Browsing Tag

bargarh news

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ଦିନରେ ପ୍ରାର୍ଥୀ ପତ୍ର ଦାଖଲ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟରେ ଅନୁଷ୍ଠିତ ହେଉଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରଥମ ଦିନରେ ବରଗଡ଼ ଜିଲ୍ଲାରେ ୧୧୯ ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେଥି ମଧ୍ୟରେ ଓ୍ବାର୍ଡ ସଭ୍ୟସଭ୍ୟା ପଦ ପାଇଁ ସର୍ବାଧିକ ୧୦୧ ଜଣ
Read More...

ବିପଦପୂର୍ଣ୍ଣ ଅବସ୍ଥାରେ ବରଗଡ଼ ମୁଖ୍ୟ କେନାଲ ଉପରେ ଥିବା ଦେଓଗାଁର ଲୁହା ପୋଲ

ବରଗଡ଼, (ନିରୋଜ କୁମାର ପାଣୀ) : ବିପଦପୂର୍ଣ୍ଣ ଅବସ୍ଥାରେ ପଡିରହିଛି ବରଗଡ଼ ମୁଖ୍ୟ କେନାଲ ଉପରେ ଥିବା ଦେଓଗାଁରୁ ବିଛୁଆକୁ ସଂଯୋଗ କରୁଥିବା ଏହି ଲୁହା ପୋଲ । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଯିବା ଆସିବା କରୁଥିବା ବେଳେ ବର୍ତ୍ତମାନ ଏହି ପୋଲ ସ୍ଥାନୀୟ ଲୋକଙ୍କ ପାଇଁ
Read More...

ବରଗଡ଼ର କଳାକାର ଏମ୍‌.ରାମକ୍ରିଷ୍ଣା ତେଲୁଗୁ ସିନେମା ‘ପୁଷ୍ପା’ରେ

ବରଗଡ଼ : ସର୍ବଭାରତୀୟ ସ୍ତରରେ ବକ୍ସ ଅଫିସ୍‌ରେ ବେଶ୍‌ ଚର୍ଚ୍ଚାରେ ରହିଛି ତେଲୁଗୁ ସିନେମା ‘ପୁଷ୍ପା’ । ବରଗଡ଼ର ଜଣେ କଳାକାର ଏହି ସିନେମା ‘ପୁଷ୍ପା’ରେ ଅଭିନୟ କରି ଚର୍ଚ୍ଚାକୁ ଆସିଛନ୍ତିି । ମାତ୍ର ୨୬ ଦିନରେ ୩୨୫ କୋଟି ଟଙ୍କାର ବ୍ୟବସାୟ କରି ହିଟ୍‌ ସାବ୍ୟସ୍ତ ହୋଇଛି ଏହି ସିନେମା । ବଡ଼
Read More...

କଳିଙ୍ଗ ସମ୍ମାନରେ ସମ୍ମାନିତ ହେଲା ସଂକଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ନିଉଜ ୮ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ "ବିକାଶ ପଥେ ପଶ୍ଚିମ ଓଡିଶା"ରେ ସଂକଳ୍ପ ପରିବାରକୁ କଳିଙ୍ଗ ସମ୍ମାନରେ ସମ୍ମାନିତ କରାଯାଇଛି । କବିରତ୍ନ ପଦ୍ମଶ୍ରୀ ଡ. ହଳଧର ନାଗଙ୍କ ହାତରୁ କଳିଙ୍ଗ ସମ୍ମାନ ଗ୍ରହଣ କରିବାର
Read More...

