Browsing Tag

belapada news

ଗ୍ରାହକ ସେବା କେନ୍ଦ୍ରରେ ହୋଇଥିବା ଚୋରି ମାମଲା ପର୍ଦାଫାଶ କଲା ବେଲପଡା ପୋଲିସ

ବେଲପଡା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ଲଥାକେନ୍ଦ ଛକ ସ୍ଥିତ ଗ୍ରାହକ ସେବାକେନ୍ଦ୍ରରେ ଗତ କିଛି ଦିନ ତଳେ ଚୋରି ହୋଇଥିବା ଘଟଣାକୁ ଆଜି ପର୍ଦ୍ଦାଫାଶ କରିବା ସହ ଜଣଙ୍କୁ ଗିରଫ କରି ଚୋରି ସାମଗ୍ରୀ ଜବତ କରିଛି ବେଲପଡା ପୋଲିସ । ସୂଚନା ଅନୁସାରେ ଗତ ଜୁଲାଇ…
Read More...

ସ୍କୁଲରୁ ଫେରିବା ସମୟରେ ଦୁର୍ଘଟଣାରେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ : ୧ ଆହତ, ୨ ଗୁରୁତର

ବେଲପଡା, (ଅଶୋକ କୁମାର ବାଗ) : ବେଲପଡ଼ା ଥାନା ଅନ୍ତର୍ଗତ ମୁଣ୍ଡୋଦର୍ହ ଛକ ନିକଟରେ ଏକ ଗାଡ଼ିର ଚକ ଫାଟି ଯିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ଜଣେ ଶିକ୍ଷୟତ୍ରୀ ପୂର୍ଣ୍ଣିମା ମିଶ୍ରଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବାରୁ ପ୍ରଥମେ ପାଟଣାଗଡ…
Read More...

ଜେଜେମାଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଲା ନାତି

ବେଲପଡା, (ଅଶୋକ କୁମାର ବାଗ) : ଭତ୍ତା ଟଙ୍କା ପାଇଁ ଜେଜେମାଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଲା ନାତି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଭାଲୁଖାଇ ଗାଁରେ । ଜେଜେମା ଯୁଗ ଭୁଏ (୮୫)ଙ୍କୁ ନାତି ରାଜ ଭୁଏ ଠେଙ୍ଗାରେ ପିଟି ପିଟି ମାରିଥିବା ଅଭିଯୋଗ ହୋଇଛି…
Read More...

ଅଜଣା ମହିଳାଙ୍କ ଗଳିତ ମୃତଦେହ ଲାନ୍ଥ ନଦୀରୁ ଠାବ କଲା ପୋଲିସ

ବେଲପଡା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା କେନକେବା ନିକଟସ୍ଥ ଲାନ୍ଥ ନଦୀରେ ଏକ ମୃତଦେହ ପଡିଥିବାର ଖବରପାଇ ବେଲପଡା ପୋଲିସ ପହଞ୍ଚି ଶବଟିକୁ ଜବତ କରି ତଦନ୍ତ ଚଳାଇଛି । ସୂଚନା ଅନୁସାରେ ବେଲପଡା ଥାନା ମଧ୍ୟପୁର ପଞ୍ଚାୟତ ଅନ୍ତର୍ଗତ କେନକେବା ଲାନ୍ଥ ନଦୀରେ ଶବଟିଏ…
Read More...

ଗଞ୍ଜେଇ ମାଫିଆଙ୍କ ପାଟଣାଗଡ଼ ଡାକ୍ତରଖାନାରେ ମୃତ୍ୟୁ

ବେଲପଡା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ନୁନହାଡ଼ ଗ୍ରାମ ନିକଟରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ବାଇକଟି ଦୁର୍ଘଟଣା ଗ୍ରସ୍ତ ହେବାରୁ ପାଟଣାଗଡ଼ ଡାକ୍ତରଖାନାରେ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗଞ୍ଜେଇ ଚୋରା ଚାଲାଣ ଖବର ପାଇ…
Read More...

