Browsing Tag

bargarh news

ବରଗଡ଼ ପୋଲିସର ମାକ୍ସ ଚେକିଙ୍ଗ୍‌

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି ଓ କୋଭିଡ୍‌ ପାଳନ ପାଇଁ ଜିଲ୍ଳା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ବିଭିନ୍ନ ଥାନା ଅଞ୍ଚଳରେ ମାକ୍ସ ଚେକିଙ୍ଗ୍‌ ଆରମ୍ଭ ହୋଇଛି । ଏହି କ୍ରମରେ ବରଗଡ଼ ଟାଉନ ଥାନା ଓ ସଦର
Read More...

୧୦୦ ବର୍ଷର ପୁରାତନ କଟାବାହାଲ ୟୁଜି ଏମ୍‌ଇ ସ୍କୁଲକୁ ୫ଟି ରୂପାନ୍ତରିତ ସ୍କୁଲ ଯୋଜନାରେ ସାମିଲ କରିବାକୁ ଦାବୀ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଦୀର୍ଘ ଦିନ ହେଲା ବହୁ ମେଧାବୀ ଛାତ୍ରଛାତ୍ରୀ ଦେଇ ଆସିଥିବା ବରଗଡ ଜିଲ୍ଲାର ମରୁଡି ପ୍ରପୀଡ଼ିତ ଗାଇସିଲେଟ ବ୍ଲକର କଟାବାହାଲ ୟୁ.ଜି.ଏମ.ଇ ସ୍କୁଲକୁ '୫ଟି' ରୂପାନ୍ତରିତ ସ୍କୁଲ ଯୋଜନାରେ ସାମିଲ କରିବାକୁ ଦାବୀ ହେଉଛି । ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା
Read More...

ଲିଙ୍କ ଟ୍ରେନ୍‌ ପାଇଁ ପୁଣି ଆରମ୍ଭ ହେଲା ବସ୍ ସେବା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଯାତ୍ରୀ ରାଉରକେଲା ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସରେ ଭୁବନେଶ୍ୱର ଯାତ୍ରା ପାଇଁ ପ୍ରତିଦିନ ଭୋରରୁ ସିଟି ବସ୍ ସେବା ପୁଣି ଆରମ୍ଭ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଗରୁ ଏହି ସେବା ଉପଲବ୍ଧ ଥିଲା କିନ୍ତୁ କୋଭିଡ୍‌ କଟକଣା
Read More...

ଜଳ ସମ୍ପଦ ଓ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର କାର୍ଯ୍ୟଶେଷ ହେବ ବୋଲି ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଆସିଥିବା ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାଶ
Read More...

ପୁସ୍ତକ ପଠନ ଏକ ଆନ୍ଦୋଳନ ହେଉ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଶିଶୁଶ୍ରୀ ଭ୍ରାମ୍ୟମାନ ପାଠାଗାର ଓ ଭାରତୀ ଶିଶୁ ସାହିତ୍ୟ ଆନୁକୂଲ୍ୟରେ ସ୍ଥାନୀୟ ରାଣାପ୍ରତାପ ଉଚ୍ଚ ବିଦ୍ୟାଳୟଠାରେ ଡ଼ଃ ରବିନାରାୟଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମଙ୍ଗଳବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର
Read More...

ମହିଳାଙ୍କ ଦାବୀ – ଆମକୁ ପାଇଖାନା ଦିଅ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱଚ୍ଛ ଭାରତ ଅଭିଯାନ ଅନୁଯାୟୀ ଭାରତର ଘରେ ଘରେ ପାଇଖାନା । ଓଡ଼ିଶାରେ ମଧ୍ୟ ଗାଁକୁ ଓ ମା'ଙ୍କୁ ସମ୍ମାନର ନାରା ତେବେ ବରଗଡ଼ ଜିଲ୍ଲାର ବରଗଡ଼ ବ୍ଲକ ଅନ୍ତର୍ଗତ କୁରୁଆ ଗ୍ରାମ ପଞ୍ଚାୟତ ଅଧୀନ ବାଉଁସେନପାଲି ଗ୍ରାମରେ ଏ ପର୍ୟ୍ୟନ୍ତ ଗୋଟିଏ ହେଲେ ପାଇଖାନା
Read More...

କନିଷ୍ଠ ଶିକ୍ଷକ ଆଶାୟୀ ସଂଘର ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଆଜି ଦୁଇ ଦଫା ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦୁଇ ଦଫା ଦାବୀ ମଧ୍ୟରେ ବରଗଡ଼ ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ
Read More...

ଅପହୃତ ବାଳକକୁ ଉଦ୍ଧାର କଲେ ପୋଲିସ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଏସିସି ସିମେଣ୍ଟ କାରଖାନାର ବରିଷ୍ଠ ଅଧିକାରୀ ଜମିଲ ଖାଁଙ୍କ ନାବାଳକ ପୁଅକୁ ରବିବାର ସନ୍ଧ୍ୟାରେ ସିମେଣ୍ଟନଗର କଲୋନୀରୁ ଅପହରଣ କରି ନିଆଯାଇଥିଲା । କିନ୍ତୁ ପୁଲିସ ତନାଘନା ପରେ ଅପହରଣକାରୀ ବିଳମ୍ବିତ ରାତିରେ ତାକୁ ଆଣି ଘରଠାରୁ ପ୍ରାୟ ୧ କିଲୋମିଟର
Read More...

ଶିଶୁପୁତ୍ରକୁ କିଡନେପ୍ କରି ୧୦ ଲକ୍ଷ ଟଙ୍କା ଦାବୀ କଲେ ଦୁବୃର୍ତ୍ତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ସହର ଉପକଣ୍ଠ ସିମେଣ୍ଟ ନଗରରୁ ରବିବାର ସନ୍ଧ୍ୟାରେ ଜଣେ ୫ବର୍ଷର ଶିଶୁପୁତ୍ରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଶିଶୁଟି ଖେଳୁଥିବା ବେଳେ କିଛି ଦୁବୃର୍ତ୍ତ ତାଙ୍କୁ ଉଠାଇ ନେଇଥିବା ଜଣାପଡିଛି । ତେବେ ଅପହୃତ ଶିଶୁ ବରଗଡ଼ ସିମେଣ୍ଟ
Read More...

ନୂତନ ବର୍ଷରେ କଳାକାର ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭଟଲିଠାରେ ଦଧିବାମନ କଳାକାର ସଂଘ ପକ୍ଷରୁ ବ୍ଲକ ସ୍ତରୀୟ କଳାକାର ସମାବେଶ ଅନୁଷ୍ଠିତ ହୋଇଛି । ଆଜି ଅନୁଷ୍ଠିତ ବୈଠକରେ ପଶ୍ଚିମ ଓଡ଼ିଶା କଳାକାର ମହାସଂଘର ଅଧକ୍ଷ ଚୈତନ୍ୟ ପାଇକ, ସମ୍ପାଦକ ଗୋପବନ୍ଧୁ ପୁରୋହିତ, ମିଳିତ କଳାକାର ମଞ୍ଚର ସଭାପତି ଶଙ୍କର
Read More...