ଆଦାନୀ କମ୍ପାନୀର ପଦକ୍ଷେପକୁ ନେଇ ଲୋକଙ୍କ ଭିତରେ ଚର୍ଚ୍ଚା : ଭୁଆଁ ବୁଲାଇ ଜମି ହଡପ୍
ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଏବେ ସାରା ଓଡ଼ିଶାରେ ଆଦାନୀର ଜମି କିଣା ବିଷୟ ଚାଂଚଲ୍ୟ ସୃଷ୍ଟି କରିଛି । ଲୋକଙ୍କ ସରକାର, ଗରିବଙ୍କ ସରକାର କହୁଥିବା ବିଜେପି ସରକାର ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ କରି ଶାସନ କରୁଥିବା ବେଳେ ବର୍ତ୍ତମାନ ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି । ସରକାର!-->…
Read More...
Read More...