Browsing Tag

baripada news

ସାପ କାମୁଡା ଓ ବଜ୍ରପାତ ସଚେତନତା ତଥା ପ୍ରାଥମିକ ଚିକିତ୍ସା କୌଶଳ ତାଲିମ କାର୍ଯ୍ୟକ୍ରମ

ବାରିପଦା, (ଦେବସ୍ମିତ ଚୌଧୁରୀ) : କେନ୍ଦ୍ରୀୟ ବିଦ୍ୟାଳୟ ମୂର୍ଗାବାଡି ସଭା କକ୍ଷରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଭୁବନେଶ୍ୱର ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ମୟୁରଭଞ୍ଜ ସହାୟତାରେ ଓ ଜିଲ୍ଲା ଶିକ୍ଷା ବିଭାଗ ମୟୁରଭଞ୍ଜ ଦ୍ୱାରା “ସାପ କାମୁଡା ଜନିତ
Read More...

ମୟୂରଭଞ୍ଜ ଡ଼ାକ ମଣ୍ଡଳ ପକ୍ଷରୁ “ସେ ନୋ ଟୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ” ସଚେତନତା କାର୍ଯ୍ୟକ୍ରମ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସାଧାରଣ ଲୋକଙ୍କ ମଧ୍ୟରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକର ଅପକାରିତା ବିଷୟରେ ସଚ଼େତନ କରିବାକୁ ମୟୂରଭଞ୍ଜ ଡ଼ାକ ମଣ୍ଡଳ, ବାରିପଦା ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ବାରିପଦା ବଡ଼ଦାଣ୍‌ଣ୍ଡରେ ଥିବା ବିଭିନ୍ନ ଖାଦ୍ୟ
Read More...

କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରାଳୟର ନିର୍ଦ୍ଦେଶକ ଡ଼କ୍ଟର ବର୍ଣ୍ଣାଳୀ ଡେକାଙ୍କ ମୟୂରଭଞ୍ଜ ଗସ୍ତ : ଆଦି କର୍ମଯୋଗୀ…

ବାରିପଦା, (ଦେବସ୍ମିତ ଚୌଧୁରୀ) : ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ନିର୍ଦ୍ଦେଶକ ଡ଼କ୍ଟର ବର୍ଣ୍ଣାଳୀ ଡେକା ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଆଦିକର୍ମଯୋଗୀ ଅଭିଯାନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଜିଲ୍ଲାର ବିଭିନ୍ନ ବ୍ଲକର ଆଦିବାସୀ ବହୁଳ ଗ୍ରାମ ପରିଦର୍ଶନ କରିଛନ୍ତି ।
Read More...

ମାନ୍ୟବର ରାଜ୍ୟ ନିର୍ବାଚନ କମିଶନରଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭାରତୀୟ ପ୍ରଶାସନିକ ସେବାର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ତଥା ମାନ୍ୟବର ରାଜ୍ୟ ନିର୍ବାଚନ କମିଶନର, ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ହେମକାନ୍ତ ସୟଙ୍କ
Read More...

ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଝୁମର ଆଲୋଚନା ଚକ୍ର ଓ କର୍ମଶାଳା ଉଦଯାପିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଓଡିଶା ଝୁମର ଏକାଡେମୀ ଓ ବିଶ୍ଵବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଦୁଇଦିନ ବ୍ୟାପି ଝୁମର ଆଲୋଚନା ଚକ୍ର ଓ କର୍ମଶାଳା ଉଦଯାପିତ ହୋଇଯାଇଛି । ଦ୍ୱିତୀୟ ଦିନର
Read More...

ହିନ୍ଦୀ ପକ୍ଷ ଦିବସ ଉଦଯାପିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡିଶା ରାଷ୍ଟ୍ରଭାଷା ପ୍ରଚାର ସମିତି, ମୟୁରଭଞ୍ଜ ଶାଖା ଆନୁକୂଲ୍ୟରେ ଆୟୋଜନ ହିନ୍ଦୀ ପକ୍ଷ ଦିବସର ଉଦଯାପନୀ ଉତ୍ସବ ଶ୍ରୀମା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମା ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷା କଳ୍ପନା ଷଡଙ୍ଗୀଙ୍କ
Read More...

ପୁଅର ଜିଦ ଆଗରେ ହାରମାନିଲେ ପିତାମାତା – ବିଦ୍ୟାଳୟରେ ଗଛ ଲଗାଇଲେ ଛାତ୍ର

ବାରିପଦା, (ଦେବସ୍ମିତ ଚୌଧୁରୀ) : ୧୦ ବର୍ଷରୁ କମ ପିଲାମାନେ ସାଧାରଣତଃ ଖେଳନା, ଚକଲେଟ, ନୂଆ ସାର୍ଟ ପେଣ୍ଟ ଆଦି କିଣିଦେବା ପାଇଁ ବାପାମାଆଙ୍କ ପାଖରେ ଅଳି କରିଥାନ୍ତି । ମାତ୍ର ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ ନଂ ୱାର୍ଡ ସ୍ଥିତ
Read More...

“ଏକ ପେଡ ମା’କେ ନାମ-୨.୦” ଅଭିଯାନରେ ବାରିପଦା ବନଖଣ୍ଡ ପକ୍ଷରୁ ବ୍ୟାପକ ଚାରାରୋପଣ କାର୍ୟ୍ୟକ୍ରମ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆହ୍ୱାନ କ୍ରମେ "ଏକ ପେଡ ମା'କେ ନାମ-୨. ୦" ବା "ମା' ପାଇଁ ଗଛଟିଏ" ର ଦ୍ଵିତୀୟ ସଂସ୍କରଣ ଅଭିଯାନ ଦେଶବ୍ୟାପୀ ଜୁନ ୫ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ପର୍ୟ୍ୟନ୍ତ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ
Read More...

ବାରିପଦା ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଉତ୍ସାହ ଓ ମହକ ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ବାରିପଦା ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ ସ୍ଥାନୀୟ ସହିଦ ସ୍ମୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଉତ୍ସାହ ଓ ମହକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନ ଗୁଡିକରେ ରହୁଥିବା ଅନ୍ତେବାସୀ
Read More...

ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ

ମୟୂରଭଞ୍ଜର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର - ଧର୍ମେନ୍ଦ୍ର ପ୍ରଧାନଜନଜାତି ଭଉଣୀମାନଙ୍କ ସହିତ ପାରମ୍ପରିକ ନୃତ୍ୟ ‘କରମା ନାଚ’ରେ ସାମିଲ ହେଲେବାରପିଦାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ରମନ୍ତ୍ରୀମୟୂରଭଞ୍ଜ ଆଥଲେଟିକ୍ ଆସୋସିଏସନ’ର
Read More...