Browsing Tag

bhubaneswar news

ବିଧାନସଭା ପରିସରରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଲେ କଂଗ୍ରେସ ବିଧାୟକ ଦଳ ନେତା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଗତକାଲି ପୂର୍ବାହ୍ନରେ ଗୃହ ମୁଲତବୀ ହେବା ପରେ ଚାଷୀଙ୍କ ଧାନ କିଣା ଦୁର୍ନୀତିରେ ଲିପ୍ତ ଅଧିକାରୀ, ଅସାଧୁ ବ୍ୟବସାୟୀ ଏବଂ ମାଲିକ ମାନଙ୍କ ବିରୁଦ୍ଧରେ କାର୍ୟ୍ୟାନଷ୍ଠାନ ତଥା ମଣ୍ଡିରେ ପଡି ରହିଥିବା ଧାନ ଶୀଘ୍ର ଯିବା ଦାବୀରେ କଂଗ୍ରେସ ବିଧାୟକ ଦଳ ନେତା…
Read More...

ଏଣିକି ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ସେବା ପାଇଁ ଗୋଟିଏ ନମ୍ବର “୧୧୨” ଡାଏଲ୍ କରି ସେବା ପ୍ରାପ୍ତ କରି…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏଣିକି ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ପାଇଁ ଆଉ ଅଲଗା ଅଲଗା ନମ୍ବରକୁ କଲ କରିବାକୁ ପଡ଼ିବନି । ୩ ପ୍ରମୁଖ ଜରୁରୀକାଳୀନ ସେବା ପାଇଁ ଗୋଟିଏ ନମ୍ବର "୧୧୨" ଡାଏଲ୍ କରି ସେବା ପ୍ରାପ୍ତ କରି ପାରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଶୁଭାରମ୍ଭ…
Read More...

ରାଜ୍ୟରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୭୦୫ : ଆଜି ୧୧୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୭୦୫ ରହିଛି । ଆଜି ୧୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୬ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ…
Read More...

ଲୁଟେରାଙ୍କ କଳା କାରନାମା : ସିମେଣ୍ଟ ଦୋକାନରୁ ଲୁଟିନେଲେ ୨୫ ହଜାର ଟଙ୍କା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ସିମେଣ୍ଟ କିଣିବା ବାହାନାରେ ଆସି ସିମେଣ୍ଟ ଦୋକାନରୁ ଲୁଟିନେଲ ୨୫ ହଜାର ଟଙ୍କା। ଏମିତି ଏକ ଖବର ଦେଖିବାକୁ ମିଳିଛି ଭୁବନେଶ୍ୱର ନିଳାଦ୍ରୀ ବିହାରରେ ଥିବା ଏକ ସିମେଣ୍ଟ ଦୋକାନରେ । ଗତକାଲି ସନ୍ଧ୍ୟାରେ ଜଣେ ବ୍ୟକ୍ତି ପ୍ରଭୁମହିମା ସିମେଣ୍ଟ ଦୋକାନକୁ…
Read More...

କୃଷି ଓଡିଶା- ୨୦୨୧ କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ୬୫ଜଣ ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି । କୃଷି ଓଡିଶା-୨୧ କାର୍ୟ୍ୟକ୍ରମରେ ନିଯୁକ୍ତି ପତ୍ର ପ୍ରଦାନ କରିବା ଅବସରରେ ମାଛଚାଷ କୃଷକଙ୍କ ଆୟ ବହୁଗୁଣିତ କରିବା ତଥା ରାଜ୍ୟକୁ ମାଛ ଉତ୍ପାଦନରେ ‌ସ୍ୱାବଲମ୍ବୀ କରିବା ରାଜ୍ୟ…
Read More...

କରୋନା ବିରୁଦ୍ଧରେ ଲଢେଇ ଜାରି ରଖନ୍ତୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ବିପଦ ଏବେବି ସମ୍ପୁର୍ଣ୍ଣ ଭାବରେ ଟଳି ନାହିଁ । ମାସ୍କ ସଠିକ୍ ଭାବରେ ପରିଧାନ କରନ୍ତୁ, ଶାରିରୀକ ଦୂରତା ବଜାୟ ରଖନ୍ତୁ ଏବଂ ଭଲ ଭାବରେ ସାବୁନରେ ହାତ ଧୋଇବା ଅଭ୍ୟାସ ଜାରି ରଖନ୍ତୁ । ରାଜ୍ୟ ସୂଚନା ଓ ଲୋକ ସ‌ମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା…
Read More...

ରାଜ୍ୟରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୬୧ : ଆଜି ୮୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୬୧ ରହିଛି । ଆଜି ୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୫ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ…
Read More...

ଆଇଏଫଏସ ଶିଶିର କୁମାର ରଥଙ୍କୁ ରାଜ୍ୟର ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ଭାବେ ନିଯୁକ୍ତି

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ବରିଷ୍ଠ ଆଇଏଫ୍‌ଏସ୍ ଶିଶିର କୁମାର ରଥଙ୍କୁ ରାଜ୍ୟର ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ଭାବେ ନିଯୁକ୍ତି ମିଳିଛି । କେନ୍ଦ୍ରୀୟ ଡେପୁଟେସନ ଅବଧି ସରିବା ପୂର୍ବରୁ ଓଡ଼ିଶା ଫେରିଥିବା ୧୯୮୭ ବ୍ୟାଚର ଏହି ଆଇଏଫ୍‌ଏସ୍ ଅଫିସରଙ୍କୁ ଏହି ପଦବୀକୁ ପଦୋନ୍ନତି ଦିଆଯାଇଥିବା…
Read More...

ବିଦ୍ୟୁତ୍‌ ଟ୍ରାନସଫର୍ମର ଫାଟି ୪ ଜଣ ଗୁରୁତର

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ବିଦ୍ୟୁତ୍‌ ଟ୍ରାନସଫର୍ମର ଫାଟି ୪ ଜଣ ଗୁରୁତର ହୋଇଛ‌ନ୍ତି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଓମଫେଡ ଅଫିସ ଗେଟ୍‌ ସମ୍ମୁଖରେ ଥିବା ବିଦ୍ୟୁତ୍‌ ଟ୍ରାନସଫର୍ମର ଫାଟିଛି । ଯାହାଫଳରେ ନିକଟରେ ଥିବା ୪ ଜଣ ଲୋକ ଗୁରୁତର…
Read More...

ଆସନ୍ତା ଏପ୍ରିଲ ୧୭ରେ ହେବ ପିପିଲି ଉପ-ନିର୍ବାଚନ

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ବିଜେଡିର ବରି‌ଷ୍ଠ ନେତା ତଥା ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ମେଲା ପଡିଥିବା ବେଳେ ଆସନ୍ତା ଏପ୍ରିଲ ୧୭ରେ ହେବ ପିପିଲି ଉପ-ନିର୍ବାଚନ ବୋଲି ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନାମାଙ୍କନ ଦାଖଲର…
Read More...