Browsing Tag

baripada news

୯ ଦିନିଆ ଜାତୀୟ ନାଟ୍ୟ ମହୋତ୍ସବର ୮ମ ସନ୍ଧ୍ୟା

ଦର୍ଶକଙ୍କୁ ବିମୋହିତ କଲା ଅନୁଗୁଳର ନାଟକ "ଚିତ୍ରଲିପି" ଓ ବେଲପାହାଡ଼ର "ଉଲଫି" ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ସହିଦ ସ୍ମୃତି ଭବନରେ ଆମେ, ବାରିପଦା ଆନୁକୂଲ୍ୟରେ ଆୟୋଜିତ ୨ୟ ବାର୍ଷିକ ୯ ଦିନିଆ ନାଟ୍ୟ ମହୋତ୍ସବର ୮ମ ସନ୍ଧ୍ୟାରେ ୧ମ ନାଟକ ନାଟ୍ୟମ, ଅନୁଗୁଳ ପ୍ରଯୋଜିତ ନାଟକ…
Read More...

୯ ଦିନିଆ ଜାତୀୟ ନାଟ୍ୟ ମହତ୍ସୋବର ୬ଷ୍ଠ ସନ୍ଧ୍ୟା

ଦର୍ଶକଙ୍କୁ ବିମୋହିତ କଲା ସମ୍ବଲପୁରର ନାଟକ "ଅନନ୍ୟ" ଓ ମିଦିନାପୁରର "ଓରେ ବିହଙ୍ଗ" ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ସହିଦ ସ୍ମୃତି ଭବନରେ ବାରିପଦା ଆନୁକୂଲ୍ୟରେ ୨ୟ ବାର୍ଷିକ ୯ ଦିନିଆ ନାଟ୍ୟ ମହୋତ୍ସବର ୬ଷ୍ଠ ସନ୍ଧ୍ୟାରେ ୧ମ ନାଟକ କ ଖ ଗ, ସମ୍ବଲପୁର ପ୍ରଯୋଜିତ ନାଟକ…
Read More...

ମହାରାଜା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପାଠ୍ୟଦାନ ହେବ ସ୍ଥାନାନ୍ତର

ନୂତନ କୋଠା ନିର୍ମାଣ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ପ୍ରଚେଷ୍ଟା : ୩୮ କୋଟିରୁ ଅଧିକ ଟଙ୍କା ମଞ୍ଜୁର ବାରିପଦା, (ଦେବସ୍ମିତ ଚୌଧୁରୀ) : ମହାରାଜା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାରିପଦାର ଜରାଜୀର୍ଣ୍ଣ ଓ ଅସୁରକ୍ଷିତ କୋଠାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ଜୀବନ ଓ…
Read More...

୯ ଦିନିଆ ଜାତୀୟ ନାଟ୍ୟ ମହୋତ୍ସବର ୨ୟ ସନ୍ଧ୍ୟା

"ମଞ୍ଚସ୍ଥ ହେଲା ନାଟକ "ନିଃସହାୟ" ଓ "ସୁରେନ୍ଦ୍ର ସାଏଙ୍କ ନିଶ" ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ସହିଦ ସ୍ମୃତି ଭବନରେ ଆମେ, ବାରିପଦା ଆନୁକୂଲ୍ୟରେ ୨ୟ ବାର୍ଷିକ ୯ ଦିନିଆ ନାଟ୍ୟ ମହୋତ୍ସବର ୨ୟ ସନ୍ଧ୍ୟାରେ ୧ମ ନାଟକ ନାରୀ ଅଦ୍ଵିତ୍ୟ, ଭୁବନେଶ୍ୱର ପ୍ରଯୋଜିତ "ନିଃସହାୟ"…
Read More...

ବାରିପଦାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ : ସ୍ଵାଗତିକା ପଣ୍ଡା ପ୍ରଥମ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସାଇନ୍ସ ପ୍ଲାନେଟୋରିୟମ୍ ପରିସରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର-୨୦୨୬ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି…
Read More...

