Browsing Tag

bramhapur news

ଛତ୍ରପୁର ରେଳଷ୍ଟେସନରୁ ବଡ଼ ଦାସୁଡୁ ସତ୍ୟମଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବଡ ଦାସୁଡୁ ନୃତ୍ୟଗୁରୁ ଆର୍‌. ସତ୍ୟମ ରେଡ୍ଡୀ ବହୁଜନ ସାହିତ୍ୟ ଏକାଡେମୀ ନୂଆଦିଲ୍ଲୀ ତରଫରୁ କଳାରତ୍ନ ଜାତୀୟ ଆୱାର୍ଡ-୨୦୨୨ରେ ସମ୍ମାନିତ ହୋଇଛନ୍ତି । ଏହି ଅବସରରେ ବଡ଼ ଦାସୁଡୁଙ୍କ ସହ ଯାଇଥିବା ପ୍ରତିନିଧି ମଣ୍ଡଳୀଙ୍କ ସହ ଦିଲ୍ଲୀରୁ ଫେରି ପୁରୀ
Read More...

ନୂଆଦିଲ୍ଲୀରେ ବଡ ଦାସୁଡୁ ଆର୍‌. ସତ୍ୟମ ରେଡ୍ଡୀ କଳାରତ୍ନ ଜାତୀୟ ଆୱାର୍ଡ-୨୦୨୨ରେ ସମ୍ମାନିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଘଡଘଡାପଲ୍ଲୀର ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମୀନି ଦାସୁଡୁ ସତ୍ୟମ ସେବା ନୃତ୍ୟକଳା କେନ୍ଦ୍ର (ଭଗବତ ଗାଦି)ର ସଭାପତି ତଥା ଜୟଦେବ ପୁରଷ୍କାରପ୍ରାପ୍ତ ବଡ ଦାସୁଡୁ ନୃତ୍ୟଗୁରୁ ଆର୍‌. ସତ୍ୟମ ରେଡ୍ଡୀଙ୍କୁ ବହୁଜନ ସାହିତ୍ୟ ଏକାଡେମୀ
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବହାରଲାଲ ନେହେରୁଙ୍କ ଜନ୍ମ ଦିବସ ତଥା ଶିଶୁ ଦିବସ ମହାସାମାରୋହରେ ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶଙ୍କ
Read More...

ସ୍ଥାୟୀ ନିଯୁକ୍ତି ଦାବୀ ନେଇ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଵାସ୍ଥ୍ୟ ଠିକା କର୍ମଚାରୀଙ୍କ ଆନ୍ଦୋଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ଥାୟୀ ନିଯୁକ୍ତି ଦାବୀ ନେଇ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଵାସ୍ଥ୍ୟ ଠିକା କର୍ମଚାରୀ ଆନ୍ଦୋଳନ କରିଥିବା ଜଣାପଡିଛି । ଆନ୍ଦୋଳନକାରୀମାନେ କହିଛନ୍ତି ଯେ, ଓଡ଼ିଶା ସରକାର ଗତ ଅକ୍ଟୋବର ୨୨ ତାରିଖରେ ପୂଜାଭେଟି ସ୍ୱରୂପ ଠିକା ନିଯୁକ୍ତି ପ୍ରଥା
Read More...

କ୍ରାନ୍ତି ଯୁବଛାତ୍ର ସଂଘ ତରଫରୁ ରକ୍ତଦାନ ଶିବିର : ୫୦ ୟୁନିଟ୍ ରକ୍ତ ସଂଗ୍ରହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ପବିତ୍ର ଜନ୍ମଦିବସ ଶିଶୁ ଦିବସ ଅବସରରେ ଛତ୍ରପୁରର ଅଗ୍ରଣୀ ସଂଗଠନ କ୍ରାନ୍ତି ଯୁବଛାତ୍ର ସଂଘ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କ୍ରାନ୍ତି ଯୁବଛାତ୍ର ସଂଘର
Read More...

