Browsing Tag

bargarh news

ବିଜେପି ଯୁବନେତା ଉତ୍କଳ ପଟେଲଙ୍କ ଦେହାନ୍ତ : ମର ଶରୀରକୁ କାନ୍ଧ ଦେଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ ପାଣୀ) : ଭାରତୀୟ ଜନତା ପାର୍ଟିର ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ସାପଲହର ଗ୍ରାମର ଜଣେ ସକ୍ରିୟ ଯୁବନେତା ଉତ୍କଳ ପଟେଲଙ୍କ ୩୮ ବର୍ଷ ବୟସରେ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଯାଇଛି । ଆଜି ସକାଳେ ବରଗଡ଼ରୁ ମର ଶରୀର ପହଞ୍ଚିବା ପରେ
Read More...

ସ୍ୱର୍ଗତ ରମେଶ ଚନ୍ଦ୍ର ଗୁରୁଙ୍କ ସମ୍ପୂର୍ଣ୍ଣ ଜମା ପୁଞ୍ଜି ଦୁଇ ଲକ୍ଷ ଟଙ୍କା ଦାନ

ବରଗଡ, (ନିରୋଜ କୁମାର ପାଣୀ) : ବିଶିଷ୍ଟ କମ୍ୟୁନିଷ୍ଟ ନେତା ସ୍ୱର୍ଗତ ରମେଶ ଚନ୍ଦ୍ର ଗୁରୁଙ୍କ ସମ୍ପୂର୍ଣ୍ଣ ଜମା ପୁଞ୍ଜି ଦୁଇ ଲକ୍ଷ ଟଙ୍କାକୁ ତାଙ୍କ ଭଣଜା କିଶୋର ପଣ୍ଡା ଦାନ କରିଛନ୍ତି । ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଛାତ୍ରୀ ରୋଶନୀ
Read More...

ବିବାହ ଉତ୍ସବରେ ବୃକ୍ଷ ରୋପଣ

ବରଗଡ଼, (ନିରୋଜ କୁମାର ପାଣୀ) : ଧରିତ୍ରୀ ସୁରକ୍ଷିତ ହେଲେ ଜୀବ ଜଗତ ସୁରକ୍ଷିତ ହୋଇ ରହିବ । ଦିନକୁ ଦିନ ମାତ୍ରାଧିକ ଉତ୍ତାପ ବୃଦ୍ଧି ଯୋଗୁଁ ଜୀବ ଜଗତ ଧ୍ଵଂସ ଆଡକୁ ମୁହାଁଉଛି । ଏଥି ସକାଶେ ବିଶ୍ଵ ଉତ୍ତାପନ ରୋକିବା ସକାଶେ ଜନ ସଚେତନତା ସହ ପରିବେଶ ସୁରକ୍ଷା ପାଇଁ ଜନ ଜାଗରଣ ଦରକାର ।
Read More...

ଧର୍ମପ୍ରାଣା ବିଜୟଲକ୍ଷ୍ମୀଙ୍କ ପରଲୋକ

ବରଗଡ଼, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଗୋବିନ୍ଦପାଲି ନିବାସୀ ବିଜୟଲକ୍ଷ୍ମୀ ମିଶ୍ରଙ୍କ ୨୯ ତାରିଖସନ୍ଧ୍ୟାରେ ୭୪ ବର୍ଷ ବୟସରେ ପରଲୋକ ଘଟି ଯାଇଛି । ସେ ଜଣେ ଅତ୍ୟନ୍ତ ମେଳାପୀ, ପରୋପକାରୀ, ଧର୍ମପରାୟଣା ମହିଳା ଥିଲେ । ଅନ୍ତିମ ଶଯ୍ୟା ନିକଟରେ ଏକମାତ୍ର ପୁତ୍ର ବରଗଡ଼ ରୋଟାରୀ ସ୍କୁଲ
Read More...

ବରଗଡ଼ ବ୍ଲକସ୍ତରୀୟ ସମ୍ବର୍ଦ୍ଧନା ସଭା

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବରଗଡ଼ ବ୍ଲକର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଭ କରିଥିବା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ସଭାପତିତ୍ୱରେ
Read More...

ଦ୍ୱି-ଦିବସୀୟ ଇଂରାଜୀ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ବରମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ଦ୍ୱି-ଦିବସୀୟ ଇଂରାଜୀ ପ୍ରଶିକ୍ଷଣ ଶିବିର ବୁଧବାର ଉଦଘାଟିତ ହୋଇଯାଇଛି । ବାନ୍ଦୁପାଲି କ୍ଲଷ୍ଟରର ସିଆର୍‌ସିସି ସୀତାରାମ ଦୀପଙ୍କ
Read More...

ବରଗଡ଼ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ

ବରଗଡ଼/ଭୁବନେଶ୍ୱର : ବରଗଡ଼ ଜିଲ୍ଲା ବିଜେପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୁକୁର୍ଲାଠାରେ ମୁଖ୍ୟ ଚିକିତ୍ସାଳୟ ପରିସରରେ ନବ ନିର୍ମିତ କ୍ୟାନସର୍ ହସ୍ପିଟାଲର କରିବେ ଶୁଭ ଉଦ୍‌ଘାଟନ । ଏହାସହ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ।
Read More...

ସୋହେଲାର କରଣ୍ଡୋଲା ଗ୍ରାମଠାରେ ମାଣ୍ଡିଆ ଖାଦ୍ୟ ମେଳା ଉଦ୍‌ଘାଟିତ

ବରଗଡ଼, (ହେମନ୍ତ ସାହୁ) : ସଂପ୍ରତି ବରଗଡ଼ ଜିଲ୍ଲାର ସୋହେଲା ବ୍ଲକର କରଣ୍ଡୋଲାଠାରେ ଶ୍ରୀ ଶ୍ରୀ ବିଶ୍ୱଶାନ୍ତି ହରି ମହାଯଜ୍ଞ ସମାରୋହ ଅବସରରେ ଇତି ମଧ୍ୟରେ ଚଳିତ ବର୍ଷ ମାଣ୍ଡିଆ ଖାଦ୍ୟ ମେଳା ଉଦ୍‌ଘାଟିତ ହୋଇଯାଇଛି । ଆତ୍ମା ବରଗଡ଼, ଓଡିଶା ମିଲେଟ୍ସ୍ ମିଶନ ଓ ୱାସନ୍‌ର ମିଳିତ ସହାୟତା ତଥା
Read More...

ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ ବରଗଡର ପୁଅ ଆୟାଶ ପଣ୍ଡା ପ୍ରଶଂସିତ

ବରଗଡ, (ନିରୋଜ କୁମାର ପାଣୀ) : ଜନତା ମଇଦାନ ଭୁବନେଶ୍ୱରଠାରେ ଅନୁଷ୍ଠିତ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ-୨୦୨୪ରେ ବରଗଡ଼ର ବୁର୍ଦ୍ଦା ଗ୍ରାମର ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟର ସ୍ନାତକ ପ୍ରଥମ ବର୍ଷ ଓଡିଆ ବିଭାଗର ଛାତ୍ର ଆୟାଶ ପଣ୍ଡା ଛାତ୍ର ବକ୍ତା ଭାବରେ ଅଂଶଗ୍ରହଣ କରି ବେଶ୍
Read More...

ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ବିଭାଗର ମୁଖ୍ୟ ଯତୀନ୍ଦ୍ର କୁମାର ସାହୁଙ୍କ ପରିଚାଳନା ସଭାରେ ମୁଖ୍ୟ ଅତିଥି
Read More...