Browsing Tag

bramhapur news

ଛତ୍ରପୁରଠାରେ ଜନ ସଚେତନତା ନିମନ୍ତେ କୃଷି ରଥର ଶୁଭାରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଏକ କୃଷି ରଥର ଶୁଭାରମ୍ଭ ହୋଇଯାଇଛି । ଏହାକୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଦିଲୀପ କୁମାର ଖୁଣ୍ଟିଆ, ତହସିଲଦାର ପ୍ରକାଶ କୁମାର ମିଶ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଦା ପ୍ରସନ୍ନ ପଣ୍ଡା
Read More...

ଆର୍ଯ୍ୟପଲ୍ଲୀ ମତ୍ସ୍ୟ ଜେଟିରେ ପାଳନ ହେଲା ବିଶ୍ୱ ମତ୍ସ୍ୟ ଦିବସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ବନ୍ଦର ପରିସରରେ ଥିବା ଜେଟି ନିକଟରେ ପ୍ରଥମ ଥର ପାଇଁ ଆର୍ଯ୍ୟପଲ୍ଲୀ ମତ୍ସ୍ୟଜୀବୀ କମିଟି ପକ୍ଷରୁ ସୋମବାର ବିଶ୍ୱ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି । ସାରା ବିଶ୍ୱରେ ମତ୍ସ୍ୟ ଦିବସ ପାଳନ କରାଯାଉଥିବା
Read More...

ଗଞ୍ଜାମ ଓ ଗଜପତି ଜିଲ୍ଲାର ଜଳଉତ୍ସ ଗୁଡିକର ସୁରକ୍ଷା ନେଇ ଉଚ୍ଚସ୍ତରୀୟ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ପ୍ରାକୃତିକ ଜଳଉତ୍ସ ଓ ସହରାଞ୍ଚଳରେ ରହିଥିବା ଜଳ ସମୃଦ୍ଧି ଯୋଜନାର ସୁରକ୍ଷା ଓ ତା'ର ରକ୍ଷଣାବେକ୍ଷଣ କରାଯାଇ ଜଳାଶୟ
Read More...

ଡିସେମ୍ବର ଶେଷ ସପ୍ତାହରେ ଗୋପାଳପୁର ବେଳାଭୂମି ମହୋତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆସନ୍ତା ଡିସେମ୍ବର ମାସ ଶେଷ ସପ୍ତାହରେ ଅନୁଷ୍ଠିତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ । ଏକାସାଙ୍ଗରେ ବିଚ୍ ଫେଷ୍ଟ ସହ ଓରମାସ୍ ଦ୍ଵାରା ପଲ୍ଲିଶ୍ରୀ ମେଳା ହେବ । ବିଭିନ୍ନ ବେସରକାରୀ ସଂସ୍ଥା ମଧ୍ୟ ଷ୍ଟଲ୍ ବୁକ୍ କରି ସେମାନଙ୍କ ବ୍ୟବସାୟ
Read More...

୮୦ କେଜି ଗଞ୍ଜେଇ ଜବତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ ଗଞ୍ଜେଇ ଭର୍ତ୍ତି କାର୍‌କୁ ମଙ୍ଗଳବାର ଅବକାରୀ ପୋଲିସ ଜବତ କରିଥିବା ଜରାପଡିଛି । କାର୍‌ ଭିତରୁ ୮୦ କେଜି ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚାଲାଣକାରୀ ସମେତ ଦୁଇ ଜଣ ଅଣଓଡ଼ିଆ ଯୁବକଙ୍କୁ ଅବକାରୀ ପୋଲିସ ଗିରଫ
Read More...

ବିଶିଷ୍ଟ ଶିକ୍ଷାବିତ ମାଷ୍ଟର କୋଚିଙ୍ଗ ସେଣ୍ଟରର ମୁଖ୍ୟ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ବିୟୋଗରେ କେଣ୍ଡେଲ ଶୋଭାଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶିଷ୍ଟ ଶିକ୍ଷାବିତ ମାଷ୍ଟର କୋଚିଙ୍ଗ ସେଣ୍ଟରର ମୁଖ୍ୟ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଗତ ୧୮ ତାରିଖରେ ଆକାଳ ବିୟୋଗ ଘଟିଛି । ତାଙ୍କ ବିୟୋଗରେ ଛତ୍ରପୁର ସହରରେ ଜଣେ ଦକ୍ଷ ଟିଉସନ ଶିକ୍ଷକଙ୍କୁ ହରାଇଥିବା ନେଇ ବିଭିନ୍ନ ମହଲରେ ଶୋକବ୍ୟକ୍ତ
Read More...

ପାଗଳାବାବା ଆଶ୍ରମ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ତିନିଜଣ କଲେଜ ଛାତ୍ରୀ ଗୁରୁତର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମୁଣ୍ଡା ସ୍ଥିତ ଭାବନ୍ଧ ନିକଟ ପାଗଳାବାବା ଆଶ୍ରମ ସମ୍ମୁଖରେ ଗତକାଲି ଏକ ସଡ଼କ ଦୁର୍ଘଟଣା ଘଟି ତିନିଜଣ ସାଇକେଲ ଆରୋହୀ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ସୂଚନା ଅନୁସାରେ ଏକ
Read More...

ଚଳିତ ବର୍ଷ ଖରିଫ ଚାଷ ଭଲ ହୋଇଛି : ଗଞ୍ଜାମ ଜିଲ୍ଲାପାଳ

ଗଞ୍ଜାମ ଜିଲ୍ଲାସ୍ତରୀୟ ଖରିଫ ବର୍ଷ ଧାନ ସଂଗ୍ରହ କମିଟି ବୈଠକଧାନ ସଂଗ୍ରହ ସଂଖ୍ୟା ବୃଦ୍ଧି ନିମନ୍ତେ ଜନ ପ୍ରତିନିଧି ଅନୁରୋଧ କରିଥିଲେ ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : ଖରିଫ ବର୍ଷ ୨୦୨୨-୨୩ ଧାନ ସଂଗ୍ରହ କମିଟି ବୈଠକ ଜୁମ ଆଭାଷି ମାଧ୍ୟମରେ ରବିବାର ଅନୁଷ୍ଠିତ ହୋଇଯାଇଛି ।
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

• ଧାର୍ଯ୍ୟ ସମୟ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା କ୍ଷୁଦ୍ର ଓ ଉଠା ଜଳସେଚନର ସମୀକ୍ଷା କରିଛନ୍ତି । ପ୍ରାରମ୍ଭରେ ଇଆଇସି ତଥା
Read More...

ୟୁଥ ମାସ ସେବା ସଂଘ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୟୁଥ ମାସ ସେବା ସଂଘ ଓ ବ୍ରହ୍ମପୁର ଏଲ.ଭି. ପ୍ରସାଦ ଚକ୍ଷୁ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଚଣ୍ଡୀଛକ ସ୍ଥିତ ରାମାୟାଣାମ୍ମା ମନ୍ଦିର ସୌଭାଗ୍ୟ କଲ୍ୟାଣ ମଣ୍ଡପ ପରିସରରେ ସଂଘର ସମ୍ପାଦକ ସୟଦ
Read More...