ଅଗ୍ନିବିପନ୍ନ ପରିବାରଙ୍କୁ ସହାୟତା ଦେଲେ ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି ତିନି ଗୋଟି ଘର ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡ଼ିଯାଇଛି । ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇ
Read More...

ପ୍ରାର୍ଥୀ ଅପହରଣ ବିକ୍ଷୋଭ ସତ୍ୱେ ଫଳାଫଳ ଘୋଷଣା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଆସିକା ଚିନି ଶିଳ୍ପୀ ପରିଚାଳନା ସଭାପତି ନିର୍ବାଚନରେ ରବିନ୍ଦ୍ର ପଣ୍ଡା ହେଲେ ସଭାପତି । ସଦ୍ୟ ନିର୍ବାଚନ ଫଳାଫଳକୁ ସଠିକ ଭାବେ ହୋଇନଥିବା ଅଭିଯୋଗ ଆଣିଛନ୍ତି ଅପହରଣ ହୋଇଥିବା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ବରାଡ଼ । ଆସିକା ସମବାୟ
Read More...

ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କଣମଣା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ଟିବି ମୁକ୍ତ ଭାରତ ଅଭିଯାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କଣମଣା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ଟିବି ମୁକ୍ତ ଭାରତ ଅଭିଯାନ ପାଇଁ ସରକାରଙ୍କ ଏକ ନିଆରା ପ୍ରୟାସ ଯଥେଷ୍ଟ କାର୍ଯ୍ୟକାରୀ ହୋଇପାରିଛି । ଯାହାକି ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ । ଟିବି ରୋଗୀଙ୍କୁ
Read More...

ଶିଶୁଙ୍କ ଯତ୍ନ, ସୁରକ୍ଷା ଓ ଅଧିକାର ପାଇଁ ‘ଚାଇଲଡ୍‌ ଫ୍ରେଣ୍ଡଲି ବିଧାୟକ ମଞ୍ଚ’ ଗଠନ ନିଷ୍ପତ୍ତି

ବିଧାୟକ ଦାଶରଥୀ ଗମାଙ୍ଗୋ, ନାରାୟଣ ରାଓ, ଡ଼ା. ଭୁଧାନ ମୁର୍ମୁ ଓ ସୂର୍ଯ୍ୟମଣି ବୈଦ୍ୟଙ୍କ ଉଦବୋଧନପ୍ରେମ୍‌ ଓ ଏଡୁକୋର ମିଳିତ ଉଦ୍ୟମରେ ଓଡ଼ିଶା ଆଦିବାସୀ ମଞ୍ଚର ୩୦ତମ ପ୍ରତିଷ୍ଠା ଦିବସ ପାଳିତ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଶିଶୁମାନଙ୍କର ଯତ୍ନ ନେବା, ସେମାନଙ୍କୁ ସୁରକ୍ଷା ଏବଂ
Read More...

ଛତ୍ରପୁରର ରାଜାଘର ଜଗନ୍ନାଥ ମନ୍ଦିରରୁ ତାରାତାରିଣୀ ପୀଠକୁ ଐତିହାସିକ ୫ମ ପତିତପାବନ ପଦଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭକ୍ତି ଓ ଭାବାବେଗରେ ଉଲ୍ଲାସିତ ହୋଇ ହରିନାମ ସଂକୀର୍ତ୍ତନ କରି ଆବାଳ ବୃଦ୍ଧବନୀତା, ବାଳକ ବାଳିକା, ଯୁବପିଢି ସଭିଏଁ ଗାଁ ଦାଣ୍ଡ ହୋଇ ନଗର ପରିକ୍ରମା କରି ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରୁ ବାହାରି ପ୍ରସିଦ୍ଧ ଶକ୍ତିପୀଠ ବିଶ୍ୱବନ୍ଦନୀୟା ମା'
Read More...