Browsing Tag

baragada news

ବରଗଡ଼ରୁ ପୁଣି ଜବତ ହେଲା ବ୍ରାଉନସୁଗାର

ବରଗଡ, (ମୁନ୍ନା ସାହୁ) : କିଛି ଦିନର ବ୍ୟବଧାନ ପରେ ବରଗଡ଼ରୁ ପୁଣି ଜବତ ହେଲା ବ୍ରାଉନସୁଗାର । ବିଶେଷ ସୂତ୍ରରୁ ଖବର ପାଇ ବରଗଡ଼ ଟାଉନ ଥାନା ପୋଲିସ ଘୁଲିପାଲି ଛକରେ ସମ୍ବଲପୁର ପଟୁ ଆସୁଥିବା ଏକ ସ୍କୁଟି ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ସ୍କୁଟିରୁ ୫୦ ଗ୍ରାମ ବ୍ରାଉନସୁଗାର ଜବତ
Read More...

ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କଲେ ଏଲ୍‌ଡିଏର ସଦସ୍ୟ ସଦସ୍ୟା

ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାପାଳ କାର୍ଯାଳୟ ଘେରାଓ କଲେ ଏଲ୍‌ଡିଏର ସଦସ୍ୟ ସଦସ୍ୟା । ବରଗଡ଼ ବରପାଲି ଫାର୍ମାସିଷ୍ଟ କଲେଜର ପରିଚାଳନା କମିଟି କର୍ତ୍ତୃପକ୍ଷ ଏବଂ ସଦସ୍ୟଙ୍କ ଦ୍ୱାରା କଲେଜ କର୍ମଚାରୀ ଓ ଛାତ୍ରୀମାନଙ୍କ ଉପରେ ଜୈନ ଉତ୍ପୀଡ଼ନା, ଅନ୍ୟାୟ, ଅତ୍ୟାଚାର, ମାନସିକ
Read More...

ମା’ଙ୍କ ଅଗରେ ଦୀପଦାନ କଲେ ଛାତ୍ର କଂଗ୍ରେସ

ବରଗଡ଼, (ମୁନ୍ନା ସାହୁ) : ବାଲେଶ୍ୱର ଏଫ. ଏମ କଲେଜରେ ଘଟିଥିବା ଘଟଣାକୁ ନେଇ ଛାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରି ବରଗଡ଼ ମା ଶ୍ୟାମା କାଲି ମନ୍ଦିରରେ ଦୀପପ୍ରଜ୍ୱଳନ କଲେ ଛାତ୍ର କଂଗ୍ରେସର ସଦସ୍ୟ । ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରୀ
Read More...

ବରଗଡ଼ର ହୋଟେଲ ଶ୍ରୀୟାରେ ଆତ୍ମହତ୍ୟା କରିଥିବା ଯୁବକଙ୍କ ଶବ ଉଦ୍ଧାର

ବରଗଡ଼, (ମୁନ୍ନା ସାହୁ) : ବରଗଡ଼ର ହୋଟେଲ ଶ୍ରୀୟାରେ ଆତ୍ମହତ୍ୟା କରିଥିବା ଯୁବକଙ୍କ ଶବ ଉଦ୍ଧାର କଲା ଟାଉନ ପୋଲିସ । ମଙ୍ଗଳବାର ସକାଲ ୯ଟା ସମୟରେ ଯୁବକଙ୍କ ଶବ ଉଦ୍ଧାର କରିଛି ପୋଲିସ । ଯୁବକ ଜଣକ ବଲାଙ୍ଗିର ଜିଲ୍ଲା ବୁଡ଼ି ସିଣ୍ଡୋଲ ଗ୍ରାମର ୨୧ ବର୍ଷୀୟ ଯୁବକ ରୁଜୁ ସେଠ୍ ବୋଲି ଜଣାପଡିଛି
Read More...

