Browsing Tag

bramhapur news

୧୪ ଦିନ ପରେ ଦୁବାଇରୁ ଗଞ୍ଜାମକୁ ଆସିଲା ଓଡ଼ିଆ ଶ୍ରମିକଙ୍କ ଶବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଧକୋଟ ଅଞ୍ଚଳର ଜଣେ ୫୦ବର୍ଷୀୟ ଯୁବକ ନିଜର ଗୁଜୁରାଣ ମେଣ୍ଟାଇବା ନିମନ୍ତେ ସୁଦୂର ଦୁବାଇ ଯାଇ ସେଠାରେ ଶ୍ରମିକ ଭାବେ କାମ କରୁଥିଲେ । ଯୁବକ ଜଣକ ହେଲେ ମର୍ଦ୍ଧକୋଟ ଛକ ସାହିର ଧ୍ରୁବ ଚରଣ ବରାଡ଼ ବୋଲି
Read More...

ହରିଜନ ବସ୍ତିଙ୍କ ଦଖଲରେ ଥିବା ପର୍ବତ କିସମର ଜମିରେ ଅଷ୍ଟମ ବାଟାଲିୟନ ଆବାସିକ କୋଠା ନିର୍ମାଣ ପ୍ରସ୍ତାବକୁ ବିରୋଧ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବହୁବର୍ଷ ଧରି ହରିଜନ ବସ୍ତିଙ୍କ ଦଖଲରେ ଥିବା ପର୍ବତ କିସମର ଜମି ଗଞ୍ଜାମ ପୋଲିସ ମୁଖ୍ୟ ହେଡ଼କ୍ୱାଟର ଛତ୍ରପୁର ଅଧୀନସ୍ଥ ଅଷ୍ଟମ ବାଟାଲିୟନର ଆବାସିକ କୋଠା ନିର୍ମାଣ ନିମନ୍ତେ ହୋଇଥିବା ଯୋଜନାକୁ ଦୃଢ଼ ବିରୋଧ କରାଯାଇଛି । ଏ ନେଇ ଛତ୍ରପୁର
Read More...

ବ୍ରହ୍ମପୁର ମହାନଗରର ବେଡାବନ୍ଧ କାର୍ଯ୍ୟର ତଦାରଖ କଲେ ବିଏମ୍‌ସି କର୍ତ୍ତୃପକ୍ଷ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ଅଧୀନସ୍ଥ ବେଡାବନ୍ଧ କାର୍ଯ୍ୟର ତଦାରଖ କରିଛନ୍ତି ବ୍ରହ୍ମପୁର ମେୟର ଶ୍ରୀମତୀ ସଙ୍ଘମିତ୍ରା ଦଲେଇ, ବିଏମ୍‌ସି କମିଶନର ଜେ. ସୋନାଲ, ଡେପୁଟି ମେୟର ବିବେକ ରେଡ୍ଡୀ, କର୍ପୋରେଟର ଧୀରେଶ ସାବତ, ଶ୍ରୀମତୀ ସୋନାଲି ଗନ୍ତାୟତ ଏବଂ
Read More...

ଭିଜିଲାନ୍ସ ହାତରେ ପଡ଼ିଲେ କନିଷ୍ଠ ଯନ୍ତ୍ରୀ ଜଗଦୀଶ ସାହୁ ଏବଂ ଜିଆର୍‌ଏସ୍‌ ସୂର୍ଯ୍ୟନାରାୟଣ ସ୍ୱାଇଁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁରୁଷୋତ୍ତମପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଜଗଦୀଶ ସାହୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡିଛି । ସୂଚନା ଅନୁସାରେ ମନୋରେଗା କାମର ବିଲ୍‌ ପାସ୍ କରାଇ ଦେବା ପାଇଁ ଜଣେ ଠିକାଦାରଙ୍କ ଠାରୁ ନେଉଥିଲେ
Read More...

