Browsing Tag

belpada news

ଯୁବ ସରପଞ୍ଚ ପ୍ରଦୀପ ବେହାର ଆସିବା ଦିନଠୁ ବାଗଦୋର ପଞ୍ଚାୟତରେ ବିକାଶ ହିଁ ବିକାଶ

ବେଲପଡା, (ଭେଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ଅନ୍ତର୍ଗତ ବାଗଦୋର ଗ୍ରାମ ପଞ୍ଚାୟତରେ ଯେଉଁ ଦିନଠାରୁ ପ୍ରଦୀପ ବେହେରା ସରପଞ୍ଚ ହେଲେ ସେହିଦିନଠାରୁ ପଞ୍ଚାୟତର ପ୍ରତ୍ୟେକ ଗ୍ରାମକୁ ପିଡ଼ିଏସ୍‌ ଚାଉଳ ବଣ୍ଟନ କରିବା ସହ ଗ୍ରାମମାନଙ୍କରେ ଅନେକ ଉନ୍ନତିମୂଳକ କାମ ହୋଇଛି ।…
Read More...

ଘଗରା ଛକ ଓ ଘାଗୁର୍ଲି ମଝି ରାସ୍ତାରେ ସଡକ ଦୁର୍ଘଟଣା

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ନିକଟସ୍ଥ ଘାଗୁର୍ଲି ଏବଂ ଘଗରା ଛକ ମଝିରେ ଭାରସାମ୍ୟ ହରାଇ ଏକ ମଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁସାରେ ସୁପର ଏକ୍ସସେଲ୍‌ ଗାଡି ନମ୍ବର ଓଡି୨୬ବି୬୩୪୬ରେ ଦୁଇଜଣ ଏକ ବିବାହ ଭୋଜି ଖାଇବା ପାଇଁ ତାଲଭଟା…
Read More...

ବିଛୁବାହାଲି ଗ୍ରାମଠାରେ ବ୍ଲକସ୍ତରୀୟ ପ୍ରାଣୀଧନ ମେଳା ଅନୁଷ୍ଠିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ଦିନ ୧୦ଟାରେ ବ୍ଲକ ସ୍ତରୀୟ ପ୍ରାଣୀଧନ ମେଳା ବେଲପଡ଼ା ବ୍ଲକ ଅଧିନସ୍ଥ ବିଛୁବାହାଲି ଗ୍ରାମର "ସୁରଭିସୌଧ" ଏବଂ ବିକାଶ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଉପସ୍ଥିତ ଥିଲେ । ଆଜିର ଏହି…
Read More...

ଭତ୍ତା ଟଙ୍କା ଉଠାଇବାକୁ ଯାଇ ବାଟରେ ବୃଦ୍ଧ ଚେତାଶୂନ୍ୟ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବେଲପଡା ଗ୍ରାମ ପଞ୍ଚାୟତର କୁଡଭଟା ଗ୍ରାମର ରାଜାରାମ ହାତୀ ବେଲପଡା ଷ୍ଟେଟ ବ୍ୟାଙ୍କକୁ ଆସି ଫେରୁଥିବା ସମୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଚେତାଶୂନ୍ୟ ହୋଇ ପଡିଲେ । ସୂଚନାଯୋଗ୍ୟ ଯେ, ଦୁଇ ବୃଦ୍ଧବୃଦ୍ଧା ତାଙ୍କର ଭତ୍ତା ଟଙ୍କା…
Read More...