କିନ୍ନରଙ୍କ ଆକ୍ରମଣରେ ପୋଲିସ ଆହତ

ବରଗଡ଼, (ମୁନ୍ନା ସାହୁ) : ଗାନ୍ଧିଛକରେ ପୋଲିସକୁ ଆକ୍ରମଣ କଲେ କିନ୍ନର । କିନ୍ନରଙ୍କ ଆକ୍ରମଣରେ ପୋଲିସ ଆହତ । ବରଗଡ଼ ଗାନ୍ଧିଛକରେ ରବିବାର ପୋଲିସ ଉପରେ କିନ୍ନର ମାନେ ଆକ୍ରମଣ କରିଛନ୍ତି । ସୂଚନା ଅନୁସାରେ କିନ୍ନର ମାନେ ଜନସାଧାରଣଙ୍କୁ ଟଙ୍କା ମାଗୁଥିବା ବେଳେ ଟ୍ରାଫିକ ଇନଚାର୍ଜ ମଙ୍ଗଳ
Read More...

ଚାଷୀ ନେତା ସଦାନନ୍ଦ ପୁଝାରୀଙ୍କ ପରଲୋକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଚାଷୀ ସଂଗଠନର ବରିଷ୍ଠ ସଦସ୍ୟ ସଦାନନ୍ଦ ପୂଝାରୀଙ୍କ ଆଜି ସକାଳେ ବରଗଡ଼ର ଏକ ଘରୋଇ ନର୍ସିଂ ହୋମରେ ପରଲୋକ ହୋଇଯାଇଛି । କିଛି ଦିନ ପୂର୍ବରୁ ହଠାତ୍ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ।
Read More...

ପବିତ୍ର ଅକ୍ଷୟ ତୃତୀୟା ଏବଂ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ

ଜିଲ୍ଲାର ୧, ୯୫, ୩୭୦ ଜଣ ଖୁଦ୍ର ଏବଂ ଭୂମିହୀନ ଚାଷୀଙ୍କ ଖାତାକୁ ଆସିଲା ପିଏମ କିସାନ ସମ୍ମାନ ନିଧି ଟଙ୍କାକୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ଜିଲ୍ଲାର ଚାଷୀ ପାଇଲେ ୨୦ କୋଟି ୮୬ ଲକ୍ଷ ସବସିଡି ଟଙ୍କା ବରଗଡ଼, (ନିରୋଜ କୁମାର ପାଣୀ) : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନେଶ୍ୱର
Read More...

ଡାକ୍ତରଙ୍କ ନାଁରେ ସାଂଘାତିକ ଅଭିଯୋଗ

ବରଗଡ, (ମୁନ୍ନା ସାହୁ) : ଡାକ୍ତରଙ୍କ ନାଁରେ ସାଂଘାତିକ ଅଭିଯୋଗ । ମାତାଲ ଡାକ୍ତରଙ୍କ ଉତ୍ପାତ । ଚିକିତ୍ସା କରିବା ବଦଳରେ ମାତାଲ ହୋଇ ଡ୍ୟୁଟି ରୁମ୍‌ରେ ଶୋଇଛନ୍ତି ଡାକ୍ତର । ଏଭଳି ଅଭିଯୋଗ ଆସିଛି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ । ସ୍ଥାନୀୟ
Read More...

ସେବାରେ ସମର୍ପିତ ସଂକଳ୍ପ ପରିବାର ୪୫ ଡିଗ୍ରୀ ଖରାରେ ମଧ୍ୟ ଜାରୀ ରହିଛି ଅସହାୟ ଶବ ସତ୍କାର

ବରଗଡ଼, (ମୁନ୍ନା ସାହୁ) : ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ସହାୟତାରେ ଆଜି ଶନିବାର ଏକ ଅଚିହ୍ନା ଶବ ସତ୍କାର କରାଯାଇଛି । ମୃତ ଶବ ଜଣେ ୩୦ରୁ ୪୦ ବର୍ଷ ଯୁବକର ହୋଇଥିବା ବେଳେ ଗତ ୨୧/୦୪/୨୦୨୫ରେ ବରଗଡ଼ କେନାଲରୁ ଭାସମାନ ଅବସ୍ଥାରେ ଉଦ୍ଧାର ହୋଇଥିଲା । ସ୍ଥାନୀୟ ଲୋକଙ୍କଠୁ ଖବର ପାଇବା
Read More...