Browsing Tag

bargarh news

ମରଣଯନ୍ତା ପାଲଟିଛି ୨୬ ନଂ ଜାତୀୟ ରାଜପଥ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବରଗଡ଼ ବୋରିଗୁମା ୨୬ ନଂ ଜାତୀୟ ରାଜପଥର ବୁର୍ଡାଛକ ଠାରୁ କୁଶଙ୍ଗେଇ ପୋଲ ପର୍ଯ୍ୟନ୍ତ ମରଣଯନ୍ତା ପାଲଟିଥିବା ଅଭିଯୋଗ ହୋଇଛି । ଏହି ଜାତୀୟ ରାଜପଥର ପ୍ରଶସ୍ତିକରଣ ସମେତ ପିଚୁ କାର୍ଯ୍ୟ ଗତବର୍ଷ ଠାରୁ ସରିଥିଲେ ମଧ୍ୟ ରାସ୍ତାର ଉଭୟ ପାର୍ଶ୍ଵରେ ଅଦ୍ୟାବଧି
Read More...

କାଳବୈଶାଖୀ ଝଡ଼ରେ ସୁନ୍ଦରଗଡ଼ ଏବଂ ବରଗଡ଼ ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିରେ ଭୟାବହ କ୍ଷତି : ଦ୍ରୁତଗତିରେ ବିଦ୍ୟୁତ…

ବରଗଡ଼/ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) :ସୋମବାର ଅପରାହ୍ନରେ ଆସିଥିବା ଭୟଙ୍କର କାଳବୈଶାଖୀ ଝଡ଼ ଯୋଗୁଁ ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହି ଝଡ଼ ଫଳରେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ (ଟିପିଡବ୍ଲୁଓଡିଏଲ୍)ର ବିତରଣ ଅଞ୍ଚଳରେ ଥିବା
Read More...

କାଳବୈଶାଖୀ ଯୋଗୁଁ ଭାଙ୍ଗିଲା କୋଟି କୋଟି ଟଙ୍କାରେ ନିର୍ମିତ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଗେଟ୍

ବରଗଡ, (ମୁନ୍ନା ସାହୁ) : ବରଗଡ଼ ସହର ସ୍ଥିତ ଥାନା ଛକ ସମ୍ମୁଖରେ ନିର୍ମିତ ବିରାଟ ଧନୁଯାତ୍ରା ଗେଟ୍ କାଳବୈଶାଖୀ ଯୋଗୁଁ ଭାଙ୍ଗି ତଳେ ପଡ଼ିଯାଇଛି । ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ଧନୁଯାତ୍ରା ଗେଟ୍ ଭାଙ୍ଗି ଯିବା ପଛେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ଆଣିଛନ୍ତି ଜନସାଧାରଣ । ବରଗଡ଼
Read More...

ଅଖିଳ ବିଦ୍ୟାର୍ଥୀ ପରିଷଦ ତରଫରୁ ସାମ୍ବାଦିକ ସମ୍ମିଳନୀ

ବରଗଡ଼, (ମୁନ୍ନା ସାହୁ) : ଅଖିଳ ବିଦ୍ୟାର୍ଥୀ ପରିଷଦ ବରଗଡ଼ ଜିଲ୍ଲା ତରଫରୁ ସ୍ଥାନୀୟ ଗୋବିନ୍ଦପାଲି ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଜୁନ ମାସରୁ ସଦସ୍ୟତା ଅଭିଯାନ ଆରମ୍ଭ ହେବାକୁଥିବା ବେଳେ ଚଳିତ ବର୍ଷ ବରଗଡ଼ ଜିଲ୍ଲାରେ ୮୫୦୦ ଜଣ ଛାତ୍ରଛାତ୍ରୀଙ୍କ
Read More...

ନିଶା ବିକ୍ରି ବନ୍ଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ମହିଳାମାନେ

ବରଗଡ, (ମୁନ୍ନା ସାହୁ) : ବରପାଲି ବ୍ଲକ ଧାଙ୍ଗେରପାଲି ଗ୍ରାମର ମହିଳାମାନେ ମଙ୍ଗଳବାର ମଦ ବନ୍ଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି । ଗ୍ରାମରେ ବେଆଇନ ମଦ ବିକ୍ରି କରାଯାଉଥିବା ବେଳେ ଯୁବପିଢ଼ି ଏବଂ ଗ୍ରାମର ଲୋକମାନେ ନିଶାଗ୍ରସ୍ତ ରହି ବିଭିନ୍ନ ଅସାମାଜିକ
Read More...

