Browsing Tag

bargarh news

ପ୍ରଧାନପାଲି ଜାତୀୟ ରାଜପଥ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ରାସ୍ତା ଅବରୋଧ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ପଧାନପାଲି ନିକଟସ୍ଥ ୬ ନଂ ଜାତୀୟ ରାଜପଥ ବାଇପାସ୍ ରାସ୍ତାରେ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ ଚାଲିଥିବା ବେଳେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଅନ୍ୟ ଏକ ଟ୍ରକ ପଛ ପଟୁ ଧକ୍କା ଦେବା ଫଳରେ ଜଣେ ଆ‌ହତ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ୨୦୧୨ ଜଣ ପ୍ରାର୍ଥୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମନୋନୟନ ପତ୍ର ଦାଖଲର ଆଉ ଗୋଟିଏ ଦିନ ବାକି ଥିବା ବେଳେ ଆଜି ଜିଲ୍ଲାରେ ମୋଟ ୨୦୧୨ ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି । ସେଥି ମଧ୍ୟରେ ସ୍ୱାର୍ଡ ସଭ୍ୟ ପାଇଁ ୧୨୪୩, ସରପଞ୍ଚ ପଦବୀ ପାଇଁ ୪୨୪, ସମିତି ସଭ୍ୟ ପଦ ପାଇଁ ୨୯୦, ଜିଲ୍ଲା ପରିଷଦ ସଭ୍ୟ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୩ ଗୁରୁତର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଘୁଲିପାଲିରୁ କଟାପାଲି ରାସ୍ତାରେ ଆଜି ଅପରାହ୍ନ ୩ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ତିନିଜଣ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବରଗଡ଼ ନାଗେନପାଲିର ତିନିଜଣ ଯୁବକ ଯଥା ଗଜାନନ ପାତ୍ର(୨୫), ଆଦର୍ଶ ପାତ୍ର(୨୨),
Read More...

ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୬ ପ୍ରାର୍ଥୀ ପତ୍ର ଦାଖଲ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ୩ୟ ଦିବସରେ ୧୧୧୯ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଆଜି ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୬ ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି । ସେଥି ମଧ୍ୟରେ ଓ୍ବାର୍ଡ ସଭ୍ୟ ସଭ୍ୟା ପାଇଁ ୬୯୭, ସରପଞ୍ଚ ପଦବୀ
Read More...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବ ସଂରକ୍ଷଣ ଗୃହ ଅଚଳ : ବାରଣ୍ଡାରେ ଗଡୁଛି ମୃତ ଦେହ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଶବ ସଂରକ୍ଷଣ ଗୃହର ଫ୍ରିଜର ଦୀର୍ଘ ଏକ ବର୍ଷରୁ ଅଧିକ ହେବ ଅଚଳ ହୋଇପଡି ରହିଥିବା ବେଳେ ବିଭାଗୀୟ କର୍ମଚାରୀଙ୍କ ଉଦାସୀନତା ମନୋଭାବ ଯୋଗୁଁ ବିଭିନ୍ନ ସମୟରେ ଏଠାରେ ଦୀର୍ଘ ୧୬ରୁ ୨୦ ଘଣ୍ଟା ପର୍ଯ୍ୟନ୍ତ ଶବ
Read More...

ଚାରି ଅନାଥ ଶିଶୁର ଥଇଥାନ ବ୍ୟବସ୍ଥା କଲା ଜିଲ୍ଲା ପ୍ରଶାସନ

ବରଗଡ, (ନିରୋଜ କୁମାର ପାଣି) : ବରଗଡ ଜିଲ୍ଲା ଚକରକେନ୍ଦ ନିକଟର ଝାଙ୍କରପାଳି ଗାଁରେ ନିଜର ବୁଢ଼ୀ ଆଈଙ୍କ ପାଖରେ ରୁହନ୍ତି ଚାରି ଅନାଥ ଅସହାୟ ଶିଶୁ । ସେମାନେ ଅତି ଦୟନୀୟ ଅବସ୍ଥାରେ ଥିବାବେଳେ ସେମାନଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିବା ସହ ଥଇଥାନ କରିବାକୁ ନିବେଦନ କରିଥିଲେ । ସୂଚନା
Read More...

ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ୱିଲସନ ସିଂହଙ୍କୁ ଶ୍ରଦ୍ଧାଂଜଳି

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲାର ନାମକରା କ୍ରିକେଟ ଖେଳାଳି ତଥା ଓସିଏ ପ୍ୟାନାଲ୍ ଅମ୍ପୟାର ୱିଲସନ ସିଂହଙ୍କ ବିୟୋଗରେ ଜିଲ୍ଲା ତଥା ଜିଲ୍ଲା ବାହାରେ କ୍ରିକେଟ ପ୍ରେମୀ ତଥା କ୍ରୀଡାବିତ୍‌ମାନଙ୍କ ମଧ୍ୟରେ ଗଭୀର ଶୋକ ଖେଳି ଯାଇଛି । ଆଜି ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଦ୍ୱିତୀୟ ଦିନରେ ୨୭୭ ପ୍ରାର୍ଥୀ ପତ୍ର ଦାଖଲ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ଦ୍ୱିତୀୟ ଦିନରେ ଜିଲ୍ଲାରେ ବିଭିନ୍ନ ପଦବୀ ପାଇଁ ୨୭୭ ଜଣ ପ୍ରାର୍ଥୀ ତାଙ୍କ ମନୋନୟନ ପତ୍ର ଦାଖଲ କରିଛନ୍ତି । ଆଜି ମଧ୍ୟ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଜଣେ ହେଲେ ମନୋନୟନ ପତ୍ର ଦାଖଲ କରିନଥିବା ସୂଚନା ରହିଛି । ୨୭୭
Read More...

ବିଶିଷ୍ଟ କ୍ରିକେଟ ଖେଳାଳି ତଥା ଓସିଏ ପେନାଲର ବରିଷ୍ଠ ଅମ୍ପାୟାର ୱିଲସନ ସିଂଙ୍କ ପରଲୋକ : ଜିଲ୍ଲା କ୍ରୀଡ଼ାପ୍ରେମୀଙ୍କ…

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲାର ବରିଷ୍ଠ କ୍ରିକେଟ ଖେଳାଳୀ ତଥା ଓଡ଼ିଶା ପେନାଲ୍ ଆମ୍ପୟର ୱିଲସନ ସିଂଙ୍କ ଆଜି ଭୋର୍‌ରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହେଉଥିଲା । ବରଗଡ ୱାର୍ଡ ନମ୍ବର ୧୦ର ବାସିନ୍ଦା ଅବସରପ୍ରାପ୍ତ ମେଜର ଧନ ସିଂ ଓ ମାତା
Read More...

ଭର୍‌ଚୁଆଲ ମୋଡରେ ସାଧାରଣତନ୍ତ୍ର ଦିବସ ପାଳନର ପ୍ରସ୍ତୁତି ବୈଠକ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆରେ ପାଳିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ହୋଇଯାଇଛି । ଗତକାଲି ଭର୍‌ଚୁଆଲ ମୋଡରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ
Read More...