Browsing Tag

bargarh news

ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀଙ୍କୁ ୱାର୍ଡରେ ଦିଆଯାଉ : ଆପ୍

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ସରକାର ବୃଦ୍ଧବୃଦ୍ଧାଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ଏବେ ବ୍ୟାଙ୍କ ଖାତାକୁ ଦେବେ ବୋଲି କହି ଫେରେଇ ଦେଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବହୁ ଅସହାୟ, ଦୁର୍ବଳ, ନିରକ୍ଷର, ବୟସ୍କ ମାନେ ବ୍ୟାଙ୍କ ଯାଇ ଟଙ୍କା ଉଠାଣ କରିବାକୁ ଅସମର୍ଥ ଅଟନ୍ତି ।
Read More...

ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଘଟଣା : ଅଭିଯୁକ୍ତ ପୋଲିସଙ୍କୁ ଗିରଫ ଦାବୀ କଲା ସମ୍ବିଧାନ ସୁରକ୍ଷା ମଂଚ

ବରଗଡ଼, (ସତ୍ୟନାରାୟଣ ପ୍ୟଧାନ) : ବରଗଡ଼ର ହାଜତ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ପୋଲସି କର୍ମୀଙ୍କ ନାମରେ ୩୦୨ କେସ ରୁଜୁ କରି ତୁରନ୍ତ ଗିରଫ କରିବାକୁ ସମ୍ବିଧାନ ସୁରକ୍ଷା ମଂଚ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଥିଲେ । ସେହିପରି ମୃତକଙ୍କ ପରିବାରକୁ ୧ କୋଟି
Read More...

ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବିକାଶ ହସ୍ପିଟାଲ ସମ୍ମୁଖରେ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ବ୍ୟକ୍ତି ଜଣକ ସ୍ଥାନୀୟ ପାଣିଛତ୍ର ଅଞ୍ଚଳର ରେହେମାନ ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତ ୦୮/୦୯/୨୧ରେ ସେ ବିବାହ କରିଥିଲେ । ଗଣେଶ ରାଇସ
Read More...

ଭାରତ ବନ୍ଦକୁ ଆମ୍ ଆଦମୀ ପାର୍ଟିର ସମର୍ଥନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କେନ୍ଦ୍ର ସରକାରଙ୍କ ତିନି କଳା କୃଷି ଆଇନକୁ ପ୍ରତ୍ୟାହାର ଦାବୀରେ ହୋଇଥିବା ଭାରତ ବନ୍ଦକୁ ଆମ୍ ଆଦମୀ ପାର୍ଟି ସମର୍ଥନ କରି ସ୍ଥାନୀୟ ଥାନା ଛକ ଠାରେ ବିରୋଧ ପ୍ରଦର୍ଶନ କରିଥିଲା । ଏହାପରେ ଏକ ବାଇକ ରାଲିରେ ବାହାରି ଅଗ୍ରସେନ ଛକ, ଭଟଲି ରୋଡ଼ ଭଟଲି ଛକ,
Read More...

ଚିନ୍ତାନାୟକ କିଶନ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ ସୌଖୀନ ରଙ୍ଗମଂଚଠାରେ ମହାନ ଚିନ୍ତାନାୟକ ତଥା ରାଜନେତା କିଶନ ପଟ୍ଟନାୟକଙ୍କ ୧୭ ତମ ଶ୍ରାଦ୍ଧବାର୍ଷିକୀ ଆଜି ସଂଧ୍ୟାରେ ପାଳିତ ହୋଇଯାଇଛି । କିଶନ ପଟ୍ଟନାୟକ ସମତା ଟ୍ରଷ୍ଟ ଦ୍ୱାରା ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଉତ୍ପନ୍ନ ଭୋଇ ସଭାପତିତ୍ୱ କରିଥିଲେ ।
Read More...

