ତିନି କ୍ଵିଣ୍ଟାଲ ଗଞ୍ଜେଇ ଜବତ : ୧ ଗିରଫ
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଏକ ଟ୍ରକ୍ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ତାକୁ ଧରିବାରେ ସଫଳ ହୋଇଥିବା ଜଣାପଡିଛି । ଜାତୀୟ ରାଜପଥ ପର୍ଥଲା ନିକଟରେ ଦ୍ରୁତ ଗତିରେ ଯାଉଥିବା ଟ୍ରକକୁ ବରଗଡ଼ ସଦର ପୋଲିସ ଅଟକାଇ ବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୋଲିସକୁ ଦେଖି ଟ୍ରକ ଦ୍ରୁତ!-->…
Read More...
Read More...