Browsing Tag

bramhapur news

ଜାତୀୟ କଳାରତ୍ନ ପୁରସ୍କାରପ୍ରାପ୍ତ ବଡ଼ ଦାସୁଡୁ ଆର. ସତ୍ୟମ ରେଡ୍ଡୀଙ୍କୁ ବିବିଧା ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ କାଳିଆବାଲି ସ୍ଥିତ ଘଡଘଡ଼ା ପଲ୍ଲୀର ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟ କଳା କେନ୍ଦ୍ର (ଭାଗବତ ଗାଦି)ର ସଭାପତି ତଥା ଜୟଦେବ ପୁରସ୍କାରପ୍ରାପ୍ତ ବଡ଼ ଦାସୁଡୁ ଆର. ସତ୍ୟମ ରେଡ୍ଡୀ ନିକଟରେ ନୂଆଦିଲ୍ଲୀର
Read More...

ଗଣମାଧ୍ୟମ ଆଗରେ ପୂରା ଘଟଣା ବଖାଣିଲେ ରାଗିଂର ଶିକାର ହୋଇଥିବା ପୀଡ଼ିତା କଲେଜ ଛାତ୍ରୀ

ବିନାୟକ କଲେଜ ଛାଡ଼ି ଘର ପାଖରେ ଥିବା ମହିଳା ମହାବିଦ୍ୟାଳୟରେ ପାଠ ପଢ଼ିବେ ବୋଲି କହିଛନ୍ତି ପୀଡ଼ିତା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍କୁଲ ପାଠପଢ଼ା ପରେ ଯେତେବେଳେ ଜଣେ କଲେଜରେ ପାଦ ଦିଏ, ତା' ମନରେ ଅନେକ ସ୍ୱପ୍ନ ଥାଏ । ନୂଆ ପରିବେଶ ଭିତରେ କେମିତି ପାଠ ପଢ଼ିବ, ନିଜର
Read More...

ଭଙ୍ଗାହେଲା ବ୍ରହ୍ମପୁରର ଐତିହାସିକ ଗିରି ମାର୍କେଟ କୋଠା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଗତକାଲି ଉଚ୍ଛେଦ ଆରମ୍ଭ ହୋଇ ଭଙ୍ଗାହେଲା ବ୍ରହ୍ମପୁରର ଐତିହାସିକ ଗିରି ମାର୍କେଟ କୋଠା । ମାଟିରେ ଲୀନ ହୋଇଗଲା ପୁରୁଣା ଇତିହାସ । ଦୀର୍ଘ ବର୍ଷ ଧରି ବ୍ରହ୍ମପୁର ସହରର ଏକ ଜଣାଶୁଣା ନାମ ଭାବେ ପରିଚିତ ଥିବା ଗିରି
Read More...

ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଫୋରମ୍

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଛତ୍ରପୁରସ୍ଥ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ରାଳୟ ଘେରି ବିକ୍ଷୋଭ ପ୍ରଦର୍ଶନ କରିବା ସାଂଗକୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଫୋରମ୍‌ କମିଟି ଭେଟିଛନ୍ତି । ରାଜ୍ୟ
Read More...

ଛତ୍ରପୁରର ମାଷ୍ଟେର କୋଚିଙ୍ଗ ସେଣ୍ଟରର ମୁଖ୍ୟ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଅକାଳ ବିୟୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ମୁସିଲିକାଣ୍ଟି ସାହିରେ ଚାଲୁଥିବା ମାଷ୍ଟେର କୋଚିଙ୍ଗ ସେଣ୍ଟରର ମୁଖ୍ୟ ପ୍ରଦୀପ କୁମାର ପାଣିଗ୍ରାହୀ(୫୧)ଙ୍କ ଶୁକ୍ରବାର ରାତିରେ ଅକାଳ ବିୟୋଗ ଘଟିଛି । ସେ ଜଣେ ସଫଳ କୋଚିଂ ସେଣ୍ଟର ସାର, ତାଙ୍କର ଏହି ଅଞ୍ଚଳରେ ଭଲ ସୁନାମ ରହିଛି ।
Read More...

