ଖରିଫ ଧାନ ସଂଗ୍ରହ କାର୍ୟ୍ୟ
ଭୁବନେଶ୍ୱର, (କେପିଏନ୍ଏସ୍) : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୧.୨୪ ଲକ୍ଷ ମେଟ୍ରିକ ଟନ୍ ଖରିଫ ଧାନ ସଂଗ୍ରହ ହୋଇସାରିଛି । ସଂଗୃହୀତ ଧାନର ମୂଲ୍ୟ ୧୧ ହଜାର ୪୪୧ କୋଟି ଟଙ୍କା । ୧୧ ଲକ୍ଷ ୫୦ ହଜାର ପଞ୍ଜୀକୃତ ଚାଷୀ ଖରିଫ ଧାନ ବିକ୍ରି କରିଛନ୍ତି । ମାର୍ଚ୍ଚ ୩୧ ତାରିଖ ପର୍ୟ୍ୟନ୍ତ ଧାନ!-->…
Read More...
Read More...