Browsing Tag

bargarh news

ବରଗଡ଼ ଟାଉନ ଥାନା ହାଜତ ମୃତ୍ୟୁ ମାମଲା : ତଦନ୍ତ ପାଇଁ ପହଁଞ୍ଚିଲେ ଏଚ୍‌ଆର୍‌ପିସି ସଦସ୍ୟ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ନିକଟସ୍ଥ ତୋରା ଗ୍ରାମ ପଞ୍ଚାୟତ ତଳିପଡାର ଜନୈକ ଯୁବକ ଗୋବିନ୍ଦ କୁମ୍ଭାର ଟାଉନ ଥାନା ପୋଲିସ ହେପାଜତରେ ଥିବାବେଳେ ଗତ ସେପ୍ଟେମ୍ବର ୨୫ ତାରିଖରେ ତାଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ବରଗଡ଼ ସହରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକେ
Read More...

ସରସରା ରାସ୍ତା ସଫେଇ କାମ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଆରମ୍ଭ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ସରସରା ଗ୍ରାମର ମୁଖ୍ୟ ରାସ୍ତା ବରଗଡ଼, ବଲାଙ୍ଗିର ଜାତୀୟ ରାଜ ପଥକୁ ସଂଯୋଗ କରୁଥିବା ରାସ୍ତାର ସଫେଇ କାମ ଆଜି ସରସରା ଗ୍ରାମର ଉତ୍ସାହୀ ଯୁବକ ଆଶିଷ ମିଶ୍ରଙ୍କ ତତ୍ୱାବଧାନରେ ସଫେଇ କାମ ହୋଇଯାଇଛି । ଦୀର୍ଘ ଦିନ ଧରି ଏହି ରାସ୍ତା
Read More...

ଗାଇସିଲେଟର ସରଗମଲ୍ଲି ଅନୁଷ୍ଠାନକୁ ମିଳିଲା ମୁଖ୍ୟମନ୍ତ୍ରୀ ଟ୍ରଫି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ ତଥା ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଗାଇସିଲେଟ ବ୍ଲକର ସରଗ ମଲ୍ଲି ଲୋକ ନୃତ୍ୟ ଦଳ ପ୍ରଥମ ସ୍ଥାନ ଅଧିକାର କରି ଟ୍ରଫି ହାସଲ କରିବା ସହ
Read More...

ମା’ ଉମା ମାହେଶ୍ୱରୀଙ୍କ ପୀଠରେ ଶାରଦୀୟ ଷୋହଳ ପୂଜା ଆରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ବରଗଡ଼ ବ୍ଲକ ଅନ୍ତର୍ଗତ କୁରୁଆ ଗ୍ରାମ ସ୍ଥିତ ମା' ଉମା ମାହେଶ୍ୱରୀଙ୍କ ଷୋହଳ ପୂଜା ଆରମ୍ଭ ହୋଯାଇଛି । ଆବାହମାନ କାଳରୁ ମା'ଙ୍କ ରୀତିନୀତି ଅନୁସାରେ ମୂଳାଷ୍ଟମୀ ତିଥିରୁ ମା'ଙ୍କର ଶାରଦୀୟ ପୂଜା ଆରମ୍ଭ ହୋଇଥାଏ । ଏହି
Read More...

ଅତାବିରା ଏବିଭିପି ନଗର ପ୍ରଭାରୀ ମନୋନୟନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅତାବିରା ଏନ୍ଏସି ଏବିଭିପି ନଗର ଶାଖା ତରଫରୁ ନଗର ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଅଚ୍ୟୁତ କୁମାର ମାଝୀ ମଞ୍ଚ ପରିଚାଳନା କରିଥିଲେ । ସଭାରେ ମୁଖ୍ୟ ଅତିଥି ଭାବେ ଏବିଭିପି ଓଡ଼ିଶା ରାଜ୍ୟ ସହସମ୍ପାଦିକା ଯାଜ୍ଞସେନି ମହାପାତ୍ର,
Read More...

ଧର୍ମପରାୟଣା ମହିଳାଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି

ବରଗଡ, (ନିରୋଜ କୁମାର ପାଣୀ) : ଭଟଲି ନିର୍ବାଚନ ମଣ୍ଡଳୀ ଭଟଲି ବ୍ଳକ ଜଡାମୁଣ୍ଡା ଗ୍ରାମର ବିଜେପି ବରିଷ୍ଠ କାର୍ଯ୍ୟକର୍ତ୍ତା ଶଶୀଭୂଷଣ ନାୟକ ମାତାଙ୍କ ଦ୍ୱାଦଶାହରେ ବରଗଡ ଜିଲ୍ଲା ଉପସଭାପତି ସୁଶାନ୍ତ ମିଶ୍ର ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅମର ଆତ୍ମାର ସଦ୍‌ଗତି ପାଇଁ ଭଗବାନଙ୍କ
Read More...

ଅମ୍ବାପାଲି ନିକଟରେ ଯୁବକଙ୍କୁ ଗଳା କାଟି ହତ୍ୟା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସହର ଉପକଣ୍ଠ ଅମ୍ବାପାଲି ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ନୃଶଂସ ହତ୍ୟାକାଣ୍ଡ ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି । ଦୁର୍ବୃତ୍ତମାନେ କୌଣସି ଧାରୁଆ ଅସ୍ତ୍ରରେ ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରିଛନ୍ତି । ମୃତ ଯୁବକ ଜଣକ ଅତାବିରାର
Read More...

ଅତାବିରାରେ ଆଞ୍ଚଳିକ ବାରିକ ସଂଘର ନୂତନ କର୍ମକର୍ତ୍ତା ଚୟନ ଓ ବିଦାୟ ସମ୍ବର୍ଦ୍ଧନା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବିଶ୍ୱେଶ୍ୱର ଭବନ ଠାରେ ଆଞ୍ଚଳିକ ବାରିକ ସଂଘର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଭାପତି ରଘୁନାଥ ବାରିକଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ନୂତନ କର୍ମକର୍ତ୍ତା ଚୟନ ହୋଇ
Read More...

ଅତାବିରା ଏବିଭିପି ନଗର ଶାଖା ପକ୍ଷରୁ ନୂତନ କାର୍ଯ୍ୟକାରୀ ସଦସ୍ୟ ଚୟନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଅତାବିରା ଏବିଭିପି ନଗର ଶାଖା ତରଫରୁ ନଗର ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସୁବର୍ଣ୍ଣ ସମୟରେ ଅଚ୍ୟୁତ କୁମାର ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଏବିଭିପି ଓଡ଼ିଶା ରାଜ୍ୟ ସହସମ୍ପାଦିକା ଯାଜ୍ଞସେନି ମହାପାତ୍ର,
Read More...

ବୁଣାକାରଙ୍କ ସଚେତନତା ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ସମ୍ବଲପୁରୀ ବସ୍ତ୍ରାଳୟ ସ୍ଥିତ ରଙ୍ଗଘରଠାରେ ବୁଣାକାରମାନଙ୍କୁ ନେଇ ଆଜି ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ହସ୍ତତନ୍ତ ପୁଞ୍ଜି ବିକାଶ ଅନୁଷ୍ଠାନ (ସାଧକ) ଏବଂ ବରଗଡ଼ ଉପନିର୍ଦ୍ଦେଶକ ବୟନଶିଳ୍ପ କାର୍ୟ୍ୟାଳୟର ସହଯୋଗୀତାରେ ଆୟୋଜିତ
Read More...