ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶଗଡ଼ାରେ ବାର୍ଷିକ ଉତ୍ସବ-୨୦୨୬ ଅନୁଷ୍ଠିତ
ଭବାନୀପାଟଣା, (କେପିଏନ୍ଏସ୍) : ବିଦ୍ୟାଳୟରେ ଶୈକ୍ଷିକ କାର୍ଯ୍ୟ ସହ ଶୈକ୍ଷିକ କାର୍ଯ୍ୟର ଆବଶ୍ୟକତାକୁ ଏଡ଼ାଇ ଦିଆଯାଇ ନପାରେ । ସେହି ସହଶୈକ୍ଷିକ କାର୍ଯ୍ୟର ଅଂଶ ବିଶେଷ ହେଉଛି ବିଦ୍ୟାଳୟର ବାର୍ଷିକ ଉତ୍ସବ । ଭବାନୀପାଟଣା ସଦର ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,!-->…
Read More...
Read More...