ଦୁର୍ଘଟଣା ଗ୍ରସ୍ତ ଅସହାୟ ଯୁବକଙ୍କୁ ଚିକିତ୍ସାଳୟ ପହଞ୍ଚାଇଲା ସଂକଳ୍ପ ପରିବାର
ବରଗଡ଼, (ନିରୋଜ କୁମାର ପାଣୀ) : ସଡକ ଦୁର୍ଘଟଣାର ଶିକାର ହୋଇ ରାସ୍ତା କଡରେ ପଡି ଛଟ ପଟ ହେଉଥିବା ଜଣେ ଯୁବକଙ୍କୁ ଚିକିତ୍ସାଳୟ ପହଞ୍ଚାଇଲା ସଂକଳ୍ପ ପରିବାର । ସୂଚନା ଅନୁସାରେ ଆଜି ୧୧ଟା ସମୟରେ ଝିପି ଝିପି ବର୍ଷା ହେଉଥିବା ବେଳେ ବରଗଡ଼ ଏ-ୱାନ୍ ଢାବା ନିକଟରେ ବାଇକରୁ ଖସି ଯାଇ ଗୁରୁତର!-->…
Read More...
Read More...