ଲଥାକେନ୍ଧ ଗ୍ରାମରେ ଅଘଟଣ : ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ନିକଟସ୍ଥ ସଲଣ୍ଡି ଗ୍ରାମ ପଞ୍ଚାୟତ ଲଥାକେନ୍ଧ ଗ୍ରାମରେ ଆଜି ଏକ ଅଘଟଣ ଘଟିଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ ଆଜି ଉକ୍ତ ଗ୍ରାମର ରଞ୍ଜନ ପୁଞ୍ଜି (୨୨) ନିଜ ଘରେ ଭିତର ପଟୁ କବାଟ ଦେଇ ବେକରେ ପ୍ଲାଷ୍ଟିକ ଦୌଡ଼ି!-->…
Read More...
Read More...