Browsing Tag

bargarh news

ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କଦଳୀ ପାଲି ଗ୍ରାମଠାରେ ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଗତକାଲି ଓଡିଶା ମୋ ପରିବାର ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଶିବିରକୁ ବରଗଡ଼ ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା ଓ ଓଡ଼ିଶା ମୋ ପରିବାରର
Read More...

ଜିଲ୍ଲାସ୍ତରୀୟ କୃଷକ ଉତ୍ପାଦକ ସଙ୍ଘର ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ଜିଲ୍ଲା ଜଳଛାୟା ପ୍ରକଳ୍ପ ସମ୍ମିଳନୀ କକ୍ଷରେ ଆଜି ନାବାର୍ଡ ବରଗଡ଼ ଓ ମହାଶକ୍ତି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ କୃଷକ ଉତ୍ପାଦକ ସଙ୍ଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ କୁମାର ମହାରଣା,
Read More...

ଅଗ୍ନିପଥ ଯୋଜନାରେ ସେନା ବାହିନୀରେ ଭର୍ତ୍ତି ହେବା ପାଇଁ ଆହ୍ୱାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅଗ୍ନିପଥ ଯୋଜନାରେ ସେନା ବାହିନୀରେ ଭର୍ତ୍ତି ହେବା ନିମନ୍ତେ ବରଗଡ଼ ଜିଲ୍ଲାର ଆଗ୍ରହୀ ପ୍ରାର୍ଥୀଙ୍କ ପାଇଁ ଆସନ୍ତା ସେପ୍ଟେମ୍ବର ମାସର ୭ତାରିଖରୁ ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଜମାଦାରପାଲି ସ୍ଥିତ ଏୟାର ଷ୍ଟ୍ରିପ୍‌ଠାରେ ଚୟନ ପ୍ରକିୟା
Read More...

ଅମୃତ ସମାରୋହରେ ସଙ୍ଘତି ମଣ୍ଡଳର ଅତିମାନସ ଜାଗରଣ ଯାତ୍ରା ରଥକୁ ସ୍ୱାଗତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମହାଯୋଗୀ ଶ୍ରୀଅରବିନ୍ଦଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ସଂଘତି ମଣ୍ଡଳ ଅନ୍ତର୍ଗତ ବରଗଡ଼ ଜିଲ୍ଲା ପରିକ୍ରମା କ୍ରମେ ଆଜି ଝାରବନ୍ଧ ବ୍ଲକରେ ଅତିମାନସ ଜାଗରଣ ଯାତ୍ରାର ଚେତନା ରଥକୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା । ରଥଟି
Read More...

ବରଗଡ଼ ଜିଲ୍ଲାରେ ୩୯.୩୦ ମିମି ବର୍ଷା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତ ଦୁଇ ଦିନ ଧରି ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସାଂଗକୁ ୩୯.୩୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି । ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ସକାଳୁ ୧୧.୦ ମିମି, ସଂଧ୍ୟା ରେ ୪.୨୦ ମିମି, ଆଜି
Read More...

ମହିଳା ସରପଞ୍ଚଙ୍କ ପ୍ରୟାସ ଯୋଗୁଁ ମୃତ ସନ୍ନ୍ୟାସୀଙ୍କର ହେଲା ଅନ୍ତିମ ସତ୍କାର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସମାଜସେବା ପାଇଁ ଘରୁ ଗୋଡ଼ କାଢ଼ି ଥିବା ମହିଳା ସରପଞ୍ଚଙ୍କ ପ୍ରୟାସ ଯୋଗୁଁ ଶେଷରେ ମୃତ ସନ୍ନ୍ୟାସୀଙ୍କର ହେଲା ଅନ୍ତିମ ସତ୍କାର । ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକ କଟାବାହାଲ ଗ୍ରାମ ପଞ୍ଚାୟତର ପରମାନନ୍ଦପୁର ଗ୍ରାମରେ ଦୀର୍ଘ ୫ ବର୍ଷ ହେବ ଜଣେ ୮୦ ବର୍ଷ
Read More...

ଜିଲ୍ଲା ଭାଜପାର କାର୍ଯ୍ୟକାରୀ ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରୀ କମିଟିର ବୈଠକ ଜିଲ୍ଲା କାର୍ଯ୍ୟାଳୟଠାରେ ଆୟୋଜିତ ହୋଇଯାଇଛି । ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବରଗଡ ସାଂସଦ ସୁରେଶ ପୂଜାରୀ ଯୋଗ ଦେଇ କର୍ମୀମାନେ ତୃଣମୂଳ
Read More...

ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀଅରବିନ୍ଦଙ୍କ ଅତିମାନସ ଚେତନା ରଥକୁ ଭବ୍ୟ ସମ୍ବର୍ଦ୍ଧନା

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ମହାଯୋଗୀ ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅମୃତ ସମାରୋହରେ ସଙ୍ଘତି ମଣ୍ଡଳ ଅନ୍ତର୍ଗତ ସମ୍ବଲପୁର ବୌଦ୍ଧ ଓ ବରଗଡ଼ ଜିଲ୍ଲା ପରିକ୍ରମା କରୁଥିବା ଶ୍ରୀଅରବିନ୍ଦଙ୍କ ଅତିମାନସ ଚେତନା ଜାଗରଣ ରଥକୁ ବରଗଡ଼ ଜିଲ୍ଲା ବିଜେପୁର ଓ ବରପାଲିଠାରେ ଭବ୍ୟ
Read More...

ଶିଶୁ କବିତା ସଙ୍କଳନ ‘ଆସ ପିଲେ ଆମେ ଖୋଜିବା ମୋତି’ ଲୋକାର୍ପିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଶିଶୁ ସାହିତ୍ୟିକା ସୁପ୍ରଭା ସାମଲଙ୍କ ପ୍ରଥମ ଶିଶୁ କବିତା ସଙ୍କଳନ "ଆସ ପିଲେ ଆମେ ଖୋଜିବା ମୋତି"ର ଲୋକାର୍ପଣ ଉତ୍ସବ ସ୍ଥାନୀୟ ଗାନ୍ଧୀ ଭବନ ପରିସର ମଧ୍ୟରେ ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଭଟଲି ବ୍ଲକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଅନୁଯାୟୀ ଗତକାଲି ଜିଲ୍ଲାର ଭଟଲି ବ୍ଲକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ମନୀଷା ବାନାର୍ଜୀ ଓ ଜିଲ୍ଲା ଏସ୍‌ପି ପର୍ମାର ସ୍ମିତ ପୁରୁଷୋତ୍ତମ
Read More...