ଗଙ୍ଗାପୁର ହାଇସ୍କୁଲରେ ବଡ଼ ଦାସୁଡୁ ଆର. ସତ୍ୟମ ରେଡ୍ଡୀଙ୍କୁ ସମ୍ବର୍ଦ୍ଧନା
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଗଙ୍ଗାପୁର ହାଇସ୍କୁଲ ତରଫରୁ ସ୍କୁଲ ପରିସରରେ ଆନୁଷ୍ଠାନିକ ଭାବେ ବଡ଼ ଦାସୁଡୁ ଆର. ସତ୍ୟମ ରେଡ୍ଡୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଧାନଶିକ୍ଷକ ପରମାନନ୍ଦ ଦଳେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ଦାସୁଡୁଙ୍କ!-->…
Read More...
Read More...