Browsing Tag

bramhapur news

ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର ପାଇଁ ଲେପ୍ରୋସ୍କୋପି ଦ୍ଵାରା ବନ୍ଧ୍ୟକରଣ ଅସ୍ତ୍ରୋପଚାର ଅଭିଯାନ ଆରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମଜିଲ୍ଲାରେ ପ୍ରଥମ ଥର ପାଇଁ ଛତ୍ରପୁର ବ୍ଳକ୍ ମୁନିସିପେଣ୍ଠ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଲେପ୍ରୋସ୍କୋପି ଦ୍ଵାରା ପରିବାର ନିୟୋଜନ ବନ୍ଧ୍ୟକରଣ ଅସ୍ତ୍ରୋପଚାର ଅଭିଯାନ ଶୁକ୍ରବାର ଆରମ୍ଭ କରାଯାଇଛି । ରାଜ୍ୟସ୍ତରୀୟ ସ୍ଵତନ୍ତ୍ର ଡ଼ାକ୍ତର
Read More...

ଛତ୍ରପୁର ଜେଲରୋଡ଼ ହନୁମାନ ମନ୍ଦିର ସ୍ଥାପନ ପାଇଁ ଶୁଭାରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସବ-ଜେଲରେ ନୂତନ କରି ଦାୟିତ୍ୱ ଗ୍ରହଣ କରିଥିବା ଜେଲ ସୁପେରିଟେଣ୍ଡେଣ୍ଟ ପ୍ରସନ୍ନ କୁମାର ସାହୁଙ୍କ କରକମଳରେ ଛତ୍ରପୁରର ମାନ୍ୟବର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ପାଣ୍ଠି ଦିଆଯାଇଥିବା ଅନୁଦାନ ରାଶିରେ ନୂତନ ମନ୍ଦିର କାର୍ଯ୍ୟ ଶୁଭ
Read More...

ଗୋଳନ୍ଥରା ପୋଲିସ ଗିରିସୋଲା ନିକଟରେ ୫ଜଣ ଜୁଆଡିଙ୍କୁ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋଳନ୍ଥରା ପୋଲିସ ଗିରିସୋଲା ନିକଟସ୍ଥ ଗ୍ରାମ ପଛପାଖ ଶ୍ମଶାନ ଭୂମି ନିକଟରେ ଏକ ବଡ଼ ଧରଣର ଜୁଆଖେଳ ଆଡ୍ଡାକୁ ଠାବ କରିଛି । ଘଟଣାସ୍ଥଳରୁ ୧୮ ହଜାର ୨ଶହ ଟଙ୍କା ନଗଦ ଜବତ କରିଛି । ଏତଦ୍ ବ୍ୟତୀତ ୪ଟି ମୋବାଇଲ୍ ହ୍ୟାଣ୍ଡସେଟ୍, ୬ ଟି ମୋଟର ସାଇକେଲ
Read More...

ରାମ ବଳରାମ ବେଶରେ ଦର୍ଶନ ଦେଲେ ଶ୍ରୀ ଜୀଉ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ରାଜାଘର ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଆଧ୍ୟାତ୍ମିକ ବାତାବରଣ ବେଶ୍ ଉଲ୍ଲସିତ କରିଛି । ସରସ ସୁନ୍ଦର ଭାବେ ପ୍ରତିଦିନ ସନ୍ଧ୍ୟାରେ ଶ୍ରୀ ଜୀଉଙ୍କ ବେଶ୍ ଧାରଣ ମଧ୍ୟ ଖୁବ୍ ଚିତ୍ତାକର୍ଷକ ଓ ଆକର୍ଷଣୀୟ ହୋଇପାରିଛି । ଯାହାକି ଦୈନିକ
Read More...

ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପୂଜକମାନଙ୍କର ଜବରଦସ୍ତ ଦକ୍ଷିଣା ଆଦାୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହରର ଆଦ୍ୟାଶକ୍ତି ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀ ମନ୍ଦିରରେ ପୂଜକମାନଙ୍କର ଜବରଦସ୍ତ ଦକ୍ଷିଣା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଆଦାୟ ଭକ୍ତଜନଙ୍କଠାରୁ ଜବରଦସ୍ତ ଦକ୍ଷିଣା ମାଗିବା ଅବା ଆଦାୟ କରିବା ନେଇ ବିଭିନ୍ନ ମହଲରେ
Read More...