ପଦ୍ମାବତୀ ଲେଡିସ ହଷ୍ଟେଲରେ ଯୁକ୍ତଦୁଇ ଛାତ୍ରୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହରାଞ୍ଚଳ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗିରିରୋଡ ସ୍ଥିତ ପଦ୍ମାବତୀ ଲେଡିସ ହଷ୍ଟେଲରେ ଯୁକ୍ତଦୁଇ ଛାତ୍ରୀ ସୁଜ୍ଞାନୀ ସ୍ୱାଇଁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଛାତ୍ରୀଙ୍କ ଘର ଶେରଗଡ଼ ବ୍ଲକ
Read More...

ମହିଳା ଛଦ୍ମବେଶ ଧାରଣ କରି ଚୋରମାନେ ଏବେ ସକ୍ରିୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହିଳା ଛଦ୍ମବେଶ ଧାରଣ କରି ଚୋରମାନେ ଏବେ ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟ ଥିବା ସାଧାରଣରେ ଗୁଜବ ସୃଷ୍ଟି ହୋଇଛି । ବାହାର ରାଜ୍ୟରୁ ଆସି କିଛି ଛଦ୍ମବେଶ ଧାରଣ କରି ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳରେ ମହିଳାଙ୍କ ବେଶରେ ବୁଲୁଛନ୍ତି,
Read More...

ମା’ ରାମଚଣ୍ଡୀଙ୍କ ଆଜି ସ୍ୱତନ୍ତ୍ର ବେଶ, ସର୍ବମଙ୍ଗଳା ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସହରଠାରୁ ମାତ୍ର ୭ କିମି ଦୂର ଗଞ୍ଜାମ ବ୍ଲକ ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମର ଜଙ୍ଗଲ ଜମି ଧଡ଼ାପାହାଡ଼ରେ ଅବସ୍ଥାନ କରିଥିବା ପ୍ରସିଦ୍ଧ ମା' ରାମଚଣ୍ଡୀଙ୍କ ଆଜି ସ୍ୱତନ୍ତ୍ର ବେଶ ଲାଗି ହୋଇଛି । ପ୍ରକାଶ ଥାଉକି,
Read More...

କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର ତୃତୀୟ ବାର୍ଷିକୀ ପ୍ରତିଷ୍ଠା ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର ତୃତୀୟ ବାର୍ଷିକୀ ପ୍ରତିଷ୍ଠା ଉତ୍ସବ ସଭାପତି ନରହରି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାରାଜା
Read More...

ଗଞ୍ଜାମ ଜିଲ୍ଲାର ଗ୍ରାମୀଣ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀଙ୍କ ସହ ହସ ଖୁସିରେ ସାମିଲ ହେଲେ ଓ ପାଠ ପଢ଼ାଇଲେ ୫-ଟି ସଚିବ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପିତ୍ତଳ ସ୍ଥିତ ଯୁକ୍ତ ୨ ମହାବିଦ୍ୟାଳୟ, ଶେରଗଡ ସ୍ଥିତ ଆଇଟିଆଇ, ଯୁକ୍ତ ୨ ମହାବିଦ୍ୟାଳୟ କଞ୍ଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଖମ୍ବେୟା ଦୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ,
Read More...

ଛତ୍ରପୁର ସ୍ଥିତ କରାତଳି ଗ୍ରାମରେ ମାଗଣା ଚିକିତ୍ସା ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗି ପଞ୍ଚାୟତର କରାତଳି ଗ୍ରାମର ଦିବ୍ୟ ଜୀବନ ସଂଘ ପରିସରରେ ଛତ୍ରପୁର ରୋଟାରୀ କ୍ଲବ ଆନୁକୂଲ୍ୟରେ ଏକ ଦିନିକିଆ ମାଗଣା ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି । ରେଫ୍ଲେକ୍ସୋଲୋଜି ଥେରାପିଷ୍ଟ ଶୁଭ୍ରକାନ୍ତ ପାଢୀ
Read More...