Browsing Tag

bargarh news

ଆଜିଠୁ ପ୍ରବଳ ଶୀତରେ ଥରିବ ୫ ଜିଲ୍ଲା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବର୍ତ୍ତମାନ ରାଜ୍ୟରେ ପାଗ ଶୁଖିଲା ରହିଛି । ବରଗଡ଼, ଅନୁଗୋଳ, ଭବାନୀପାଟଣା, ଫୁଲବାଣୀ, ଟିଟିଲାଗଡ଼, ପାରଳାଖେମୁଣ୍ଡି ଆଦି ଅଞ୍ଚଳରେ ଭୋର୍‌ ସମୟରେ ଘନ କୁହୁଡ଼ି ଦେଖାଯାଉଛି । ଆଜି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ
Read More...

ନିଷ୍ଠା ପରିବାର ମହିଳା ଶାଖାର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅଗ୍ରଗାମୀ ଯୁବକ ସଂଘ, ବରଗଡଠାରେ ନବବର୍ଷ-୨୦୨୨ ପାଳନ ଅବସରରେ ନିଷ୍ଠା ପରିବାର, ମହିଳା ଶାଖାର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ସ୍ବେଚ୍ଛାକୃତ ମହିଳା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଶିବିରକୁ ସମ୍ବାଦ ପାଠିିକା(ଏଆଇଆର୍‌) ଓ କବୀୟତ୍ରି ଶ୍ରୀମତୀ
Read More...

ରକ୍ତଦାନ ଶିବିର ଓ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ବରଗଡ, (ନିରୋଜ କୁମାର ପାଣୀ) : ପବିତ୍ର ସହିଦ ଦିବସ ଅବସରରେ ବରଗଡ ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥ ବରଗଡ଼ - ସମ୍ବଲପୁର ୱେ ଅତାବିରା ଅଗ୍ରସେନ ଭବନଠାରେ ରାଜ୍ ମିଡିଆ ଲକ୍ଷ୍ମୀ ଟେଲିଭିଜନ ନେଟୱର୍କ ଉଦ୍ୟମରେ ଭରଷା ପରିବାର ଓ ଭିମସାର ବୁର୍ଲା ରକ୍ତଭଣ୍ଡାରର ମିଳିତ ଆନୁକୂଲ୍ୟରେ
Read More...

ରକ୍ତଦାନ ଶିବିରରୁ ନବବର୍ଷର ଶୁଭାରମ୍ଭ କଲା ସଂକଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ଆଜି ୨୦୨୨ ନବବର୍ଷର ପ୍ରଥମ ଦିନରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର ଓ ଆଇଆଇଏଚ୍‌ଟି, ବରଗଡର ମିଳିତ ଉଦ୍ୟମରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରି ନବବର୍ଷକୁ ସ୍ୱାଗତ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ବରଗଡ଼
Read More...

ବରଗଡ଼ ସାଂସଦଙ୍କ ଶାନ୍ତି ତପୋବନ ଆଶ୍ରମ ପରିଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଇଂରାଜୀ ନବବର୍ଷ ଅବସରରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ବରଗଡ଼ ସହର ନିକଟସ୍ଥ ଶାନ୍ତି ତପୋବନ ଆଶ୍ରମ ପରିଦର୍ଶନ କରିଥିଲେ । ଏହି ଅବସରରେ ସମ୍ପର୍କ ସ୍ବେଛାସେବୀ ଅନୁଷ୍ଠାନ ବରଗଡ ତରଫରୁ ଶାନ୍ତି ତପୋବନ ଆଶ୍ରମ, ଚକରକେନ୍ଦ ଛକ ସ୍ଥିତ ମାତୃଛାୟା ଓ
Read More...