ବ୍ରହ୍ମପୁର ମେଡିକାଲ କମ୍ପାସ ସ୍କୁଲ ପରିସରରେ ଦୁଇ ଜଣ ପୂର୍ବତନ କୃତି ଛାତ୍ରଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ଭୌଗଳିକ ସୂଚନା କଂଗ୍ରେସରେ 'ଚିଲିକା ଦା ପ୍ରୋଭାଇଡ଼ର' ଚିଲିକା ଉପକୂଳରେ ବସବାସ କରୁଥିବା ଗ୍ରାମବାସୀଙ୍କ ବୃତ୍ତିକୁ ନେଇ ଜିଓ ଟ୍ୟାଗିଙ୍ଗ ତଥା ସେମାନଙ୍କ ବୃତ୍ତିଗତ ଉନ୍ନତି ସମ୍ପର୍କିତ ସର୍ବେକ୍ଷଣ ରିପୋର୍ଟ ପାଇଁ, ବ୍ରହ୍ମପୁରର ମେଡିକାଲ
Read More...

ସିପିଆଇ ଚମାଖଣ୍ଡି ଜୋନ୍‌ର ବାର୍ଷିକ ଅଧିବେଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଚମାଖଣ୍ଡି ଜୋନ୍‌ର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଚମାଖଣ୍ଡି ଆଞ୍ଚଳିକ ପରିଷଦ ଜୋନ୍‌ର କରାପଲ୍ଲୀ ଗ୍ରାମରେ ସିପିଆଇ ଶାଖାର ବାର୍ଷିକ ସମ୍ମିଳନୀ ସୋମବାରିଆ
Read More...

ବିନାୟକ ଆଚାର୍ଯ୍ୟ ସରକାରୀ କଲେଜରେ ଛାତ୍ରୀଙ୍କୁ ମାସ୍-ରାଗିଂ ଘଟଣାରେ ବ୍ରହ୍ମପୁର ଏସ୍‌ପିଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ

• ଭିଡିଓରେ ସମ୍ପୃକ୍ତଥିବା ସମସ୍ତ ଛାତ୍ରଙ୍କୁ କଲେଜରୁ ବହିଷ୍କାର ପାଇଁ ନିଷ୍ପତ୍ତି, ସୂଚନା ଦେଲେ ବିନାୟକ ଆଚାର୍ଯ୍ୟ କଲେଜ ଅଧ୍ୟକ୍ଷା ପ୍ରମିଳା ଖାଡ଼ଙ୍ଗା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ସରକାରୀ କଲେଜ ଛାତ୍ରୀଙ୍କୁ ମାସ୍- ରାଗିଂ ଘଟଣାରେ
Read More...

ଛତ୍ରପୁରରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

• ଫୁଲଗଛ ମୂଳରେ ଜଳ ଦେଇ ଏକ ନିଆରା ଢ଼ଙ୍ଗରେ ଗଞ୍ଜାମ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ହେଲା ଉନ୍ମୋଚନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : “ ଉଦ୍ଭିଦ ହିଁ ଜୀବନ” ଏଣୁ ଏକ ଫୁଲକୁଣ୍ଡରେ ଲାଗିଥିବା ଗଛମୂଳରେ ଜଳଦାନ କରି ଜାତୀୟ ପ୍ରେସ୍ ଦିବସ ଅବସରରେ ମୁଖ୍ୟଅତିଥିଙ୍କ ଦ୍ଵାରା
Read More...

ମିଶନ ଶକ୍ତିର ଗୃହ ନିର୍ମାଣ ସକାଶେ କାଉନସିଲରଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୦ ନଂ ୱାର୍ଡରେ ମିଶନ ଶକ୍ତି ଗୃହ ନିର୍ମାଣ ସକାଶେ ବୁଧବାର ସ୍ଥାନୀୟ ହାଟପଦା ପରିସରରେ ସ୍ଥାନୀୟ କାଉନସିଲର ଦେବାଶିଷ ମିଶ୍ରଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି ଗୃହ ନିର୍ମାଣ
Read More...