Browsing Tag

bargarh news

ତୋରା ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଘଟଣା ଓ ପୋଲିସ ଲାଠି ଚାର୍ଜର ନିନ୍ଦା କଲା ଆମ୍ ଆଦମୀ ପାର୍ଟି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ଶନିବାର ତୋରା ଗୋବିନ୍ଦ କୁମ୍ଭାରଙ୍କ ହାଜତ ମୃତ୍ୟୁ ଘଟଣା ଓ ପରେ ପୋଲିସର ଲାଠି ଚାର୍ଜ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାକୁ ଆମ୍ ଆଦମୀ ପାର୍ଟି ନିନ୍ଦା କରିବା ସହ ସମ୍ପୂର୍ଣ୍ଣ ଘଟଣାର ବିଚାର
Read More...

ଟାଉନ ଥାନାରେ ଯୁବକଙ୍କ ସଂଦେହ ଜନକ ମୃତ୍ୟୁ : ସହରରେ ଉତ୍ତେଜନା ସୃଷ୍ଟି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଗତକାଲି ରାତିରେ ବରଗଡ଼ ଟାଉନ ପୋଲିସ ଏକ ପୁରୁଣା ଗଣ୍ଡଗୋଳ କେସ୍‌ରେ ଜନୈକ ଯୁବକଙ୍କୁ ଦିନଟିଏ ପାଇଁ ଆଣିବା ପରେ ଥାନାରେ ଥିବା ଉକ୍ତ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ଆଜି ବରଗଡ଼ରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ୟକ୍ତ ଲୋକେ
Read More...

ବିଧାନସଭା ବିଦ୍ୟୁତ ସବ୍ କମିଟିର ବରଗଡ଼ ଜିଲ୍ଲା ପରିଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା ବିଧାନ ସଭାର ବିଦ୍ୟୁତ ବିଭାଗର ସବ୍ କମିଟିର ସଦସ୍ୟ ମାନେ ଆଜି ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ବିଦ୍ୟୁତ ଯୋଗାଣର ନିରୀକ୍ଷଣ କରି ସେଠାରେ ଦେଖା ଦେଉଥିବା ସମସ୍ୟାର ତୁରନ୍ତ ସମାଧାନ କରି ଜନସାଧାରଣଙ୍କୁ ନିରବିଛିନ୍ନ ଭାବେ ବିଦ୍ୟୁତ ସେବା
Read More...

ଇମ୍ପିରିୟଲ କଲେଜରେ ସୁପର ସ୍କୋଲାର ୪.୦ : ସମ୍ବର୍ଦ୍ଧିତ ହେଲେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ବିଦ୍ୟା ବିହାର ସ୍ଥିତ ଇମ୍ପରିୟଲ କଲେଜରେ ସୁପର ସ୍କୋଲାର ୪.୦ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଭୟ ଓଡିଶା ଏବଂ କେନ୍ଦ୍ରିୟ ବୋର୍ଡର ଯୁକ୍ତ ଦୁଇ କଳା, ବିଜ୍ଞାନ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
Read More...

ମହିଳା ମହାବିଦ୍ୟାଳୟ ବରପାଲି ଠାରେ ସ୍ୱାଗତୋତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କଦଳୀପାଲି ସ୍ଥିତ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ। ଶ୍ରୀମତୀ ପଦ୍ମିନୀ ଦାଶଙ୍କ
Read More...

ମହିମା ଆଶ୍ରମରେ ଭୀମ ଭୋଇ ପାଠାଗାର ଉଦ୍‌ଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସତ୍ୟ ମହିମା ଆଦର୍ଶ ଆଶ୍ରମ ଠାରେ ଭୀମ ଭୋଇ ପାଠାଗାର ଲୋକାର୍ପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଯୋଗଦାନ କରି ପାଠାଗାରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ବରଗଡ଼
Read More...

ରକ୍ତଦାନ ଶିବିର ଆୟୋଜନ କରି ଗୋଲଡେନ୍‌ ବଏକୁ ସ୍ୱାଗତ କଲା ସଂକଲ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ବିଶ୍ୱ ବିଜେତା ଗୋଲଡେନ୍‌ ବଏ ପ୍ରମୋଦ ଭଗତଙ୍କ ପାଇଁ ସାରା ବିଶ୍ୱ ଉତ୍ସାହିତ ଥିବା ବେଳେ ଜନ୍ମମାଟି ବରଗଡ଼ରେ ମଧ୍ୟ ବିପୁଳ ସ୍ୱାଗତ ଦିଆଯାଇଛି ହେଲେ ବରଗଡ଼ର ସ୍ବେଛାସେବୀ ସଙ୍ଗଠନ ସଂକଲ୍ପ ପରିବାର ନିଆରା ଢ଼ଙ୍ଗରେ ସୁନାପୁଅ ପ୍ରମୋଦଙ୍କୁ ସ୍ୱାଗତ କରିଥିଲେ ।
Read More...

ପାରାଲିମ୍ପିକସ୍‌ ବିଜେତା ପ୍ରମୋଦ ଭଗତଙ୍କୁ ସମ୍ମାନିତ

ବରଗଡ଼, (ନିରୋଜ କୁମାର ପାଣୀ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବରଗଡ଼ ଟାଉନ୍ ହଲ୍ ଠାରେ ପ୍ରମୋଦ ଭଗତଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହିଳା ପ୍ରମୁଖ ଶ୍ରୀମତୀ ମେନକା ବାଗ୍, ସମ୍ପାଦିକା ରିତାଞ୍ଜଳି ଦାଶ, ଆଜୀବନ ସଭ୍ୟ
Read More...

ପାରା ବ୍ୟାଟମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ବରଗଡ଼ ଠାରେ ଭବ୍ୟ ସମ୍ବର୍ଦ୍ଧନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅତାବିରାର ପାର ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ବ୍ୟାଟମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ଆଜି ବରଗଡ଼ ସଦର ମହକୁମା ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ନାଗରିକ କମିଟି ଗୁଡିକ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
Read More...

ଆଞ୍ଚଳିକ ବାରିକ ସମାଜର ଶାଖା ସଂଗଠନ ଗଠନ ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୁତିପାଲି କଲ୍ୟାଣ ମଣ୍ଡପଠାରେ ଆଞ୍ଚଳିକ ବାରିକ ସମାଜ ସଂଘ ତରଫରୁ ସଭାପତି ହାରାଧନ ବାରିକଙ୍କ ସଭାପତିତ୍ୱରେ ବାରିକ ସମାଜ ଶାଖା ସଂଗଠନ ଗଠିତ ହୋଇଯାଇଛି । ଉକ୍ତ ସଭାରେ ଅତିଥି ମାନଙ୍କର ଗୋଡ଼ ଧୋଇବା ସହ ଚନ୍ଦନ,
Read More...