ଜମିବାଡ଼ି ବିବାଦରୁ ଘର ପୋଡ଼ି : ଜଳିଗଲା ଅନେକ କାଗଜପତ୍ର ଏବଂ ଦାମୀ ସାମଗ୍ରୀ
ଭଦ୍ରକ : ଜମିବାଡ଼ି ବିବାଦରୁ ଘରପୋଡ଼ି ଅଭିଯୋଗ । ଯେଉଁଥିରେ ନଗଦ ଟଙ୍କା ସହ ଅନେକ ଅଳଙ୍କାର ଓ କାଗଜପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି । ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ସୟା ପଞ୍ଚାୟତ ବାଂଶବାଗ ଗାଁରୁ ଆସିଛି ଏମିତି ଘଟଣା । ଖବର ଅନୁଯାୟୀ, ବାଂଶବାଗ ଗାଁରେ ନିଶାକର!-->…
Read More...
Read More...