କୁଚିଆ ମଦ ବେପାରୀ ଗିରଫ

ବେଲପଡ଼ା : ବେଲପଡା ପୁଲିସ ବୁଢ଼ାଭଟା ଗାଁର ଜଣେ କୁଚିଆ ମଦ ବେପାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଯଦୁମଣି ବେହେରା । ଯଦୁମଣି ବେଆଇନ ଭାବରେ ନିଜ ଗାଁରେ ବିଦେଶୀ ମଦ ବିକ୍ରି କରୁଥିଲେ । ପୁଲିସ କୌଣସି ସୂତ୍ରରୁ ଖବର ପାଇ ଆଜି ତାଙ୍କୁ ଗିରଫ କରିଥିଲା ।…
Read More...

ବେଲପଡାରେ ପୁଣି ଦବଦବା ଦେଖାଇଲେ ବିଧାୟକ ସରୋଜ ମେହେର

ବେଲପଡା, (ଅଶୋକ କୁମାର ବାଗ) : ପାଟଣାଗଡରେ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକଙ୍କ ଲୋକପ୍ରିୟତା ବଢ଼ି ଚାଲିଛି । ଥରକୁ ଥର କର୍ମୀ ସମ୍ମିଳନୀ ଓ ମହିଳା ସମାବେଶ କରି ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମାଗମ ଦେଖାଇ ବିଧାୟକ ସରୋଜ କୁମାର…
Read More...

ବେଲପଡ଼ାରେ ବିଧାୟକଙ୍କ ଶକ୍ତି ପ୍ରଦର୍ଶନ

ବେଲପଡ଼ା, (ଅଶୋକ କୁମାର ବାଗ) : ରାଜ୍ୟ ରାଜନୀତିରେ ସବୁ ସମୟରେ ଚର୍ଚ୍ଚାରେ ରହିଥାଏ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ । ୫ ଥର ପାଇଁ ବିଧାୟକ ହୋଇଥିବା ବିଜେପିର ଭେଟରେନ୍‌ ନେତା କନକ ବର୍ଦ୍ଧନ ସିଂହଦେଓଙ୍କୁ ହରାଇ ଯୁବ ନେତା ସରୋଜ ମେହେର ବିଧାୟକ ହୋଇ ସାରା ରାଜ୍ୟରେ ଚର୍ଚ୍ଚାରେ ଥିଲେ ।…
Read More...

ବେଲପଡ଼ା ଆରିହଂଶ ଷ୍ଟୋରର ଦୁଇଟି ସ୍ଥାନରେ ବଲାଙ୍ଗିର ଜିଏସ୍‌ଟିର ଚଢ଼ାଉ

ବେଲପଡା, (ଅଶୋକ କୁମାର ବାଗ) : ଗୁରୁବାର ବଲାଙ୍ଗିର ସିଟି ଓ ଜିଏସ୍‌ଟି ବିଭାଗର ଏକ ୯ ଜଣିଆ ଟିମ ବେଲପଡ଼ା ସ୍ଥିତ ରାଜେଶ୍ ଅଗ୍ରୱାଲଙ୍କ ଅନନ୍ତ ଏଣ୍ଟରପ୍ରାଇସ ଦୋକାନ ସହ ଗୋଦାମ ଘରରେ ଅତର୍କିତ ଚଢାଉ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଦୀର୍ଘ ଦିନ ଧରି ରାଜେଶ ଅଗ୍ରୱାଲ ସରକାରଙ୍କୁ ଆୟକର…
Read More...

ମା’ ମାଳତୀଙ୍କ ଶାଢୀରେ ଝୁଲି ପଡିଲେ ପୁଅ ଦ୍ରୋଣ

ବେଲପଡ଼ା, (କେପିଏନ୍‌ଏସ୍‌) ଡକାଡକି ହୋଇ ଚାଲିଗଲେ ପରିବାରର ୫ଜଣ । ପରିବାରର ୫ ଜଣଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଥିଲେ ୧୯ ବର୍ଷୀୟ ପୁଅ ଦ୍ରୋଣ ମହାକୁଡ଼ । ପରିବାର ସଦସ୍ୟଙ୍କୁ ହରାଇବାର ଦୁଃଖ ସହିନପାରି ଶେଷରେ ନିଜ ମା’ଙ୍କ ଶାଢୀରେ ଝୁଲିପଡିଲେ । ଏପରି ଏକ ଅଭାବନୀୟ ଘଟଣା ଘଟିଛି…
Read More...