Browsing Tag

bargarh news

ଶ୍ରୀ ଶ୍ରୀ ଶ୍ୟାମ ବିହାରୀଙ୍କ ଗୁଣଗାନ ରଥକୁ ବରଗଡ଼ରେ ସ୍ୱାଗତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଶ୍ଵ ଶାନ୍ତି ଏବଂ କରୋନା କାଳରେ ଦୁଃଖ ଗ୍ରସ୍ତ ଲୋକଙ୍କ ଆତ୍ମିକ ଚିନ୍ତନ ବୃଦ୍ଧି ସକାଶେ ରାଜସ୍ଥାନର ଶ୍ରୀ ଶ୍ରୀ ଶ୍ୟାମ ବିହାରୀ ଖାଟୁ ନରେଶଙ୍କ ଧାମରୁ ଭାରତ ଯାତ୍ରାରେ ବାହାରି ଥିବା ଶ୍ରୀ ଶ୍ରୀ ଶ୍ୟାମ ଅଖଣ୍ଡ ଜ୍ୟୋତି ରଥର ବରଗଡ଼ଠାରେ ଭବ୍ୟ ସ୍ଵାଗତ
Read More...

ନିଜ ଜନ୍ମ ମାଟିକୁ ଫେରିଲେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ଆଜି ନିଜ ମାଟି ବରଗଡ ଜିଲ୍ଲା ଅତାବିରାରେ ପହଞ୍ଚିଛନ୍ତି । ତାଙ୍କୁ ଗୋଡ଼ଭଗା କ୍ୟାମ୍ପରୁ ସ୍ୱାଗତ କରାଯାଇଥିଲା । ଏକ ଭବ୍ୟ ଶୋଭାଯାତ୍ରାରେ ଅତାବିରା ଅଣାଯାଇ
Read More...

ଭଗବାନ ମିଶ୍ର ସ୍ମୃତି ସମିତି ତରଫରୁ ହିନ୍ଦୀ ଦିବସ ପାଳନ

ବରଗଡ, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ହିନ୍ଦୀ ବିଭାଗଠାରେ ଭଗବାନ ମିଶ୍ର ସ୍ମୃତି ସମିତି ତରଫରୁ 'ହିନ୍ଦୀ ଦିବସ' ପାଳିତ ହୋଇ ଯାଇଛି । ସମିତିର ସଭାପତି ସରଦାର ପ୍ରୀତମ ସିଂଙ୍କ ସଭପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟାଉନ ହାଇସ୍କୁଲର
Read More...

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ଦାବୀ ଜଣାଇଲେ ଭାଜପା ବରଗଡ଼ ଜିଲ୍ଲା ସଭାପତି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଆଜି ଭାଜପା ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ଭେଟି ବରଗଡ଼ ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ଏକ ଦାବୀପତ୍ର ପ୍ରଦାନ
Read More...

ଗୋଷ୍ଠୀ ସହାୟିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଭଟଲି ବ୍ଲକ ଅନ୍ତର୍ଗତ ନୂଆଁପାଲି ଗୋଷ୍ଠୀ ସହାୟିକା ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତା ଥାଇ ମଧ୍ୟ ବବିତା ମିଶ୍ରଙ୍କୁ ଏହି ପଦବୀ ପାଇଁ ସୁଯୋଗ ନଦେଇ ଟଙ୍କା ନେଇ ଅନ୍ୟ ଜଣକୁ ନିଯୁକ୍ତି ଦେଇଥିବା ବବିତା
Read More...

ସସ୍ତୁପାଲି ଗ୍ରାମବାସୀଙ୍କ ତରଫରୁ ନୂଆଁଖାଇ ଭେଟଘାଟ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଚକରକେନ ପଞ୍ଚାୟତ ଅଧିନରେ ଥିବା ସସ୍ତୁପାଲି ଗ୍ରାମବାସୀଙ୍କ ତରଫରୁ ନୂଆଁଖାଇ ଭେଟଘାଟ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ତଥା ୟୁବ ସଂଗଠକ ଉମେଶ
Read More...

ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପବିତ୍ର ଅନନ୍ତ ବ୍ରତ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପବିତ୍ର ଅନନ୍ତ ବ୍ରତ ଉପଲକ୍ଷେ ଶ୍ରୀ ଶେଷନାଗ ଅନନ୍ତଙ୍କୁ ସମର୍ପିତ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି । ଏହା ଅନନ୍ତ ଚତୁର୍ଦ୍ଦଶୀ ନାମରେ ଖ୍ୟାତ । ସବୁ ଅବତାରରେ ଭଗବାନ ବିଷ୍ଣୁଙ୍କ ସହଚର ଭାବେ ଅନନ୍ତ ଦେବ ଜନ୍ମ ଗ୍ରହଣ କରିଥାନ୍ତି । ତେଣୁ
Read More...

ଟାଙ୍ଗରପାଲିରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସ୍ବେଛାସେବୀ ଅନୁଷ୍ଠାନ 'ସଂକଲ୍ପ ପରିବାର' ଓ ଟାଙ୍ଗରପାଲି ୟୁଥ୍‌ ଏସୋସିଏସନ ତରଫରୁ ଆଜି ଟାଙ୍ଗରପାଲି ବଜାର ପ୍ରାଙ୍ଗଣରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ଗ୍ରାମର ପ୍ରଥମ
Read More...

ଲାଦେରପାଲିରେ ରାଜ୍ ମିଡ଼ିଆ ପକ୍ଷରୁ ନୂଆଁଖାଇ ଭେଟଘାଟ ଉତ୍ସବ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲାଦେର ପାଲି ରଣେଶ୍ୱର ରାମଚଣ୍ଡୀ କଲ୍ୟାଣ ମଣ୍ଡପଠାରେ ରାଜ୍ ମିଡ଼ିଆ, ଲକ୍ଷ୍ମୀ ଟେଲିଭିଜନ ନେଟୱାର୍କ ପକ୍ଷରୁ ନୂଆଁଖାଇ ଭେଟଘାଟ ଉତ୍ସବ ପଶ୍ଚିମ ଓଡିଶା ବ୍ୟୁରୋ ଚିଫ୍‌ ନବୀନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
Read More...

ବିଜେପି ତରଫରୁ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ ଓ ମହାପୁରୁଷ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ବରଗଡ, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ତରଫରୁ ସାରା ଭାରତ ବର୍ଷରେ ଆରମ୍ଭ ହୋଇଥିବା 'ସେବା ଏବଂ ସମର୍ପଣ' ଅଭିଯାନ କାର୍ଯ୍ୟକ୍ରମ ଆଜି ବରଗଡ ବିଜେପି ତରଫରୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଫଳ ବଣ୍ଟନ କରିବା ସହିତ ସେମାନଙ୍କର ସ୍ୱାସ୍ଥ୍ୟ ବିଷୟରେ
Read More...