ମୟୂରଭଞ୍ଜରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ

ଜିଲ୍ଲାରେ ମୋଟ ୧୮ ଲକ୍ଷ ୩୬ ହଜାର ୮୨୨ ଭୋଟରପୁରୁଷଙ୍କ ଅପେକ୍ଷା ମହିଳା ଭୋଟର ସଂଖ୍ୟା ଅଧିକ ବାରିପଦା, (ଦେବସ୍ମିତ ଚୌଧୁରୀ) : ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସ୍‌ଆଇଆର)-୨୦୨୬ ଅଧୀନରେ…
Read More...

ବାରିପଦାରେ ଓଏଭି ଫାଉଣ୍ଡେସନ୍ ଡେ ‘ସ୍ପାର୍କ’ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନମନସ୍କତା, ସୃଜନଶୀଳତା, ନବସୃଜନ ଓ ନୂତନ ଚିନ୍ତାଧାରାକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବାରିପଦାସ୍ଥିତ ସହିଦ ସ୍ମୃତି ଭବନଠାରେ ଓଏଭି ଫାଉଣ୍ଡେସନ୍ ଡେ ‘ସ୍ପାର୍କ’…
Read More...

ଜଟିଳ ରକ୍ତକର୍କଟ ରୋଗୀଙ୍କ ପାଇଁ ଜରୁରୀକାଳୀନ ପ୍ଲେଟଲେଟ ଦାନ କଲେ ଡଃ. ନିରୋଜ କୁମାର ପୋଥାଳ

ବାରିପଦା, (ଦେବସ୍ମିତ ଚୌଧୁରୀ) : ମାନବିକତା ଓ ସେବା ମନୋଭାବର ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛନ୍ତି ମୟୂରଭଞ୍ଜର ନିୟମିତ ରକ୍ତଦାତା ଡଃ. ନିରୋଜ କୁମାର ପୋଥାଳ । ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଜଟିଳ ରକ୍ତକର୍କଟ ରୋଗରେ ଚିକିତ୍ସାଧୀନ ୨୩ ବର୍ଷୀୟ ଯୁବକ ହିତେଶ କୁମାର ନାଥଙ୍କ ପାଇଁ…
Read More...

ବାରିପଦା ଖାଉଟି ଅଦାଲତର ରାୟ

ବାରିପଦା, (ଦେବସ୍ମିତ ଚୌଧୁରୀ) : ରାଇରଙ୍ଗପୁର ଥାନା ଅନ୍ତର୍ଗତ ଅମ୍ବାଡିହା ଗ୍ରାମ ଦୁଷ୍ମନ୍ତ ରାୟଙ୍କ ଖାଉଟି ଅଦାଲତରେ ଗତ ୨୦୨୫ ଦରଖାସ୍ତ ଯାହାର ସିସି କେସ୍‌ ନଂ ୩/୨୫ । ଏକ ଓଡି୧୧ଏଫ୍‌ /୫୯୭୯ ନମ୍ବର ବିଶିଷ୍ଟ ମହିନ୍ଦ୍ରା ବୋଲେରୋ ଚୋଳ ମଣ୍ଡଳ ଇନଭେଷ୍ଟ ଫାଇନାନ୍ସ କମ୍ପାନୀରୁ ୨୦୧୮ ଋଣ…
Read More...

ଦୁର୍ଘଟଣାଗ୍ରସ୍ତ ପରିବାରକୁ ମିଳିଲା କ୍ଷତିପୂରଣ

ବାରିପଦା, (ଦେବସ୍ମିତ ଚୌଧୁରୀ) : କେଉଁଝର ସଦର ଥାନା ଅନ୍ତର୍ଗତ ରାଇସୁଆଁ ଗ୍ରାମର ମଙ୍ଗଳ ଚରଣ ନାୟକଙ୍କ ମୋଟର ଦୁର୍ଘଟଣାରେ ମୃତ୍ୟୁ ଘଟଣାର ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ଆଦେଶ ଦେଇଛନ୍ତି କେଉଁଝର ଜିଲ୍ଲା ଜଜ୍‌ ଗୋକୁଳ ଚନ୍ଦ୍ର ବେହେରା । ୨୦୨୫ ଫେବୃଆରୀ ୧୫ ତାରିଖରେ OR-02-AV-4095…
Read More...