ପୌର ପରିଷଦ ସଂରକ୍ଷଣ ତାଲିକା ପ୍ରକାଶିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟର ୧୦୭ଟି ପୌର ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଥିବା ବେଳେ ବରଗଡ଼ ଜିଲ୍ଲାର ଗୋଟିଏ ମ୍ୟୁନିସିପାଲିଟି ଓ ୩ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପୌର ପରିଷଦ ଅଧ୍ୟକ୍ଷ ପଦବୀ ସଂରକ୍ଷଣ ତାଲିକା ପ୍ରକାଶିତ ହୋଇଛି । ବରଗଡ଼
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ଭାଜପାର ବୈଠକ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ଜିଲ୍ଳା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ନେତୃତ୍ୱରେ, ବରଗଡ ବିଧାନସଭାସ୍ତରୀୟ ଏକ କାର୍ଯ୍ୟକର୍ତା ବୈଠକ ବିଜେପି ଜିଲ୍ଲା କାର୍ଯ୍ୟଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବରଗଡ ବିଧାନସଭା
Read More...

ନକଲି ପୋଲିସ ଯାଞ୍ଚ୍ ଆଳରେ କରୁଥିଲେ ଲୁଟପାଟ୍, ଅସଲି ପୋଲିସ କଲା ଗିରଫ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପୋଲିସ ସ୍କ୍ୱାଡର କର୍ମଚାରୀ ପରିଚୟ ଦେଇ ଲୁଟ୍‌ପାଟ୍‌ କରୁଥିବା ଦୁଇ ଅଭିଯୁକ୍ତଙ୍କୁ ଅତାବିରା ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗିର ସଦର ଥାନା ସିନ୍ଦୁରବାହାଲ ଗ୍ରାମର ସୁମନ ଶେଖର ପାଣିଗ୍ରାହୀ (୨୬) ଏବଂ ବରଗଡ଼ ପୌର ପରିଷଦ
Read More...

ଆପ୍ ରାଜ୍ୟ ସମ୍ପାଦକ ବିନୟ ତିୱାରୀଙ୍କ ବରଗଡ଼ ଗସ୍ତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆପ୍ ରାଜ୍ୟ ସମ୍ପାଦକ ବିନୟ ତିଓ୍ବାରୀ ଆଜି ବରଗଡ଼ ଗସ୍ତ ଅବସରରେ ସମାଜସେବୀ ପବିତ୍ର ଦେହେରି ତାଙ୍କ ସମର୍ଥକଙ୍କ ସହ ଆପ୍ ପରିବାରରେ ସାମିଲ ହୋଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ପିଇବା ପାଣି, ବିଜୁଳି ଫ୍ରି ଭଳି ପ୍ରସଙ୍ଗରେ ପ୍ରଭାବିତ ହୋଇ ଶ୍ରୀ ଦେହେରି
Read More...

ସ୍ୱର୍ଗତ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ସ୍ମୃତି ସଭା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ମନୋହର ସାଂସ୍କୃତିକ ସଂସଦ, ଭେଡେନ ଆନୁକୂଲ୍ୟରେ ବରଗଡଠାରେ କବି, ଲେଖକ, ନାଟ୍ୟକାର ସ୍ବର୍ଗତ ମଙ୍ଗଳୁ ଚରଣ ବିଶ୍ବାଳଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏ ମାଟିର ବରପୁତ୍ର ପ୍ରଖ୍ୟାତ ସାରସ୍ୱତ ସାଧକ ମଙ୍ଗଳୁ ଚରଣ ବିଶ୍ୱାଳ ଯେତିକି ବଡ଼ ଲେଖକ ଥିଲେ
Read More...

ସମ୍ବାଦ ସାହିତ୍ୟ ଘର ପକ୍ଷରୁ ମକର ମିଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶା କଳାକାର ମହାସଂଘ କାର୍ଯ୍ୟାଳୟ ପରିସରରେ ଆଜି ସମ୍ବାଦ ସାହିତ୍ୟ ଘର ପକ୍ଷରୁ ମକର ମିଳନ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ କବି ଓ କଳାକାର ଯୋଗ ଦେଇ ସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ । ମକର ସ୍ନେହ, ସୌହାର୍ଦ୍ଦ୍ୟ ସଂପ୍ରୀତିର ପର୍ବ
Read More...