Browsing Tag

bramhapur news

ଆଇସିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ଛତ୍ରପୁରର ପୁଅ ଓଡ଼ିଶା ଟପର୍

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ କାରମେଲ୍ କନଭେଣ୍ଟ ସିନିୟର ସେକେଣ୍ଡେରୀ ସ୍କୁଲ୍ କୃତ୍ତିତ୍ୱ ହାସଲ କରିଛି । ଏହି ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ର ବିଷ୍ଣୁ ପ୍ରସାଦ ଶତପଥୀ ଆଇସିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ୯୯.୪% ମାର୍କ ରଖି
Read More...

ପ୍ରଜାପିତା ବ୍ରହ୍ମାକୁମାରୀ ସଂସ୍ଥାନ ଛତ୍ରପୁର ଶାଖାର ୨୭ତମ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ଆନୁକୂଲ୍ୟରେ ଏହାର ୨୭ତମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସମ୍ପୂର୍ଣ୍ଣ ଛତ୍ରପୁର ସହରରେ ବ୍ରହ୍ମାକୁମାରୀ
Read More...

ବିଜୁ ଛାତ୍ରଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର : ୭୪ ୟୁନିଟ ରକ୍ତ ସଂଗ୍ରହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦିନକୁ ଦିନ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଉଛି । ରକ୍ତର ଅଭାବ ହେତୁ ଜଣେ ନିରୀହ ଜୀବନ ଯେପରି ନଯାଉ ଏହାକୁ ଦୃଷ୍ଟିରେ ରଖି ଓଡିଶା ମୋ' ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ବିଜୁ ଛାତ୍ରଜନତା ଦଳ ଗଂଜାମ ଜିଲ୍ଲା ପକ୍ଷରୁ ଛତ୍ରପୁର ସ୍ଥିତ
Read More...

ସିନେମା ଓ ଧାରାବାହିକରେ ଛତ୍ରପୁରର ପୁଅ ତ୍ରିପତି ସାହୁ ଏବେ ଅଗ୍ରଗତିରେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ବଡପୁଟି ଗ୍ରାମ ନିବାସୀ ସ୍ୱର୍ଗତ ଡମ୍ବରୁ ଧର ସାହୁ ଓ ଶକନ୍ତୁଳା ସାହୁଙ୍କ ଜ୍ୟେଷ୍ଠ ପୁତ୍ର ତ୍ରିପତି ସାହୁ ଓଲିଉଡ଼ରେ ପଛକୁ ପଛ ଅନେକ ସିନେମା ଓ ଧାରାବାହିକରେ ନିଜ ନିର୍ଦ୍ଦେଶନାର ଯାଦୁ ଦେଖାଇ ପରିଛନ୍ତି । 'ଦିଲ୍‌ରେ ଅଛି
Read More...

ଚମାଖଣ୍ଡି ଆଦର୍ଶ ବିଦ୍ୟାଳୟରେ ସିବିଏସ୍‌ଇ ଦଶମ ଶ୍ରେଣୀ ଟପ୍ପର ହେଲେ ଅବିନାଶ ଚୌଧୁରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଓ ଦ୍ଵାଦଶ ଶ୍ରେଣୀର ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ତନ୍ମଧ୍ୟରୁ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଚମାଖଣ୍ଡିଠାରେ ଅବସ୍ଥାପିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର (ସିବିଏସ୍‌ଇ ପେର୍ଟେନ) ତରଫରୁ
Read More...

ସ୍ୱର୍ଗୀୟ ଶ୍ରୀମତୀ ସରୋଜିନୀ ପଟ୍ଟନାୟକଙ୍କ ସ୍ମୃତିରେ ଆର୍ଥିକ ସୌଜନ୍ୟରେ ଉତ୍ସର୍ଗୀକୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ୱର୍ଗୀୟ ଶିକ୍ଷୟିତ୍ରୀ ସରୋଜିନୀ ପଟ୍ଟନାୟକଙ୍କ ସ୍ମୃତିରକ୍ଷା ନିମନ୍ତେ ତାଙ୍କ ପରିବାର ପ୍ରୟାସ ଜାରି ରଖିଛନ୍ତି । ସ୍ୱର୍ଗୀୟ ଶ୍ରୀମତୀ ସରୋଜିନୀ ପଟ୍ଟନାୟକଙ୍କ ସ୍ମାରକୀ ପୁରସ୍କାର ଓ ମେଧାବୀ ସମ୍ମାନରେ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ
Read More...

ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍‌ ଧରିଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଆସନରୁ ୧୯୯୫ରୁ ଲଗାତର ଭାବେ ବିଧାୟକ ଭାବେ ଲଢ଼ି ୬ଥର ବିଧାୟକ ଭାବେ ବିପୁଳ ଭୋଟରେ ବିଜୟୀଲାଭ କରି ଆସିଥିବା ଗଞ୍ଜାମ ଜିଲ୍ଲାର ଜଣେ ବିଜେଡି ଦଳୀୟ ଦକ୍ଷ ସଂଗଠକ ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ
Read More...

ଦୁଇ କନ୍ୟା ସନ୍ତାନ ଜନ୍ମ ଦେବା ପରେ ସ୍ତ୍ରୀ ଏବେ ଅଲୋଡା : ନ୍ୟାୟ ପାଇଁ ବ୍ରହ୍ମପୁରର ସମାଜସେବୀ ପ୍ରମିଳା…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୁଇ କନ୍ୟା ସନ୍ତାନର ଜନନୀ ହୋଇଥିବାରୁ ସ୍ୱାମୀ ସହ ଶ୍ୱଶୁର ଘର ଲୋକେ ତଡ଼ି ବାହାର କରି ଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସଦର ଛତ୍ରପୁର ଥାନା ଅନ୍ତର୍ଗତ କତୁରୁ ଗାଁରେ । ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା
Read More...

ଗଞ୍ଜାମ ଜିଲ୍ଲା ହେଡ଼କ୍ୱାଟର ଛତ୍ରପୁର ତହସିଲ ଅଫିସରେ ସ୍ୱାଭାବିକ ଭାବେ ଚାଲୁଥିବା ଲାଞ୍ଚ କାରବାର ପଦାରେ ପଡ଼ିଲା :…

ବ୍ରହ୍ମପୁର, (କେ.ସତ୍ୟନାରାୟଣରେଡ୍ଡୀ) : ଭିଜିଲାନ୍ସ ଜାଲରେ ପଡ଼ିଲେ ଛତ୍ରପୁର ତହସିଲର କିରାଣୀ ସ୍ଵାତିସୁଚରିତା ପାତ୍ର । ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ତହସିଲ କାର୍ଯ୍ୟାଳୟ ବାହାରେ ଉକ୍ତ କିରାଣୀ ଟଙ୍କା ନେଉଥିବା ବେଳେ
Read More...

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଲା ଆଭାସୀ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଗଞ୍ଜାମ ଜିଲ୍ଲାସ୍ତରୀୟ କମିଟି ବୈଠକ ବସିଲା । ଆଭାସୀ ମାଧ୍ୟମରେ ଗୁରୁବାର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଗଞ୍ଜାମ
Read More...