ଜିଲ୍ଲା ପ୍ରଶାସନ ପକ୍ଷରୁ ବୀରତା ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ୧୮୫୭ ମୁକ୍ତିଯୁକ୍ତରେ ସମଗ୍ର ଭାରତ ବର୍ଷର ବିଭିନ୍ନ ପ୍ରାନ୍ତ ଓ ଅଞ୍ଚଳରେ ବହୁ ଖ୍ୟାତ ଅଖ୍ୟାତ ବିପ୍ଳବୀ ଅଂଶଗ୍ରହଣ କରି ସହିଦ୍ ହୋଇଥିଲେ । ଏଭଳି ଅଦ୍ୱିତୀୟ ଦେଶ ଭକ୍ତ ଓ ସଂଗ୍ରାମୀ ହେଉଛନ୍ତି ଘେଁସ ଜମିଦାର ପରିବାର । ତତ୍କାଳୀନ ସମ୍ବଲପୁର ପ୍ରଶାସନର
Read More...

ୟେସ ଫାଉଣ୍ଡେସନ ଓ ମହାଶକ୍ତି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଦକ୍ଷତା ବୃଦ୍ଧି ତାଲିମ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅନ୍ତର୍ଗତ ବରଡୋଲ ଓ ବିଜେପୁର ମଧ୍ୟପଡା କଲ୍ୟାଣ ମଧ୍ୟପଡା କଲ୍ୟାଣ ମଣ୍ଡପଠାରେ ୟେସ୍‌ ଫାଉଣ୍ଡେସନ ଓ ମହାଶକ୍ତି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆଜି ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଯୁଗଳ କିଶୋର
Read More...

୩୧ ଡିସେମ୍ବର ସହୀଦ ମାଧୋ ସିଂଙ୍କ ବଳିଦାନ ଦିବସରେ ସାମିଲ ହେଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ସହୀଦ ଓ ସଂଗ୍ରାମୀ ସ୍ମୃତି ସମିତି, ବରଗଡ଼ର ଆହ୍ୱାନ କ୍ରମେ ଅତି ନିରାଡ଼ମ୍ବର ଭାବରେ ପାଳନ କରାଯାଉଥିବା ସହୀଦ ମାଧୋ ସିଂଙ୍କ ବଳିଦାନ ଦିବସରେ ସାମିଲ ହୋଇ ଆଜି ନିଜକୁ ଗର୍ବିତ ମନେ କରୁଛି ସଂକଳ୍ପ ପରିବାର ବରଗଡ଼ । ସ୍ୱାଧୀନତା ସଂଗ୍ରାମ ଇତିହାସରେ ଘେସଁ
Read More...

ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ପନିପରିବା ଚାଷ ଉଜୁଡିଲା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଓ କୁଆ ପଥର ମାଡ଼ ଯୋଗୁଁ ଜିଲ୍ଲାର ପନିପରିବା ଚାଷ ସଂପୂର୍ଣ୍ଣ ଭାବେ ଉଜୁଡି ଯାଇଛି । ଜିଲ୍ଲାର ବିଶେଷ କରି ଅଣ ଜଳସେଚିତ ଅଞ୍ଚଳରେ ଅଣ ଧାନ ଚାଷ କରି ଚାଷୀ ବେଶ ଲାଭବାନ ହୋଇଥାନ୍ତି । ତେବେ ଗତ ସୋମବାର
Read More...

ଏକବିଂଶ ଶତାଦ୍ଦୀରେ ଲୋକ ପ୍ରଶାସନ ଅଧିକ ସେବାମୁଖୀ ହେବା ଆବଶ୍ୟକ : ଡକ୍ଟର ସୁଜିତ ପୃଷେଠ୍

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଇମ୍ପରିୟଲ କଲେଜ ସଭାଗୃହଠାରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଲୋକ ପ୍ରଶାସନ ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି । ଏହି ସେମିନାରରେ ଭାରତୀୟ ଲୋକ ପ୍ରଶାସନ ଅନୁଷ୍ଠାନ ନୂଆଦିଲ୍ଳୀର ଡକ୍ଟର ସୁଜିତ ପୃଷେଠ ଯୋଗ ଦେଇ ଏହି ବିଷୟରେ ଆଲୋଚନା କରିଥିଲେ ।
Read More...