ଓସ୍ତାଲି ଡ୍ୟାମର ଉନ୍ନତିକରଣ ଓ କେନାଲ ମରାମତି କରି ଚାଷ ପାଇଁ ପାଣି ଯୋଗାଇ ଦେବାକୁ ଦାବୀ କଲେ ବେଲପଡା ଜିଲ୍ଲା ପରିଷଦ…

ବେଲପଡା, (କେପିଏନ୍‌ଏସ୍‌) : ଓସ୍ତାଲି ଡ୍ୟାମର ଉନ୍ନତିକରଣ ଓ କେନାଲ ମରାମତି କରି ଧୁମାଭଟା ଓ ଦେଓଗାଁ ଅଞ୍ଚଳର ଚାଷୀଙ୍କୁ ଚାଷ ପାଇଁ ପାଣି ଯୋଗାଇ ଦେବାକୁ ଦାବୀ କରି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଜୋନ୍ ନଂ. ୨୬ ବେଲପଡାର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଅନିମା ଦାଶ ।…
Read More...

ବେଲପଡା ଏମ୍‌ଡିଏମ୍‌ ପାଚିକା ସଙ୍ଘ ପକ୍ଷରୁ ଦାବୀପତ୍ର ପ୍ରଦାନ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଏମ୍‌ଡିଏମ୍‌ ପାଚିକା ସଙ୍ଘ ପକ୍ଷରୁ ୧୬ ଗୋଟି ଦାବୀ ନେଇ ବେଲପଡା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ପ୍ରଥମେ ନିଖିଳ ଓଡ଼ିଶା ଏମ୍‌ଡିଏମ୍‌ ପାଚିକା ସହାୟିକା ସଙ୍ଘ ବଲାଙ୍ଗିର ଜିଲ୍ଲା…
Read More...

୩ ଦଫା ଦାବୀ ନେଇ ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ଅନ୍ତର୍ଗତ ପଦମପୁର, ସେମେଲପାଲି, ଖଇରମାଲ ଗ୍ରାମବାସୀ ୩ ଦଫା ଦାବୀ ନେଇ ରାସ୍ତାକୁ ଓହ୍ଲାଇଛନ୍ତି । ଦୀର୍ଘ ବର୍ଷରୁ ଦାବୀ କରି ଆସୁଥିଲେ ସୁଦ୍ଧା ବଡ ବଡ ନେତା ମନ୍ତ୍ରୀ ପ୍ରଶାସନିକ ଅଧିକାରୀ ଖାଲି ମିଛଟାରେ ସ୍ୱପ୍ନ ଦେଖାଇ…
Read More...

ବେଲପଡା କାର୍ଯ୍ୟାଳୟଠାରେ ବିଶ୍ୱ ଶ୍ରମିକ ଦିବସ ପାଳିତ

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା କାର୍ଯ୍ୟାଳୟଠାରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ବ୍ଲକ ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଭାରେ ବେଲପଡା ବିଡିଓ, ଏବିଡିଓ, ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ ଏବଂ ଜନସାଧାରଣ ଉପସ୍ଥିତ ଥିଲେ ।
Read More...

ବାହାର ରାଜ୍ୟକୁ ଦାଦନ ଖଟିଯିବା ପାଇଁ ଦରଖାସ୍ତ ଦେଲେ ସମିତି ସଭ୍ୟା

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବାହାର ରାଜ୍ୟକୁ ଦାଦନ ଖଟିଯିବା ପାଇଁ ଦରଖାସ୍ତ ଦେଇଛନ୍ତି ଧୂମାଭଟା ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ସବିତା ଭୁଏ । ଏହି ଦୃଶ୍ୟ ହେଉଛି ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ଅନ୍ତର୍ଗତ ଧୂମାଭଟା ଗ୍ରାମ ପଞ୍ଚାୟତର । ସୂଚନା ଅନୁସାରେ ଏଠିକାର…
Read More...

ବିଜୁବାବୁଙ୍କ ତିରୋଧାନ ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ : ଯୋଗ ଦେଲେ ବିଧାୟକ ସରୋଜ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବେଲପଡା ସ୍ଥିତ ନବୀନ ଧର୍ମଶାଳାଠାରେ ମହାନ ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସରକାରୀ ଦଳ ଉପମୁଖ୍ୟ ସଚେତକ ତଥା ପାଟଣାଗଡ଼…
Read More...