Browsing Tag

bargarh news

ସିଆର୍‌ପିଏଫ୍‌ ୧୮୯ ବାଟାଲିଅନ୍‌ର ସହାୟକ କମାଣ୍ଡେଣ୍ଟ ଶ୍ରୀମତୀ ନୀନା ଶର୍ମାଙ୍କ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ…

ବରଗଡ଼, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲା ପାଇକମାଲ ଅଂଚଳର ସିଆରପିଏଫ୍‌ ୧୮୯ ବାହିନୀ ପକ୍ଷରୁ ଦୁଇଟି ଭିନ୍ନ ଭିନ୍ନ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରାଯାଇଛି । ନୃସିଂହନାଥ କ୍ରିକେଟ୍‌ କ୍ଲବ୍‌ ଦ୍ୱାରା ଅନୁଷ୍ଠିତ ୫ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବରଗଡ଼ ଏବଂ ବଲାଙ୍ଗିର ଜିଲ୍ଲାର ସମୁଦାୟ
Read More...

ହୀରା ସିମେଣ୍ଟ ଶ୍ରମିକ ସଂଘର ସାଧାରଣ ପରିଷଦ ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସିମେଣ୍ଟ ନଗରଠାରେ ହୀରା ସିମେଣ୍ଟ ଶ୍ରମିକ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ମହେନ୍ଦ୍ର କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରଗଡ଼ ସିମେଣ୍ଟ କାରଖାନାର ନିର୍ଦ୍ଦେଶକ ଅଙ୍କୁର ଅଗ୍ରୱାଲ, ମହାପ୍ରବନ୍ଧକ
Read More...

ସଂକଳ୍ପ ପରିବାରର ବାର୍ଷିକ ସମୀକ୍ଷା ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ସମାଜସେବୀ ସଙ୍ଗଠନ ସଂକଳ୍ପ ପରିବାରର ବାର୍ଷିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂକଳ୍ପ ପରିବାର ପକ୍ଷରୁ ବିଗତ ଦିନ ମାନଙ୍କରେ ସମାଜସେବା କ୍ଷେତ୍ରରେ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା ଏବଂ ଆଗାମୀ ଦିନରେ
Read More...

ଜିଲ୍ଲା ଯୁବ ମହୋତ୍ସବ ଉଦ୍‌ଘାଟିତ

ବରଗଡ଼, (ନିରୋଜ କୁମାର ପାଣୀ) : ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଆଜି ନେହେରୁ ଯୁବ କେନ୍ଦ୍ର, ବରଗଡ଼ ଦ୍ୱାରା ଜିଲ୍ଲା ଯୁବ ମହୋତ୍ସବ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଦୀପ ପ୍ରଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଉଦ୍‌ଘାଟନ କରିଥିଲେ ।
Read More...

ମନୋରଞ୍ଜନ ସାହୁଙ୍କ ବର୍ଣ୍ଣ ବିଚାର ପୁସ୍ତକ ଉନ୍ମୋଚିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ଆନୁକୂଲ୍ୟରେ ତଥା ବିଭାଗର ଛାତ୍ର ଛାତ୍ରୀ ଓ ଅଧ୍ୟାପକ/ଅଧ୍ୟାପିକାଙ୍କ ଉପସ୍ଥିତରେ ବିଶିଷ୍ଟ ସାହିତ୍ୟିକ ମନୋରଞ୍ଜନ ସାହୁଙ୍କ ଦ୍ଵାରା ରଚିତ ବର୍ଣ୍ଣ ବିଚାର ପୁସ୍ତକର ଦ୍ଵିତୀୟ ସପ୍ସସ୍କରଣ ଲୋକାର୍ପିତ
Read More...

ଶାନ୍ତି ତପୋବନ ଆଶ୍ରମ ସ୍ଥିତ ବାନପ୍ରସ୍ଥର ଅନ୍ତେବାସୀଙ୍କୁ ସମର୍ଦ୍ଧନା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଶାନ୍ତି ତପୋବନ ଆଶ୍ରମଠାରେ ଗତକାଲି ଏକ ସମର୍ଦ୍ଧନା ସଭାର ଆୟୋଜନ କରାଯାଇ ବାନପ୍ରସ୍ଥର ଶ୍ରୀମତୀ ସୁମିତ୍ରା ଶତପଥି, ଯଜ୍ଞସେନୀ ପ୍ରଧାନ, ହିମାଂଶୁ ଶତପଥି ଓ ରାଜକୁମାର ଗୁପ୍ତାଙ୍କୁ ଶରୀର ଦାନ କରିଥିବାରୁ ତାଙ୍କୁ ଅଙ୍ଗବସ୍ତ୍ର, ଫୁଲଚାରା ଓ ଚପଲ ଦେଇ
Read More...

ଷଷ୍ଠ ସମଲେଶ୍ୱରୀ ଭଲିବଲ ପ୍ରତିଯୋଗିତା ଉଦ୍‌ଘାଟିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରପାଲି ବ୍ଲକ ଅନ୍ତର୍ଗତ ସତଲମା ପ୍ରାଥମିକ ବିଦ୍ୟାଳୟ ପରିସରରେ ଷଷ୍ଠ ସମଲେଶ୍ୱରୀ ଭଲିବଲ ଟୁର୍ଣ୍ଣାମେଣ୍ଟ ସମଲେଶ୍ୱରୀ ଭଲିବଲ୍‌ ସଙ୍ଘର ଆନୁକୂଲ୍ୟରେ ଉଦ୍‌ଘାଟିତ ହୋଇଯାଇଛି । ପ୍ରତିଯୋଗିତାକୁ ଯୁବନେତା ସୁମିତ ସାହୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ
Read More...

ବେହେରାଠାରେ ବୁଣାକାର ବଜାର ଉଦ୍‌ଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ବେହେରାଠାରେ ବାଏଲଯୁରୀ ବଜାରର ବୁଣାକାର ମାନଙ୍କ ପାଇଁ ସ୍ୱତନ୍ତ୍ର ବଜାରର ନବ ନିର୍ମାଣ କୋଠା ଆଜି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଦ୍ବାରା ଉଦ୍‌ଘାଟିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ
Read More...

ଆସନ୍ତା ୧୦ ତାରିଖରୁ ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା ନେଇ ସୂଚନା ଦେଲା ପାଣିପାଗ କେନ୍ଦ୍ର

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆସନ୍ତା ୧୦ ତାରିଖରୁ ବର୍ଷା ହେବାର ସମ୍ଭାବନା ରହିଛି ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏକ ଘନୀଭୂତ ପଶ୍ଚିମା ଝଡ଼ ଆଜିଠାରୁ ଅଧିକ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ରାଜସ୍ଥାନ ତଥା ତାର ପାର୍ଶ୍ୱବର୍ତ୍ତୀ
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚୁଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚୁଡାନ୍ତ ସଂରକ୍ଷଣ ତାଲିକା ଜିଲ୍ଲାପାଳଙ୍କ ଦ୍ଵାରା ପ୍ରକାଶିତ ହୋଇଛି । ବରଗଡ଼ ଜିଲ୍ଲାର ୧୨ଟି ବ୍ଲକ ଅନ୍ତର୍ଗତ ୨୫୩ଟି ଗ୍ରାମ ପଞ୍ଚାୟତ ସକାଶେ ଆଜି ସରପଞ୍ଚ, ସମିତି ସଭ୍ୟ ଏବଂ ୱର୍ଡ ସଭ୍ୟ ସଭ୍ୟା ପଦବୀ
Read More...