ବରଗଡ଼ ପୋଲିସ ହାଜତରେ ମୃତ ଗୋବିନ୍ଦଙ୍କ ପରିବାରକୁ ସହାୟତା ଦାବୀରେ ବିଜେପିର ବିକ୍ଷୋଭ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ପୋଲିସ ହାଜତରେ ତୋରା ଗ୍ରାମର ଗୋବିନ୍ଦ କୁମ୍ଭାରଙ୍କ ଅଭାବନୀୟ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଦାବୀ କରାଯାଇଛି । ଅଭିଯୁକ୍ତ ପୋଲିସ ଅଧିକାରୀ ମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ମୃତ ଗୋବିନ୍ଦଙ୍କ ପରିବାରର ଭରଣ ପୋଷଣର
Read More...

ଓଷ୍ଟାର ଜିଲ୍ଲା ସ୍ତରୀୟ ତୃତୀୟ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅନ୍ତର୍ଗତ ଜମୁର୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା ମାଧ୍ୟମିକ ସ୍କୁଲ୍ ସଂଗଠନ (ଓଷ୍ଟା)ର ଜିଲ୍ଲା ସ୍ତରୀୟ ତୃତୀୟ ସାମ୍ବିଧାନିକ ସମ୍ମିଳନୀ ଜିଲ୍ଲା ସଭାପତି ପ୍ରିତିରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବ
Read More...

ବରଗଡ଼ ଠାରେ ପଶ୍ଚିମ ଓଡିଶାର ଯୁବା ମଞ୍ଚର ମହିଳା ଶାଖା ପକ୍ଷରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମାନବ ସେବା ହିଁ ମାଧବ ସେବା । ନିଜେ ନ ଖାଇକି ଅନ୍ୟ ଲୋକଙ୍କ ଭୋକ ଉପାସରେ ଆଶ୍ରୟ ଦେଇଥିବା ବ୍ୟକ୍ତିଙ୍କ ଦୁଃଖ ଦେଖିନ ପାରି ସବୁବେଳେ ସବୁ ସମୟରେ ଲୋକଙ୍କ ସେବା ସହଯୋଗ କରିଆସୁଥିବା ପଶ୍ଚିମ ଓଡିଶାର ଯୁବା ମଞ୍ଚର ମହିଳା ଶାଖା ପକ୍ଷରୁ ଆଜି ବରଗଡ଼ ଜିଲ୍ଲା
Read More...

ବରଗଡ଼ ଟାଉନ ଥାନା ହାଜତ ମୃତ୍ୟୁ ଘଟଣା : ୪୮ ଘଣ୍ଟା ପରେ ଶବ ସତ୍କାର ପାଇଁ ରାଜି ହେଲେ ପରିବାର

ବରଗଡ଼, (ସତ୍ୟନାୟଣ ପ୍ରଧାନ) : ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ଠାରେ ଆଜି ଦୀର୍ଘ ଚାରିଘଣ୍ଟା ଧରି ଆଲୋଚନା ହେବା ପରେ ବରଗଡ଼ ଟାଉନ ଥାନା ହାଜତ ମୃତ୍ୟୁ ଘଟଣାରେ ମୃତ ଯୁବକଙ୍କ ଅନ୍ତିମ ସତ୍କାର ପାଇଁ ୪୮ ଘଣ୍ଟା ପରେ ପରିବାର ଲୋକେ ରାଜି ହୋଇଛନ୍ତି । ବରଗଡ଼ ପୋଲିସର ଅନୁରୋଧ କ୍ରମେ ଆଜି ୪୨ଟି
Read More...

ନିଷ୍ଠା ପରିବାର ଓ ମହାନଦୀ ନେତ୍ର ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ମାଗଣା ଦ୍ୱିତୀୟ କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା…

ବରଗଡ, (ନିରୋଜ କୁମାର ପାଣୀ) : ଆଜି ନିଷ୍ଠା ପରିବାର ଓ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ଓ ବୀରମହାରାଜ ପୁରର ମିଳିତ ଆନୁକୂଲ୍ୟରେ ଦ୍ୱିତୀୟ ମାଗଣା କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା ଶିବିର ବରଗଡ଼ ସ୍ଵୟଂ ସିଦ୍ଧା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୩୮ ଜଣଙ୍କର ଚକ୍ଷୁ
Read More...