ଗଞ୍ଜାମ ଜିଲ୍ଲା ଦୌରା ଜଜ୍ ଏବଂ ଏ.ଡି.ଜେ. ସାହେବ ରାମଚଣ୍ଡୀଙ୍କ ଦର୍ଶନ କରି ଆତ୍ମ ବିଭୋର ହୋଇଛନ୍ତି
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଦୌରା ଜଜ୍ ଏବଂ ଏ.ଡି.ଜେ. ସାହେବ ବୁଧବାର ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀଙ୍କ ଦର୍ଶନ କରି ଆତ୍ମ ବିଭୋର ହୋଇଛନ୍ତି । ମନ୍ଦିରର ନିର୍ମାଣ ଶୈଳୀ, ପ୍ରାସାଦ ଏବଂ ପ୍ରକୃତିର ଅନବୈଦ୍ୟ ସୁରମ୍ୟ ଋଷିକୁଲ୍ୟା ନଦୀର!-->…
Read More...
Read More...