ଟୋକନ୍‌ ପାଇଁ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ୍‌ ଘେରିଲେ ଚାଷୀ

ବରଗଡ, (ମୁନ୍ନା ସାହୁ) : ଟୋକନ୍‌ ପାଇଁ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ୍‌ ଘେରିଲେ ଚାଷୀ । ଆନ୍ଦୋଳନରେ ଚାଷୀଙ୍କ ସହ ବିଭିନ୍ନ ସଂଗଠନ ସାମିଲ୍‌ ହୋଇଥିଲେ । ବରଗଡ଼ ଜିଲ୍ଲାରେ ଗତ ୧୧ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ହେଲେ ଆରମ୍ଭରୁ ଦେଖାଯାଇଥିବା ସମସ୍ୟା ଅସମାହିତ
Read More...

ନିଳାଞ୍ଚଳ ଦରୁଆନଙ୍କୁ ମରଣାନ୍ତକ ଆକ୍ରମଣ : ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାରେ ପୋଲିସର ତନାଘନା ବରଗଡ, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀର ସୋସିଆଲ ମିଡିଆର ସଂଯୋଜକ ନିଳାଞ୍ଚଳ ଦରୁଆନଙ୍କୁ ଗତ ୬ ତାରିଖ ମଧ୍ୟ ରାତ୍ରରେ କିଛି ଦୁର୍ବୃତ୍ତ ତାଙ୍କ ଘରକୁ ଆସି ତାଙ୍କୁ ଘର
Read More...

ବରଗଡ଼ କେନାଲର ହେବ ସୌନ୍ଦର୍ଯ୍ୟୀକରଣ : ନିର୍ମାଣ ହେବ ବକ୍ସ କଣ୍ଡୁଇଟ୍‌

ବରଗଡ଼ ପାଇଁ ହେବ ମାଇଲଷ୍ଟୋନ - ବିଧାୟକ ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ଟାଉନ କେନାଲର ହେବ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟୀକରଣ । କେନାଲ ଉପରେ ନିର୍ମାଣ ହେବ ବକ୍ସ କଣ୍ଡୁଇଟ୍ । କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଧନୁଯାତ୍ରା ମଞ୍ଚରେ ବରଗଡ - ଭେଡେନ ଶାଖା କେନାଲର
Read More...

ଆମ୍ ଆଦମୀ ପାର୍ଟିର ଟାର୍ଗେଟରେ ଏବେ ପଂଚାୟତ ଓ ପୌର ନିର୍ବାଚନ

ବରଗଡ଼, (ମୁନ୍ନା ସାହୁ) : ଆସନ୍ତା ୨୪ ତାରିଖ ରାଜ୍ୟସଭା ସାଂସଦ ସଂଜୟ ସିଂ ଓଡିଶା ଗସ୍ତରେ ଆସୁଛନ୍ତି । ଆଗାମୀ ପଂଚାୟତ ଓ ପୌର ନିର୍ବାଚନରେ ଆମ୍ ଆଦମୀ ପାର୍ଟି ସକ୍ରିୟ ଭାବେ ଲଢ଼ିବାକୁ ଯାଉଥିବାରୁ ଏହାର ପ୍ରସ୍ତୁତି ସଭାରେ ଯୋଗ ଦେବେ ସଂଜୟ ସିଂ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସଂଗଠନ
Read More...

ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ ଓ ଇସ୍ତଫା ଦାବି କଲା ଆମ୍ ଆଦମୀ…

ବରଗଡ଼, (ମୁନ୍ନା ସାହୁ) : ସର୍ବ ଭାରତୀୟ ନିଟ୍ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏହାର ନ୍ୟାୟିକ ତଦନ୍ତ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ କୁଶ ପୁତ୍ତଳିକା ଦାହକଲା ଆମ୍ ଆଦମୀ ପାର୍ଟି । ଏହାକୁ ନେଇ ସ୍ଥାନୀୟ ଗାନ୍ଧୀଛକ ଠାରେ
Read More...