ବିଜେପିର ନୂଆଖାଇ ଭେଟଘାଟ ସମାରୋହ ଜରିଆରେ ପଶ୍ଚିମ ଓଡ଼ିଶା ଉପରେ ଫୋକସ୍ : ସାମିଲ ହେଲେ ରାଜ୍ୟ ସଭାପତି
ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : ଭାରତୀୟ ଜନତା ପାର୍ଟି ପକ୍ଷରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ନୂଆଁଖାଇ ଭେଟଘାଟ ସମାରୋହ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପିର ପ୍ରଦେଶ ସଭାପତି ମନମୋହନ ସାମଲଙ୍କ ସମେତ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅନେକ ନେତା ସାମିଲ ହୋଇଥିଲେ ।!-->…
Read More...
Read More...