Browsing Tag

bhubaneswar news

କଳିଙ୍ଗ ଷ୍ଟୁଡିଓ ପୁନଃନିର୍ମାଣ

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରସ୍ତାବିତ କଳିଙ୍ଗ ଷ୍ଟୁଡିଓ ପୁନଃନିର୍ମାଣ କାର୍ୟ୍ୟ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । କଳିଙ୍ଗ ଷ୍ଟୁଡିଓକୁ ବିଶ୍ଵସ୍ତରୀୟ ଭାବରେ ବିକଶିତ କରିବା ପାଇଁ ରାଜ୍ୟ ସରକାର ୨୦୦ କୋଟି ଟଙ୍କାର…
Read More...

‘ସଂସ୍କୃତି ଓ ସଂସ୍କୃତି’ ପକ୍ଷରୁ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ଓ ସଂସ୍କୃତି’ ଏବଂ ‘ସଚେତନ ନାଗରିକ ଫୋରମ୍‌’, ଓଡ଼ିଶା ପକ୍ଷରୁ ଦ୍ୱୈତ ନଗରୀର ନୂତନ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଉଭୟ ଅନୁଷ୍ଠାନର ଏକ ପ୍ରତିନିଧି ଦଳ ଶ୍ରୀ…
Read More...

ଆଜି ହେଉଛି ବିଶ୍ୱ ଯକ୍ଷ୍ମା ଦିବସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ହେଉଛି ବି‌ଶ୍ୱ ଯକ୍ଷ୍ମା ଦିବସ । ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାରେ ଯକ୍ଷ୍ମାରୋଗୀଙ୍କ ପାଇଁ ପରୀକ୍ଷା ଓ ଚିକିତ୍ସା ସୁବିଧା ମାଗଣାରେ ଉପଲବ୍ଧ । ଅଧିକ ସୂଚନା ପାଇଁ ଯକ୍ଷ୍ମା ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ : ୧୮୦୦-୧୧-୬୬୬୬ ନିଃଶୁକ୍ଲ…
Read More...

ମାନ୍ୟବର ମୁଖ୍ୟମନ୍ତ୍ରୀ‌ଙ୍କ କୋଭିଡ ସମୀକ୍ଷା

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି କୋଭିଡ ମହାମାରୀର ସମ୍ଭାବ୍ୟ ୨ୟ ସଂକ୍ରମଣର ମୁକାବିଲା ସଂପର୍କରେ ସମୀକ୍ଷା କରି ସତର୍କତା ମୂଳକ ପଦକ୍ଷେପ ଓ ଜନସଚେତନତା ଉପରେ ଗୁରୁତ୍‌ତ୍ୱ ଆରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏବେଠାରୁ…
Read More...

ଭୁବନେଶ୍ୱର “ନିଫା”ର ରକ୍ତଦାନ ଶିବିର

ଭୁବନେଶ୍ୱର, (ନିରୋଜ କୁମାର ପାଣୀ) : ଗତକାଲି କ୍ରାନ୍ତିବୀର ଭଗତ ସିଂ, ରାଜଗୁରୁ ଓ ସୁଖଦେବଙ୍କ ୯୦ ତମ ସହୀଦ ଦିବସ ଉପଲକ୍ଷେ ଆନ୍ତର୍ଜାତୀୟ ସେବା ସଂସ୍ଥା "ନିଫା"ତରଫରୁ ଗୋଟିଏ ଦିନରେ ସାରା ଦେଶ ବ୍ୟାପୀ ସମସ୍ତ ରାଜ୍ୟର ତଥା ଓଡ଼ିଶାର ପ୍ରତିଟି ଜିଲ୍ଲାରେ ରକ୍ତ ଦାନ ଶିବିରର ଆୟୋଜନ…
Read More...

ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୩

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୮୯୮ ରହିଛି । ଆଜି ୧୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ…
Read More...

୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଗି ବିବେଚିତ ହେଲା ୩ଟି ଓଡ଼ିଆ ସିନେମା : ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନରେ ଆସୁଥିବା ଚଳଚିତ୍ର ମହୋତ୍ସବ ନିର୍ଦ୍ଦେଶଳାୟ ଦ୍ୱାରା ଗତକାଲି ୨୦୧୯ ମସିହାର ଚଳଚିତ୍ର ଗୁଡିକ ପାଇଁ ପୁରସ୍କାର ଘୋଷଣା କରାଯାଇଛି । ତେବେ ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଗି ୩ ଟି ଓଡ଼ିଆ ଚଳଚିତ୍ରକୁ ସମ୍ମାନୀତ…
Read More...

ଆଜି ରାଜ୍ୟରେ ୧୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୮୬୭ ରହିଛି । ଆଜି ୧୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ…
Read More...

କୁଲତା ସମାଜ କଲ୍ୟାଣ ସଙ୍ଗଠନ ପକ୍ଷରୁ ଦେବରାଜ ପ୍ରଧାନଙ୍କ ସ୍ମୃତି ସଭା

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : କୁଲତା ସମାଜ କଲ୍ୟାଣ ସଙ୍ଗଠନ ପକ୍ଷରୁ ସ୍ଥାନୀୟ ପାନ୍ଥନିବାସ ପରିସରରେ ବିଶିଷ୍ଟ ପ୍ରତ୍ନତତ୍ତ୍ବବିତ, ଐତିହାସିକ ତଥା ରାଜ୍ୟ ଅଭିଲେଖାଗାରର ପୂର୍ବତନ ଅଧୀକ୍ଷକ ଦେବରାଜ ପ୍ରଧାନଙ୍କର ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗଦେଇ ଅନୁଷ୍ଠାନର…
Read More...

‘ମୋ କଲେଜ’ ଅଭିଯାନର ଆଜି ଶୁଭାର‌ମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଉଚ୍ଚଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମିକୁ ଆହୁରି ବିକାଶ କରିବା ଏବଂ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଦକ୍ଷତା ବୃଦ୍ଧି କରିବା ନିମନ୍ତେ କାର୍ୟ୍ୟକାରୀ ହୋଇଥିବା "ମୋ କଲେଜ" ଅଭିଯାନକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶୁଭାରମ୍ଭ କରିବେ । ରାଜ୍ୟ…
Read More...