ର ସମାଜର ଦାୟିତ୍ୱ ବୋଲି ଜିଲ୍ଲା ପ୍ରଶାସନର ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆଜି…
Read More...

ବିନା ଡାକ୍ତରୀ ପରାମର୍ଶ ବା ପ୍ରେସକ୍ରିପସନରେ ଗର୍ଭପାତ ଅବା ଔଷଧ ବିକ୍ରି କଲେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିନା ବୈଧ ଡାକ୍ତରୀ ପରାମର୍ଶ ବା ପ୍ରେସକ୍ରିପସନରେ ଗର୍ଭପାତ ପାଇଁ ବ୍ୟବହୃତ ଔଷଧର ବିକ୍ରି ଉପରେ କଡ଼ା ନଜର ରଖିବାକୁ ଗଞ୍ଜାମ ଜିଲ୍ଲାର ସମସ୍ତ ଔଷଧ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨୯ ସେପ୍ଟେମ୍ବର ୨୦୨୬ରେ ଜିଲ୍ଲାପାଳ ଭି. କୀର୍ତ୍ତି…
Read More...

ବିଶ୍ୱବନ୍ଦନୀୟା ମା’ ତାରାତାରିଣୀ ପୀଠରେ ଷୋଡଶ ଦିନାତ୍ମକ ପୂଜା ନେଇ ଟ୍ରଷ୍ଟ ବୋର୍ଡ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ତଥା ବିଶ୍ୱବନ୍ଦନୀୟା ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତାମାସ ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ଦିନାତ୍ମକ ପୂଜା ପର୍ବକୁ ସୁଚାରୁ ରୂପେ ସମ୍ପନ୍ନ କରିବା ନେଇ ଟ୍ରଷ୍ଟ ବୋର୍ଡ ପରିଚାଳନା କମିଟିର ବୈଠକ ସ୍ଥାନୀୟ…
Read More...