Browsing Tag

bargarh news

ଜୀବନ ବୀମା ଅଭିକର୍ତ୍ତା ସଂଘର ସାଧାରଣ ପରିଷଦ ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜୀବନ ବୀମା ଶାଖା ଅଭିକର୍ତ୍ତା ସଂଘର ସାଧାରଣ ପରିଷଦ ବୈଠକ ବିଜୁ ପଟ୍ଟନାୟକ ଟାଉନ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ମନୋଜ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ…
Read More...

ବରଗଡ଼ ଜିଲ୍ଲାର ୨୨ଟି ହାଇସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ୨୨ ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଳି ଭାର୍ଚୁଆଲ ମୋଡରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଲୋକାର୍ପିତ କରିଥିଲେ । ଏହି ଅବସରରେ ସୋହେଲା ହାଇସ୍କୁଲ ପଡ଼ିଆରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ଜିଲ୍ଲାର ମନ୍ତ୍ରୀ ସୁଶାନ୍ତ…
Read More...

ଏନ୍‌ସିସି ଏବଂ ସଂକଳ୍ପ ପରିବାର ପକ୍ଷରୁ ବରଗଡ ପଞ୍ଚାୟତ ବିଦ୍ୟାଳୟରେ ରକ୍ତଦାନ ଶିବିର ଆୟୋଜିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ପଞ୍ଚାୟତ କଲେଜ ଏନ୍‌ସିସି ଏବଂ ସଂକଳ୍ପ ପରିବାରର ମିଳିତ ଉଦ୍ୟମରେ ଆଜି ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି । ଏନ୍‌ସିସି ଦିବସ ଏବଂ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ବୀର…
Read More...

ଆସନ୍ତାକାଲି ‘୫ଟି’ରେ ରୂପାନ୍ତରିତ ହେବ ଜିଲ୍ଲାର ୨୨ଟି ସ୍କୁଲ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା କାଲି ରାଜ୍ୟ ସରକାରଙ୍କ '୫ଟି' ରୂପାନ୍ତର ଯୋଜନାରେ ସାମିଲ ହୋଇଥିବା ଜିଲ୍ଲାର ୨୨ଟି ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାର୍ଚୁଆଲ ମୋଡରେ ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସୋହେଲା ସରକାରୀ ଉଚ୍ଚ…
Read More...

ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା

କଟାପାଲି, ରବିଦାଶ କ୍ଲବ, ପଞ୍ଚାୟତ କଲେଜ୍, ଗୋଡଭଗା ସେଣ୍ଟ୍ରାଲ କ୍ଲବ ବିଜୟୀ ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଆୟୋଜିତ ହେଉଥିବା ଭିଜନ ୨୦- ୨୪ ଅନ୍ତର୍ଗତ ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତାର ଆଜିର ମ୍ୟାଚ୍‌ଗୁଡିକରେ କଟାପାଲି, ରବିଦାଶ କ୍ଲବ,…
Read More...

ସରକାରୀ ଶିଳ୍ପତାଲିମ ଅନୁଷ୍ଠାନ ବରଗଡଠାରେ ଇଚ୍ଛା ଥିବା ବେରୋଜଗାର ଯୁବକ, ଯୁବତୀମାନଙ୍କୁ ନେଇ ୧୨ ଦିନିଆଁ ଶିଳ୍ପଦ୍ୟୋଗୀ…

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ବେରୋଜଗାର ଯୁବକ, ଯୁବତୀମାନଙ୍କୁ ନେଇ ସରକାରୀ ଶିଳ୍ପତାଲିମ ଅନୁଷ୍ଠାନ ବରଗଡଠାରେ ୧୨ ଦିନିଆଁ ଶିଳ୍ପଦ୍ୟୋଗୀ ବିକାଶ ତାଲିମ ଶିବିର ଆରମ୍ଭ ହୋଇଯାଇଛି । ଏହି ତାଲିମ ଶିବିରରେ ବେରୋଜଗାର ଯୁବକ ଯୁବତୀମାନେ ସ୍ୱାଭଲମ୍ବି ହୋଇ ନିଜକୁ କେମିତି…
Read More...

ଜିଲ୍ଲା କ୍ରିକେଟ ପକ୍ଷରୁ ଭିଜନ ୨୦-୨୪ ଆନ୍ତଃ କ୍ଲବ କ୍ୱାଲିଫାଇଙ୍ଗ ରାଉଣ୍ଡ ମ୍ୟାଚ ଆରମ୍ଭ

ଉତ୍କଳ ଶାନ୍ତି କ୍ଲବ, ଜୟନ୍ତୀ ଯୁବକ ସଂଘ, ଗୋଡଭଗା ସେଣ୍ଟ୍ରାଲ, କଟାପାଲି କ୍ରିକେଟ କ୍ଲବ ବିଜୟୀ ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦-୨୪ ଆନ୍ତଃ କ୍ଲବ କ୍ୱାଲିଫାଇଙ୍ଗ ରାଉଣ୍ଡ ମ୍ୟାଚ ଆଜି ବିକାଶ ଗ୍ରାଉଣ୍ଡ ଓ କଟାପାଲି ଗ୍ରାଉଣ୍ଡରେ ଆରମ୍ଭ…
Read More...

ଇମ୍ପରିୟଲ କଲେଜରେ ଅଧିଷ୍ଠାନ ସମାରୋହ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଇମ୍ପରିୟଲ କଲେଜଠାରେ ନୂତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗଠିତ ହୋଇଥିବା ବିଭିନ୍ନ ସଂଗଠନର ଅଧିଷ୍ଠାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଦିପକ ଗୋୟଲଙ୍କ ତତ୍ୱାବଧାନ ଓ ଅଧ୍ୟାପକ ଦୁର୍ଗେଶ ଶତପଥୀଙ୍କ ସଂଯୋଜନାରେ ଖେଳ ପାଇଁ ‘ସୁଦିିିତି’, କଳା…
Read More...

ସିନ୍‌ଜେନଟା ଇଣ୍ଡିଆ ତରଫରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ୩୦ ଶଯ୍ୟା ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସିନଜେନଟା ଇଣ୍ଡିଆ ଲିମିଟେଡ ପକ୍ଷରୁ ୩୦ ଶଯ୍ୟା ପ୍ରଦାନ କରାଯାଇଛି । ଗତକାଲି ଏକ ସ୍ୱତନ୍ତ୍ର ଉତ୍ସବରେ କଂପାନୀର ବିଜନେସ ମେନେଜର ଶଶୀଭୂଷଣ ଡିଏମ୍‌ଓ ଡାକ୍ତର ବିଭୂତି ଭୂଷଣ ମେହେରଙ୍କୁ ଏହି ଶଯ୍ୟା ହସ୍ତାନ୍ତର କରିଥିଲେ…
Read More...

କଲ୍ୟାଣ ମଣ୍ଡପ ଉଦଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ଲାଉନସରା ଗ୍ରାମରେ ନବ ନିର୍ମିତ କଲ୍ୟାଣ ମଣ୍ଡପକୁ ଆଜି ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଉଦଘାଟନ କରିଥିଲେ । ସେହିପରି ଉକ୍ତ ଗ୍ରାମରେ ଥିବା ବଜାର ପ୍ରାଙ୍ଗଣର ଛାତ ନିର୍ମାଣ କାର୍ଯ୍ୟ ପାଇଁ…
Read More...