ଶ୍ରମଶକ୍ତି ବିଦ୍ୟାପୀଠର ପ୍ରଧାନ ଶିକ୍ଷୟିତ୍ରୀ ଜୟଲକ୍ଷ୍ମୀ ପଟ୍ଟନାୟକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଗୋଷ୍ଠୀ ଶିକ୍ଷା ଅଧୀନସ୍ଥ ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) ପ୍ରତିଷ୍ଠାନର ଆବାସିକ କଲୋନୀରେ ଅବସ୍ଥାପିତ ଶ୍ରମଶକ୍ତି ବିଦ୍ୟାପୀଠ (ହାଇସ୍କୁଲ)ର ବରିଷ୍ଠ ପ୍ରଧାନଶିକ୍ଷୟିତ୍ରୀ ଜୟଲକ୍ଷ୍ମୀ ପଟ୍ଟନାୟକ ଇତିମଧ୍ୟରେ ଅବସର ଗ୍ରହଣ କରିସାରିଛନ୍ତି ।
Read More...

ଜାତୀୟ ଡାକ୍ତର ଦିବସ ଉପଲକ୍ଷେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା ସଭା ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜୁଲାଇ ୧ତାରିଖରେ ଜାତୀୟ ଡାକ୍ତର ଦିବସ ବିଭିନ୍ନ ସ୍ଥାନରେ ଆନୁଷ୍ଠାନିକ ଭାବେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଓ ରୋଟାରୀ କ୍ଲବ, ଛତ୍ରପୁରଙ୍କ ସହଯୋଗରେ ଏକ ସ୍ୱାସ୍ଥ୍ୟ ସଚେତନତା ସଭା ଆୟୋଜିତ ହୋଇଥିଲା । ଏହି
Read More...

ଓଡ଼ିଶା ବାଚସ୍ପତି ସୁରମା ପାଢ଼ୀଙ୍କୁ ସମସ୍ୟା ଜଣାଇଲେ ଦାରିଙ୍ଗବାଡ଼ି ବ୍ଲକ୍‌ର କିଶୋରୀ କିଶୋର ସଂଘର ଛାତ୍ରଛାତ୍ରୀ

ବ୍ରହ୍ମପୁର : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ର କିଶୋର କିଶୋରୀ ସଂଘର ଆଦିବାସୀ ଛାତ୍ରଛାତ୍ରୀମାନେ ମାନ୍ୟବର ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟି ତାଙ୍କ ସମସ୍ୟା ଜଣାଇଛନ୍ତି । ପ୍ରେମ୍‌ ଓ ଏଡୁକୋ ସଂସ୍ଥା ମିଳିତ ଭାବେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ୍‌ରେ ବାଲ୍ୟ ବିବାହ
Read More...

ଗୋବା ଗ୍ରାମରେ ସଂଘବନ୍ଧ ଆକ୍ରମଣ : ତୋଫାନ ସ୍ୱାଇଁ ମୃତ ଅନ୍ୟ ୩ ଜଣ ଆହତ

ଅଭିଯୁକ୍ତମାନେ ଫେରାର ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଥାନା ଅନ୍ତର୍ଗତ ଗୋବା ଗ୍ରାମରେ ପୂର୍ବ ଶତ୍ରୁତ୍ରାକୁ କେନ୍ଦ୍ର କରି ଏକ ଅଦ୍ଭାବନୀୟ ସଙ୍ଘବନ୍ଧ ଆକ୍ରମଣ ଘଟିବା ଅତ୍ୟନ୍ତ ପରିତାପର ବିଷୟ ହୋଇଛି । ସଂଘବନ୍ଧ ଆକ୍ରମଣ ହୋଇ ଜଣେ ମୃତ୍ୟୁ ହୋଇଛନ୍ତି ଏବଂ ଅନ୍ୟ ୩
Read More...

ଅଶାନ୍ତ ଗଞ୍ଜାମ ଜିଲ୍ଲା : ଥାନାରେ କେସ୍ ଦେବାରୁ ଘରେ ପଶି ଭାଇ ଭଉଣୀଙ୍କୁ ହାଣିଲେ ଦୁର୍ବୃତ୍ତ

ବ୍ରହ୍ମପୁର : ଅଶାନ୍ତ ହେଉଛି ଗଞ୍ଜାମ ଜିଲ୍ଲା। କଥା କଥାରେ ଗଡ଼ୁଛି ମୁଣ୍ଡ । ଜୁଲାଇ ପହିଲାରେ ଜିଲ୍ଲାରେ ୩ ଜଣଙ୍କୁ ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଗତକାଲି ରାତିରେ ଆଉ ଏକ ମରଣାନ୍ତକ ଆକ୍ରମଣ ହୋଇଛି । ଥାନାରେ କେସ୍ ଦେବାରୁ ଗଞ୍ଜାମ ଥାନା ତେଲୁଗୁ ନୂଆଗାଁରେ ଘରେ ପଶି
Read More...